ଡାକ୍ତରଙ୍କ ହଷ୍ଟେଲ କ୍ୟାଣ୍ଟିନ ଭିତରେ ପଶି ଗଲା ବିମାନ ; ହେଲା ବଡ଼ ବିସ୍ଫୋରଣ
ଅହମ୍ମଦାବାଦ : ଅହମ୍ମଦାବାଦରେ ଗୁରୁବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏୟାରପୋର୍ଟ ନିକଟରେ ଏୟାର ଇଣ୍ଡିଆର ବିମାନ କ୍ରାସ୍ ହୋଇଛି। ଲଣ୍ଡନ ପାଇଁ ଉଡ଼ାଣ ଭରିବାର କିଛି ମିନିଟ୍ ଭିତରେ ବିମାନ ଏକ ୫ ମହଲା କୋଠାରେ ଖସି ପଡ଼ିଛି। ଜଣାପଡ଼ିଛି ଯେ, ଏହା ଇଣ୍ଟର୍ଣ୍ଣ ଡାକ୍ତରଙ୍କ ହଷ୍ଟେଲ ଥିଲା। ଏଥିରେ ୫୦-୬୦ ଇଣ୍ଟର୍ଣ୍ଣ ଡାକ୍ତର ରହୁଥିଲେ। ଦୁର୍ଘଟଣା ସମୟରେ ସେମାନେ ସେଠାରେ ଥିଲେ ନା ନାହିଁ ଏହା ସ୍ପଷ୍ଟ ହୋଇ ପାରି ନାହିଁ। ଦ୍ୱିପ୍ରହର ୧.୩୯ […]
ସଂପୂର୍ଣ୍ଣ ପଢନ୍ତୁ