Lal

୭୮ତମ ଜନ୍ମଦିନରେ ୭୮କିଲୋର ଲଡୁ କାଟିଲେ ଲାଲୁ ଯାଦବ

ପଟନା: ଆଜି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ୭୮ତମ ଜନ୍ମଦିନ। ଏହି ଅବସରରେ ଦଳୀୟ କର୍ମୀଙ୍କଠାରୁ ଆରମ୍ଭ କରି ସମର୍ଥକ ପର୍ଯ୍ୟନ୍ତ, ସମସ୍ତେ ରାଜ୍ୟବ୍ୟାପୀ ଜନ୍ମଦିନ ପାଳନ କରୁଛନ୍ତି। ନିଜ ଜନ୍ମଦିନ ଅବସରରେ ଲାଲୁ ଯାଦବ ମଧ୍ୟରାତ୍ରିରେ କେକ୍ କାଟି ତାଙ୍କ ଜନ୍ମଦିନ ପାଳନ କରିବା ଆରମ୍ଭ କରିଥିଲେ। ଏହି ବିଶେଷ ଅବସରରେ, ଆରଜେଡି ନେତା ଏବଂ କର୍ମୀମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କ ୧୦ସର୍କୁଲାର […]

ସଂପୂର୍ଣ୍ଣ ପଢନ୍ତୁ
Spkxdojdi78aes0mqrvh

ଦଳାଚକଟା ଘଟଣାରେ ବିଜେପିର ଇସ୍ତଫା ଦାବିକୁ “ସମ୍ପୂର୍ଣ୍ଣ ରାଜନୈତିକ” ବୋଲି କହିଲେ ଖର୍ଗେ

ବେଙ୍ଗାଲୁରୁ: ଆରସିବି ଦଳାଚକଟା ଘଟଣାରେ ବିଜେପିର ଇସ୍ତଫା ଦାବିକୁ “ସମ୍ପୂର୍ଣ୍ଣ ରାଜନୈତିକ” ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖର୍ଗେ। ବେଙ୍ଗାଲୁରେ ଆରସିବି କାର୍ଯ୍ୟକ୍ରମରେ ଦଳାଚକଟା ଘଟଣାରେ ଅବହେଳା ଅଭିଯୋଗ କରି ବିଜେପି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏବଂ ଗୃହମନ୍ତ୍ରୀ ଜି ପରମେଶ୍ୱରଙ୍କ ଇସ୍ତଫା ଦାବି କରିଥିଲା। ଯେଉଁ ଦଳାଚକଟାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏହାର ଜବାବ ଦେଇ କହିଛନ୍ତି, “କୁମ୍ଭମେଳା ସମୟରେ ଦଳାଚକଟା ପାଇଁ […]

ସଂପୂର୍ଣ୍ଣ ପଢନ୍ତୁ
Kab

କାବୁଲ ଏୟାରପୋର୍ଟ ପାଖରେ ଆତଙ୍କବାଦୀ ଆଡ୍ଡା

କାବୁଲ : ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ ପ୍ରଦେଶ (ଆଇଏସକେପି)ର ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିଛି ତାଲିବାନ ।  ଆଫଗାନିସ୍ତାନ ଗସ୍ତ କରୁଥିବା ଭିଆଇପିମାନଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରୁଥିଲା ଆଇଏସକେପି। ଏଥିପାଇଁ କାବୁଲ ଅନ୍ତର୍ଜାତୀୟ ଏୟାରପୋର୍ଟ ପାଖରେ ଏକ ଗୋପନ ଆଡ୍ଡା ଖୋଲାଯାଇଥିଲା । ତାଲିବାନ ଯେପରି ସଂଦେହ କରିପାରିବ ନାହିଁ ସେଥିପାଇଁ ଆଫଗାନିସ୍ତାନର ଗୁଇନ୍ଦା ସଂସ୍ଥାର କାର୍ଯ୍ୟାଳୟ ନିକଟରେ ଏକ ବିଳାଶମୟ ଆପାର୍ଟମେଣ୍ଟ ଭଡ଼ା ନିଆଯାଇ ଏହି ଆଡ୍ଡା ଖୋଲିଥିଲା ଆଇଏସକେପି […]

