Z

ଏୟାର ଇଣ୍ଡିଆ ବିମାନରେ ପରିଚାଳନା ନିର୍ଦ୍ଦେଶକଙ୍କ ଉପରେ ପରିଶ୍ରା କରିଦେଲେ ମଦ୍ୟପ ବ୍ୟକ୍ତି

ନୂଆଦିଲ୍ଲୀ,୯।୪: ଦିଲ୍ଲୀରୁ ବ୍ୟାଙ୍ଗକକ୍ ଅଭିମୁଖେ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନରେ ଜଣେ ଭାରତୀୟ ମଦ୍ୟପ ଅବସ୍ଥାରେ ସହଯାତ୍ରୀଙ୍କ ଉପରେ ପରିଶ୍ରା କରିଦେଇଥିବା ଜଣାପଡିଛି। ଏୟାର ଇଣ୍ଡିଆ ପକ୍ଷରୁ ଏକ ସ୍ପଷ୍ଟୀକରଣ ଜାରି କରି ଏହି ଘଟଣାକୁ ନିଶ୍ଚିତ କରାଯାଇଥିଲେ ମଧ୍ୟ ଘଟଣା ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦିଆଯାଇନାହିଁ। ସୂତ୍ର ଅନୁସାରେ, ବିମାନ AI 2336 ରେ ଥିବା ଯାତ୍ରୀ ମଦ୍ୟପାନ କରି ଏକ କମ୍ପାନୀର ପରିଚାଳନା ନିର୍ଦ୍ଦେଶକଙ୍କ ଉପରେ ପରିସ୍ରା କରିଥିଲେ। ଏହି ଘଟଣା ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ […]

ସଂପୂର୍ଣ୍ଣ ପଢନ୍ତୁ
5tbpvq6 Jitam Ram Manjhi Granddaughter 625x300 09 April 25

କେନ୍ଦ୍ରମନ୍ତ୍ରୀଙ୍କ ଜିତନ ରାମ ମାଞ୍ଝିଙ୍କ ନାତୁଣୀଙ୍କୁ ଗୁଳିକରି ହତ୍ୟା କଲେ ସ୍ୱାମୀ

ନୂଆଦିଲ୍ଲୀ,୯।୪: ବୁଧବାର ବିହାରର ଗୟାରେ କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଞ୍ଝିଙ୍କ ନାତୁଣୀଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣା ଘଟିଥିଲା ​​ଯେତେବେଳେ ପୀଡିତା ସୁଷମା ଦେବୀ, ତାଙ୍କ ପିଲାମାନେ ଏବଂ ଭଉଣୀ ପୁନମ କୁମାରୀ ଅଟ୍ରି ବ୍ଲକ ଅନ୍ତର୍ଗତ ତେତୁଆ ଗ୍ରାମରେ ଘରେ ଥିଲେ। ଗୟା ଲୋକସଭା ଆସନର ସାଂସଦ ଏବଂ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ମାଞ୍ଝିଙ୍କ ପକ୍ଷରୁ କୌଣସି ତୁରନ୍ତ ମନ୍ତବ୍ୟ ଦିଆଯାଇ ନାହିଁ। ସେ ବିହାରରେ ଶାସକ […]

ସଂପୂର୍ଣ୍ଣ ପଢନ୍ତୁ
Ztqrnirtqz23j5x7ac3v

ହରିୟାଣା ପୁଲିସ ଫାଣ୍ଡି ଉପରେ ଖଲିସ୍ତାନୀ ଗ୍ରୁପର ଗ୍ରେନେଡ୍ ଆକ୍ରମଣ

କୈଥଲ: ପଞ୍ଜାବ ସୀମାବର୍ତ୍ତୀ ହରିୟାଣାର କୈଥଲ ଜିଲ୍ଲାର ଅଜିମଗଡ ପୁଲିସ ଫାଣ୍ଡି ଉପରେ ବାବର ଖାଲସା ଗୋଷ୍ଠୀ ଗ୍ରେନେଡ ଫିଙ୍ଗି ଆକ୍ରମଣ କରିଛି। ଏହି ବିସ୍ଫୋରଣ ରବିବାର ସକାଳେ ଘଟିଥିଲା। କିନ୍ତୁ ପ୍ରାରମ୍ଭରେ ପୁଲିସ ଏହି ମାମଲାରେ କୌଣସି ଠୋସ୍ ପ୍ରମାଣ ପାଇନଥିଲା। କିନ୍ତୁ ଏବେ ତଦନ୍ତରେ ଆତଙ୍କୀ ଆକ୍ରମଣ ନିଶ୍ଚିତ ହୋଇଛି। କୈଥଲ ପୁଲିସ ବିସ୍ଫୋରକ ଆଇନ ଅନୁଯାୟୀ ଦୁଇ ଜଣଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରାଯାଇଛି । ଆକ୍ରମଣ ପରେ, ଫାଣ୍ଡିରେ ରହିଥିବା କୌଣସି […]

