Son

ସୋନିଆ ଗାନ୍ଧୀ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ସିମଲାର ଆଇଜିଏମସି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ସୋନିଆ ହିମାଚଳପ୍ରଦେଶର ସିମଲା ଅନ୍ତର୍ଗତ ଚାରବ୍ରାରେ ଥିଲେ। ସେଠାରେ ସେ ହଠାତ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ଏକ ସ୍ଵତନ୍ତ୍ର ଡାକ୍ତରୀଦଳ ସୋନିଆଙ୍କ ଚିକିତ୍ସା କରୁଛନ୍ତି। ଅସୁସ୍ଥ ହେବାର କାରଣ କ’ଣ ତାହା ଜଣାପଡ଼ିନାହିଁ। ସୂଚନାଯୋଗ୍ୟ, ସୋନିଆ ଛୁଟି କାଟିବାକୁ ଚାରବ୍ରାସ୍ଥିତ ଝିଅ ପ୍ରିୟଙ୍କାଙ୍କ ଘରକୁ ୩ ଦିନ ତଳେ […]

ସଂପୂର୍ଣ୍ଣ ପଢନ୍ତୁ
Elo

ପଛଘୁଞ୍ଚା ଦେଲେ ଏଲନ ମସ୍କ

ବିଶ୍ଵର ଏକ ନମ୍ବର ଧନୀ ଏଲନ ମସ୍କ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଚାଲିଥିବା ବିବାଦର ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି। ଦୁଇ ଜଣଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ଚାଲିଥିବା ସମୟରେ ଏଲନ ମସ୍କ ଏଥିରେ ପଛଘୁଞ୍ଚା ଦେଇଛନ୍ତି। ମସ୍କ ଏପଷ୍ଟିନ ଫାଇଲ୍ସ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଯେଉଁ ପୋଷ୍ଟ କରିଥିଲେ ତାହାକୁ କାଟି ଦେଇଛନ୍ତି। ଉଭୟଙ୍କ ମଧ୍ୟରେ ବିବାଦର ସମାଧାନ ଉଦ୍ଦେଶ୍ୟରେ ମସ୍କ ଏପରି କରିଥିବା ଆଲୋଚନା ହେଉଛି। ଦୁଇ ଦିନ ତଳେ […]

ସଂପୂର୍ଣ୍ଣ ପଢନ୍ତୁ
Erw

ବଦଳିଲା ନିୟମ: ବିବାହ ପଞ୍ଜିକରଣ ପାଇଁ ଆବଶ୍ୟକ ପଣ୍ଡିତ ଓ ବାହାଘର ଭିଡିଓ

ନୂଆଦିଲ୍ଲୀ: ଏବେ ଉତ୍ତରପ୍ରଦେଶରେ କେହି ନକଲି ବିବାହ ପଞ୍ଜିକରଣ କରିପାରିବେ ନାହିଁ। ବିବାହ ପଞ୍ଜିକରଣ ପ୍ରକ୍ରିୟାରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ବିବାହ ରୀତିନୀତି ସହିତ ଜଡିତ ଅସମ୍ପୂର୍ଣ୍ଣ ପ୍ରମାଣ ଆଉ ବିବାହ ପଞ୍ଜିକରଣ ପାଇଁ ଗ୍ରହଣ କରାଯିବ ନାହିଁ। କେବଳ ବିବାହର ଦୃଢ଼ ପ୍ରମାଣ ସହିତ ଦମ୍ପତିମାନଙ୍କୁ ପଞ୍ଜିକୃତ କରାଯିବ। ବର୍ତ୍ତମାନ, ନୂତନ ପଞ୍ଜିକରଣ ପ୍ରକ୍ରିୟା ଅନୁଯାୟୀ, ଦୁଇଜଣଙ୍କୁ ବିବାହ କରାଇଥିବା ପଣ୍ଡିତ, ପାଦ୍ରୀ ଏବଂ ମୌଲବୀ ଇତ୍ୟାଦିଙ୍କ ସାକ୍ଷ୍ୟ ମଧ୍ୟ ବାଧ୍ୟତାମୂଳକ ହେବ। ଏହା […]