ସଂପୂର୍ଣ୍ଣ ପଢନ୍ତୁ
Ut

ଆର୍‌ପିଏସ୍‌ସି ଅଧ୍ୟକ୍ଷ ହେଲେ ଓଡ଼ିଆ ପୁଅ ଆଇପିଏସ୍ ଉତ୍କଳ ରଂଜନ ସାହୁ

ଭୁବନେଶ୍ବର/ଛେଣ୍ଡିପଦା: ଓଡ଼ିଆ ପୁଅ ଉତ୍କଳ ରଂଜନ ସାହୁଙ୍କୁ ରାଜସ୍ଥାନରେ ବଡ଼ ଦାୟିତ୍ବ ମିଳିଛି। ଭାରତୀୟ ପୁଲିସ ସେବା (ଆଇପିଏସ୍) ଅଧିକାରୀ ଶ୍ରୀ ସାହୁଙ୍କୁ ରାଜସ୍ଥାନ ସରକାର ରାଜ୍ୟର ଲୋକ ସେବା ଆୟୋଗର ନୂଆ ଅଧ୍ୟକ୍ଷ ପଦବିରେ ନିଯୁକ୍ତି ଦେଇଛନ୍ତି। ଏହି ପଦବିରେ ନିଯୁକ୍ତ ହେଲା ପରେ ୧୯୮୮ ବ୍ୟାଚ୍‌ର ଆଇପିଏସ୍ ଶ୍ରୀ ସାହୁ ନିଜର ଯୋଜନା ସଂପର୍କରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ଶ୍ରୀ ସାହୁ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଆଦେଶାନୁସାରେ ତାଙ୍କୁ ଦାୟିତ୍ବ ମିଳିଛି। […]

ସଂପୂର୍ଣ୍ଣ ପଢନ୍ତୁ
Bord

ଭାରତ-ପାକିସ୍ତାନ ଅସ୍ତ୍ରବିରତିକୁ ପୂରିଲା ମାସେ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଅସ୍ତ୍ରବିରତିକୁ ପୂରିଲା ମାସେ । ଆଜିକୁ ୩୦ ଦିନ ତଳେ ଦୁଇ ଦେଶ ମଧ୍ୟରେ ହୋଇଥିଲା ଅସ୍ତ୍ରବିରତି ଘୋଷଣା । ମେ ୧୦ ତାରିଖ ଦିନ ସଂଧ୍ୟାରେ ଭାରତ-ପାକିସ୍ତାନ ଅସ୍ତ୍ରବିରତି ଘୋଷଣା ହୋଇଥିଲା । ପହଲଗାମରେ ଆତଙ୍କୀ ହମଲା ପରେ ଭାରତ ପକ୍ଷରୁ ହୋଇଥିବା ଅପରେସନ ସିନ୍ଦୂର ଦ୍ଵାରା ପାକିସ୍ତାନର ଆତଙ୍କୀ ଆଡ୍ଡା ଛାରଖାର କରିବା ପରେ ପାକିସ୍ତାନ ଭାରତର ସୀମାବର୍ତ୍ତୀ ରାଜ୍ୟରେ ଆକ୍ରମଣ କରିଥିଲା । ଗୁଳିମାଡ, ଡ୍ରୋନ ହମଲାର ବଦଲା ନେବାକୁ […]

ସଂପୂର୍ଣ୍ଣ ପଢନ୍ତୁ
Erwe

ଅଷ୍ଟ୍ରିଆ ସ୍କୁଲରେ ଗୁଳିକାଣ୍ଡ, ୧୧ ମୃତ

ଗ୍ରାଜ୍ : ୟୁରୋପୀୟ ଦେଶ ଅଷ୍ଟ୍ରିଆର ଦ୍ବିତୀୟ ବୃହତ୍ତମ ସହର ଗ୍ରାଜରେ ଏକ ଗୁଳିକାଣ୍ଡ ଘଟଣା ଘଟିଛି। ଏକ ସ୍କୁଲରେ ଜଣେ ବନ୍ଧୁକଧାରୀ ଆଖିମୁଜା ଗୁଳି ଚଳାଇବାରୁ ୭ ଛାତ୍ରଛାତ୍ରୀଙ୍କ ସମେତ ମୋଟ ୧୧ ଜଣ ମୃତ୍ୟୁବରଣ କରିଛନ୍ତି। ଗ୍ରାଜର ମେୟରଙ୍କ ସୂଚନା ଅନୁସାରେ ବନ୍ଧୁକଧାରୀ ଜଣକ ସେହି ସ୍କୁଲର ଜଣେ ଛାତ୍ର। ସେ ସ୍କୁଲ ଆସିବା ବେଳେ ଏକ ବନ୍ଧୁକ ନେଇ ଆସିଥିଲା ଓ ଆଗରେ ଯାହାକୁ ଦେଖିଲା ତାକୁ ଗୁଳିମାରିଥିଲା। ପରେ ସେ ସ୍କୁଲର […]