ସଂପୂର୍ଣ୍ଣ ପଢନ୍ତୁ
Trump

ଶୁଳ୍କ ଚୁକ୍ତି ପାଇଁ ଅନୁରୋଧ କରୁଥିବା ଦେଶଙ୍କୁ ଅପଶବ୍ଦ କହିଲେ ଟ୍ରମ୍ପ୍

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି ଯେ, ସେ ଶୁଳ୍କ ବୃଦ୍ଧି କରିବା ପରେ ଅନେକ ଦେଶ ତାଙ୍କୁ ପ୍ରଶଂସା କରୁଛନ୍ତି। ଟ୍ରମ୍ପ୍ କହିଛନ୍ତି, ଆମେରିକାର ଶୁଳ୍କ ଦ୍ୱାରା ପ୍ରଭାବିତ ଦେଶମାନେ ତାଙ୍କୁ ଡାକିଛନ୍ତି ଏବଂ ଏହା ଉପରେ ଏକ ଚୁକ୍ତି କରିବାକୁ ଆଗ୍ରହୀ। ଏହି ସମୟରେ ଟ୍ରମ୍ପ୍ ଏପରି ଦେଶଗୁଡ଼ିକୁ କେବଳ ଚାଟୁକାର ବୋଲି କହି ନଥିଲେ ବରଂ ଅପମାନଜନକ ଭାଷା ମଧ୍ୟ ବ୍ୟବହାର କରିଥିଲେ। ଡୋନାଲ୍ଡ ଟ୍ରମ୍ପ୍ ସମ୍ପ୍ରତି ବିଶ୍ୱର ପ୍ରାୟ ୬୦ଟି […]

ସଂପୂର୍ଣ୍ଣ ପଢନ୍ତୁ

ଆମେ ହିନ୍ଦୁ, କିନ୍ତୁ ବିଜେପି ନେତାମାନେ ଯାହା କରନ୍ତି ତାହା ଆମର ଧର୍ମ ନୁହେଁ – ରାହୁଲ

ଅହମ୍ମଦାବାଦ : ବିଜେପି ପ୍ରାୟତଃ କଂଗ୍ରେସକୁ ‘ହିନ୍ଦୁ ବିରୋଧୀ’ ଭାବରେ ଚିତ୍ରଣ କରିବାକୁ ଚେଷ୍ଟା କରେ। ବିଜେପି ରାହୁଲ ଗାନ୍ଧିଙ୍କ ଧର୍ମ ଉପରେ ବି ପ୍ରଶ୍ନ ଉଠାଯାଉଛି। କିନ୍ତୁ ଏବେ ରାହୁଲ ଗାନ୍ଧି ନିଜେ ତାଙ୍କ ଧର୍ମ ପ୍ରକାଶ କରିଛନ୍ତି। ବିଜେପି ଉପରେ ଆକ୍ରମଣ କରି ରାହୁଲ ଗାନ୍ଧି କହିଛନ୍ତି, ଆମେ ମଧ୍ୟ ନିଜକୁ ହିନ୍ଦୁ ବୋଲି କହୁଛୁ, କିନ୍ତୁ ବିଜେପି ନେତାମାନେ ଯାହା କରନ୍ତି ତାହା ଆମର ଧର୍ମ ନୁହେଁ। ଆମ ଧର୍ମ ସମସ୍ତଙ୍କୁ ସମ୍ମାନ […]

ସଂପୂର୍ଣ୍ଣ ପଢନ୍ତୁ
Train 750x430

ଦୁଇ ଭାଗ ହେଲା ଫଲକନୁମା ଏକ୍ସପ୍ରେସ୍

ଶ୍ରୀକାକୁଲମ: ପୁଣି ରେଳ ଦୁର୍ଘଟଣା। ଦୁଇ ଭାଗ ହୋଇଗଲା ଫଲକନୁମା ଏକ୍ସପ୍ରେସ୍। ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ପଲାସା ନିକଟରେ ମଙ୍ଗଳବାର ଘଟିଛି ଏକ ରେଳ ଦୁର୍ଘଟଣା। ବିଶାଖାପାଟଣା ଦେଇ ସାଲିମାର ଯାଉଥିବା ଫଲକନୁମା ଏକ୍ସପ୍ରେସର ଦୁଇଟି ଏସି ବଗି ଟ୍ରେନରୁ ଅଲଗା ହୋଇଯାଇଛି। ଫଳରେ ଶତାଧିକ ଯାତ୍ରୀ ଫସି ରହିବା ସହ ଆତଙ୍କିତ ହୋଇପଡ଼ିଥିଲେ। ଦୁର୍ଘଟଣାରେ ମୃତାହତ ନେଇ କୌଣସି ସୂଚନା ନାହିଁ। ଯାତ୍ରୀମାନଙ୍କ କହିବା ଅନୁଯାୟୀ, ସୁମ୍ମାଦେବୀ-ମଣ୍ଡାସା ଗାଁ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି।  ଫଳରେ ଯାତ୍ରୀମାନେ […]