ସଂପୂର୍ଣ୍ଣ ପଢନ୍ତୁ
Vir

କୋହଲିଙ୍କ ନାମରେ ମାମଲା ରୁଜୁକୁ ନେଇ ପୁଲିସ ର ପ୍ରତିକ୍ରିୟା

ନୂଆଦିଲ୍ଲୀ: ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଐତିହାସିକ ବିଜୟର ଦିନକ ପରେ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଡା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ୧୧ଜଣ ଖେଳପ୍ରେମୀଙ୍କ ଜୀବନ ଚାଲିଯାଇଥିବା ପ୍ରକାଶିତ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଏହି ଘଟଣାରେ ଆରସିବି ଫ୍ରାଞ୍ଚାଇଜ୍ ମୃତ୍ୟୁବରଣ କରିଥିବା ସମସ୍ତ ୧୧ ଜଣଙ୍କ ପରିବାରକୁ ୧୦-୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ଘୋଷଣା କରିଛି। ଏଥିସହିତ ଏହି ଦଳାଚକଡ଼ା ଘଟଣାରେ ଆରସିବି ବିରୋଧରେ ମାମଲା ରୁଜୁ ହୋଇଛି। ଏମ ଚିନ୍ନାସ୍ୱାମୀ […]

ସଂପୂର୍ଣ୍ଣ ପଢନ୍ତୁ
Eknath

ସିନ୍ଦେଙ୍କୁ ଉଡ଼ାଇବାକୁ ମନା କଲେ ପାଇଲଟ୍

ମୁମ୍ବାଇ: ମହାରାଷ୍ଟ୍ରର ଜଳଗାଓଁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ପାଇଲଟ୍ ତାଙ୍କ ଡ୍ୟୁଟି ସମୟ ଶେଷ ହୋଇଗଲା ବୋଲି କହି ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିମାନ ଉଡ଼ାଣ କରିବାକୁ ମନା କରିଦେଇଥିଲେ।  ଯଦିଓ ପରେ ଅଧିକାରୀମାନେ ତାଙ୍କୁ ବୁଝାସୁଝା କରିବା ପରେ ବିମାନ ଉଡ଼ାଇବାକୁ ପାଇଲଟ୍ ରାଜି ହୋଇଥିଲେ, କିନ୍ତୁ ଏହା ଯୋଗୁଁ ସିନ୍ଦେଙ୍କ ବିମାନ ଉଡ଼ାଣରେ ବିଳମ୍ବ ହୋଇଥିଲା। ସୂଚନା ଅନୁସାରେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗତକାଲି ସନ୍ଧ୍ୟାରେ ମୁମ୍ବାଇରୁ ଜଲଗାଁଓରେ ପହଞ୍ଚିଥିଲେ। […]

ସଂପୂର୍ଣ୍ଣ ପଢନ୍ତୁ
Cuborqt3vka9jonlhi66

ନକ୍ସଲ ବିରୋଧୀ ଅଭିଯାନରେ ସାମିଲ ଥିବା ଅଧିକାରୀମାନଙ୍କୁ ଭେଟି ସମ୍ମାନିତ କଲେ ଶାହା

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ନକ୍ସଲବାଦୀଙ୍କ ବିରୁଦ୍ଧରେ ଅପରେସନ୍ ଚଳାଇଥିବା ଅଧିକାରୀମାନଙ୍କୁ ଭେଟିଥିଲେ। ଅମିତ ଶାହ ନକ୍ସଲବାଦ ବିରୁଦ୍ଧରେ ସାମ୍ପ୍ରତିକ ଅପରେସନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଅଧିକାରୀମାନଙ୍କୁ ଭେଟି ସଫଳତା ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାୟ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ସେ ସାହସିକତା ସହିତ ଏହି ଅପରେସନଗୁଡ଼ିକୁ ସଫଳ କରିଥିବା ଯବାନମାନଙ୍କୁ ଭେଟିବାକୁ ଆଗ୍ରହୀ ଏବଂ ଖୁବ୍ […]

ସଂପୂର୍ଣ୍ଣ ପଢନ୍ତୁ
Heli

କେଦାରନାଥ ଯାଉଥିବା ହେଲିକପ୍ଟର ରାଜପଥରେ ଜରୁରୀକାଳୀନ ଅବତରଣ

ଉତ୍ତରାଖଣ୍ଡ : କେଦାରନାଥ ଦର୍ଶନ ପାଇଁ ଯାଉଥିବାବେଳେ ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରେ ହେଲା ଏମର୍ଜେନ୍ସ ଲ୍ୟାଣ୍ଡିଂ । ଅବତରଣ ସମୟରେ  ଏକ ଗାଡି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି  । UCADA ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ DGCAକୁ ଜଣାଇଛି । ସୂଚନା ଅନୁଯାୟୀ, କେଦାରନାଥ ଦର୍ଶନ ପାଇଁ ଯାଉଥିବାବେଳେ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । କୌଣସି ବଡ଼ ଦୁର୍ଘଟଣା ଘଟିବା ପୂର୍ବରୁ, ପାଇଲଟ ହେଲିକପ୍ଟରକୁ ରାଜପଥରେ ହିଁ ଅବତରଣ କରିଥିଲେ।  ଅବତରଣ ସମୟରେ କୌଣସି ମୃତାହତ ଥିବା ଖବର ନଥିବାବେଳେ […]