ସଂପୂର୍ଣ୍ଣ ପଢନ୍ତୁ
Greta Thunberg 750x430

ଗାଜା ଯାଉଥିବା ଜାହାଜକୁ ଜବତ କଲା ଇସ୍ରାଏଲ, ଗ୍ରେଟା ଥନବର୍ଗ ଅଟକ

ସ୍ଵିଡେନର ପରିବେଶବିତ ଗ୍ରେଟା ଥନବର୍ଗ ଏବଂ ଅନ୍ୟ ୧୧ ଜଣ ଅନ୍ତର୍ଜାତୀୟସ୍ତରର ସ୍ଵେଚ୍ଛାସେବୀଙ୍କୁ ଅଟକ ରଖିଛି ଇସ୍ରାଏଲ। ଏମାନେ ସମସ୍ତେ ମାନବବାଦୀ ସହାୟତା ଉଦ୍ଦେଶ୍ୟରେ ଜରୁରୀ ସାମଗ୍ରୀ ନେଇ ଗାଜା ଯାଉଥିବାବେଳେ ଇସ୍ରାଏଲ ସେନା ସୋମବାର ସନ୍ଧ୍ୟାରେ ଜାହାଜ ‘ମାଡଲୀନ’କୁ ଜବତ କରିବା ସହିତ ସେମାନଙ୍କୁ ଅଟକ ରଖିଛି। ଅଶଦୋଦ ବନ୍ଦରରେ ଜାହାଜ ସହିତ ଥନବର୍ଗ ଏବଂ ଅନ୍ୟମାନେ ଅଟକ ରହିଛନ୍ତି। ଇସ୍ରାଏଲରେ ପହଞ୍ଚିବା ପରେ ଥନବର୍ଗଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଛି। ଇସ୍ରାଏଲ ବିଦେଶ ମନ୍ତ୍ରଣାଳୟ ଅଟକ […]

ସଂପୂର୍ଣ୍ଣ ପଢନ୍ତୁ
Whatsapp Image 2025 06 10 At 2.0

ହରିୟାଣା ଜମି ଦୁର୍ନୀତି: ଇଡିରେ ହାଜର ହେଲେ ନି ରବର୍ଟ ଭଦ୍ରା, ପୁଣି ସମନ କଲା ଇଡି

କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ତଥା ବଶିଷ୍ଟ ବ୍ୟବସାୟୀ ରବର୍ଟ ଭଦ୍ରଙ୍କୁ ପୁଣି ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କଥିତ ହରିୟାଣା ଜମି ଦୁର୍ନୀତିରେ ପଚରାଉଚରା ପାଇଁ ଆଜି ଇଡ଼ି ଭଦ୍ରାଙ୍କୁ ହାଜର ହେବାକୁ ନୋଟିସ କରିଥିଲା । କିନ୍ତୁ ଭଦ୍ରା ଅସୁସ୍ଥତା ଦର୍ଶାଇ ଇଡ଼ିକୁ ଏକ ଇମେଲ୍‍ ଲେଖିଛନ୍ତି । ଭଦ୍ରା ଇଡିଠାରୁ ଆହୁରି ସମୟ ମାଗିଛନ୍ତି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡ଼ି ପକ୍ଷରୁ କୁହାଯାଇଛି ଯେ ହରିୟାଣା ଜମି ଦୁର୍ନୀତି […]

ସଂପୂର୍ଣ୍ଣ ପଢନ୍ତୁ
Corona

ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍‌: ଦେଶରେ ୨୪ ଘଣ୍ଟାରେ ୩୫୮ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନା ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର ଦିନ ଦେଶରେ ନୂଆ ୩୫୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଫଳରେ ଦେଶରେ ସମୁଦାୟ ଆକ୍ରାନ୍ତ ସଂଖ୍ୟା ୬, ୪୯୧ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ସେହିପରି ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୫୦ ଟପିଲା। ସୋମାବାର ଆଉ ୭ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର। ଏଥିସହ ଚଳିତ […]

ସଂପୂର୍ଣ୍ଣ ପଢନ୍ତୁ
Thumb 72

ଟ୍ରମ୍ପଙ୍କୁ ନିଶାଣ କଲେ ବିଲାଓ୍ବଲ- କହିଲେ ପାକିସ୍ତାନରେ ଆତଙ୍କବାଦୀ ବୃଦ୍ଧି ପାଇଁ ଆମେରିକା ଦାୟୀ

ଅପରେସନ ‘ସିନ୍ଦୂର’ ପରେ ନିଜ ଦେଶର ପକ୍ଷର ରଖିବା ଲାଗି ଆମେରିକାରେ ପହଞ୍ଚିଥିବା ପାକିସ୍ତାନ ପିପୁଲ୍ସ ପାର୍ଟି ନେତା ବିଲାଓ୍ବଲ ଭୁଟ୍ଟୋ ଆମେରିକାର ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିଶାଣ କରି ପାକିସ୍ତାନରେ ଆତଙ୍କବାଦୀ ବୃଦ୍ଧି ପାଇଁ ଆମେରିକା ଦାୟୀ ବୋଲି କହିଛନ୍ତି। ବିଲାଓ୍ବଲ କହିଚନ୍ତି, ଆମେରିକା ଯେଉଁଭଳି ଭାବେ ଆଫଗାନିସ୍ତାନରୁ ତରବରିଆ ଭାବେ ବାହାରିଗଲା, ସେହି ସମୟରେ ଅନେକ ସମ୍ବେଦନଶୀଳ ଅସ୍ତ୍ରଶସ୍ତ୍ର ସେଠାରେ ଛାଡ଼ି ଆସିଲା। ଏହି ଅସ୍ତ୍ରଶସ୍ତ୍ର ଏବେ […]

ସଂପୂର୍ଣ୍ଣ ପଢନ୍ତୁ