ସଂପୂର୍ଣ୍ଣ ପଢନ୍ତୁ
Re

ରାହୁଲ ଗାନ୍ଧୀ ବିହାରରେ ପରାଜୟକୁ ସ୍ୱୀକାର କରିସାରିଛନ୍ତି : ଫଡନାଭିସ

ମୁମ୍ବାଇ : ମହାରାଷ୍ଟ୍ର ନିର୍ବାଚନରେ ମ୍ୟାଚ ଫିକ୍ସିଂ ହୋଇଥିଲା ବୋଲି କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ବୟାନକୁ ନେଇ ବିଜେପି ପକ୍ଷରୁ ତାଙ୍କୁ କଡ଼ା ସମାଲୋଚନା କରାଯାଇଛି । ତାଙ୍କୁ ସମାଲୋଚନା କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି, ‘ଏହାର ଅର୍ଥ ହେଉଛି ଯେ ରାହୁଲ ଗାନ୍ଧୀ ବିହାରରେ ପରାଜୟକୁ ସ୍ୱୀକାର କରିଛନ୍ତି। ସେ କହିଛନ୍ତି “ମୁଁ ସବୁବେଳେ କହୁଛି ଯେ ଯେପର୍ଯ୍ୟନ୍ତ ରାହୁଲ ଗାନ୍ଧୀ ତୃଣମୂଳସ୍ତରକୁ ଓହ୍ଲାଇ […]

ସଂପୂର୍ଣ୍ଣ ପଢନ୍ତୁ
Congress Mp Shashi Tharoor

ପାକିସ୍ତାନକୁ ୮୧ ପ୍ରତିଶତ ସାମରିକ କ୍ଷମତା ଚୀନରୁ ଆସେ: ଥରୁର

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁର ୱାଶିଂଟନ ଡିସିରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଭାରତ-ପାକ୍ ବିବାଦରେ ଚୀନକୁ ଅଣଦେଖା କରିବା ଅସମ୍ଭବ, କାରଣ ପାକିସ୍ତାନର ୮୧% ସାମରିକ କ୍ଷମତା ଚୀନରୁ ଆସିଥାଏ। ଥରୁର ବର୍ତ୍ତମାନ ‘ଅପରେସନ୍ ସିନ୍ଦୁର’ ପରେ ଭାରତର ସଂସଦୀୟ ପ୍ରତିନିଧିମଣ୍ଡଳୀର ନେତୃତ୍ୱ ନେଉଛନ୍ତି ଏବଂ ଅନ୍ତର୍ଜାତୀୟ ମଞ୍ଚରେ ପାକିସ୍ତାନ-ଆତଙ୍କବାଦୀ ସମ୍ପର୍କକୁ ପ୍ରକାଶ କରୁଛନ୍ତି। ଥରୁର କହିଛନ୍ତି ଯେ ଚୀନ-ପାକ୍ ସମ୍ପର୍କ କେବଳ ସାମରିକ ସହଯୋଗ ପର୍ଯ୍ୟନ୍ତ ସୀମିତ ନୁହେଁ। ସେ ଚୀନ-ପାକ୍ ଅର୍ଥନୈତିକ […]

ସଂପୂର୍ଣ୍ଣ ପଢନ୍ତୁ
Ip

ରଦ୍ଦ ହୋଇନି ସିମଲା ଚୁକ୍ତି : ପାକ୍ ବୈଦେଶିକ ମନ୍ତ୍ରାଳୟ

ଇସ୍ଲାମାବାଦ : ଗତକାଲି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ କହିଥିଲେ ଯେ ଭାରତ ସହ ସ୍ବାକ୍ଷରିତ ସିମଲା ଚୁକ୍ତି ଏକ ମୃତ ଦଲିଲ ହୋଇଯାଇଛି । ଏହା ସହିତ ଦୁଇ ଦେଶ ୧୯୪୮ର ସ୍ଥିତିକୁ ଫେରିଯାଇଛନ୍ତି, ଯେତେବେଳେ ଜାତିସଂଘ ନିୟନ୍ତ୍ରଣ ରେଖାକୁ ଯୁଦ୍ଧ ବିରତି ରେଖା ଭାବେ ଘୋଷଣା କରିଥିଲା । କିନ୍ତୁ ଠିକ ଦିନକ ପରେ ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ତାଙ୍କର ଏହି ବୟାନକୁ ଖାରଜ କରିଦେଇଛି । ସିମଲା ଚୁକ୍ତି ସମେତ ଭାରତ […]

ସଂପୂର୍ଣ୍ଣ ପଢନ୍ତୁ