ସଂପୂର୍ଣ୍ଣ ପଢନ୍ତୁ
Arrest 750x430

ସରକାରୀ କାର୍ଯ୍ୟାଳୟରୁ ହେରୋଇନ୍ ଜବତ, ଜଣେ କର୍ମଚାରୀ ଗିରଫ

ଇଟାନଗର: ଇଟାନଗର ପୁଲିସ ଏଠାକାର ସିଭିଲ୍ ସଚିବାଳୟ ପରିସରରୁ ଜଣେ ସନ୍ଦିଗ୍ଧ ଡ୍ରଗ୍ସ(ହେରୋଇନ୍) ଯୋଗାଣକାରୀଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ୪୪.୩୬ ଗ୍ରାମ ହେରୋଇନ୍ ଜବତ କରାଯାଇଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ମଙ୍ଗଳବାର କହିଛନ୍ତି। ଇଟାନଗର ପୋଲିସ ଅଧୀକ୍ଷକ (ଏସପି) ରୋହିତ ରାଜବୀର ସିଂହ କହିଛନ୍ତି ଯେ ଉକ୍ତ ବ୍ୟକ୍ତି ବର୍ତ୍ତମାନ ରାଜ୍ୟ ଉଦ୍ୟାନ କୃଷି ବିଭାଗରେ ମଲ୍ଟି-ଟାସ୍କିଂ ଷ୍ଟାଫ୍ (ଏମଟିଏସ୍) ଭାବରେ କାର୍ଯ୍ୟ କରୁଛନ୍ତି। ତାଙ୍କ ନିକଟରୁ ୪୪.୩୬ ଗ୍ରାମ ହେରୋଇନ୍ ଜବତ […]

ସଂପୂର୍ଣ୍ଣ ପଢନ୍ତୁ
Police 1

ବିଜେପି ନେତାଙ୍କ ବାସଭବନରେ ଭୟଙ୍କର ବିସ୍ଫୋରଣ, ବ୍ୟାପକ କ୍ଷୟକ୍ଷତି

ଚଣ୍ଡିଗଡ଼: ପଞ୍ଜାବର ଜଳନ୍ଧର ଜିଲାରେ ବିଜେପି ନେତା ମନୋରଞ୍ଜନ କାଳିଆଙ୍କ ବାସଭବନରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି, ଯାହା ଫଳରେ ସ୍ଥାନୀୟ  ଅଞ୍ଚଳରେ ଆତଙ୍କ ଖେଳିଯାଇଛି ଏବଂ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏହି ବିସ୍ଫୋରଣରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ କୌଣସି ଧନଜୀବନ ହାନି ହୋଇନଥିବା ଜଣାପଡ଼ିଛି। ପୁଲିସ ଡେପୁଟି କମିଶନର ମନପ୍ରୀତ ସିଂହ କହିଛନ୍ତି ଯେ ଜଳନ୍ଧରର ଶାସ୍ତ୍ରୀ ମାର୍କେଟ ନିକଟରେ ଥିବା ବିଜେପି ନେତା ମନୋରଞ୍ଜନ କାଳିଆଙ୍କ ବାସଭବନରେ ରାତି ପ୍ରାୟ ଗୋଟାଏ ସମୟରେ ଏକ […]

ସଂପୂର୍ଣ୍ଣ ପଢନ୍ତୁ
Waqf Board

ଆଜିଠାରୁ ଲାଗୁ ହେଲା ଓ୍ବାକଫ ସଂଶୋଧନ ଆଇନ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ୱାକଫ ସଂଶୋଧନ ଆଇନ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛନ୍ତି। କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ନୂତନ ୱାକଫ୍ ଆଇନ ଆଜି ଅର୍ଥାତ୍ ବୁଧବାର, ୮ ଏପ୍ରିଲ୍, ୨୦୨୫ ଠାରୁ କାର୍ଯ୍ୟକାରୀ ହେବ। ସଂସଦର ଉଭୟ ଗୃହରେ ୱାକଫ୍ ସଂଶୋଧନ ବିଲ୍ ଗୃହୀତ ହେବା ପରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର (୫ ଏପ୍ରିଲ୍) ଏହାକୁ ଅନୁମୋଦନ କରିଥିଲେ। ଦେଶର ଅନେକ ରାଜ୍ୟରେ ନୂତନ ୱାକଫ ଆଇନ ବିରୋଧରେ ପ୍ରତିବାଦ ଚାଲିଥିବା […]

ସଂପୂର୍ଣ୍ଣ ପଢନ୍ତୁ
Jai

ଦଳିତ ନେତାଙ୍କ ପୂଜାର୍ଚ୍ଚନା ପରେ ମନ୍ଦିରରେ କାହିଁକି ଗଙ୍ଗାଜଳ ଛିଞ୍ଚି ଶୁଦ୍ଧିକରଣ କରାଯାଇଥିଲା, ବିଜେପି କ୍ଷମା ମାଗିବା ଉଚିତ୍: ଜୟରାମ ରମେଶ

ନୂଆଦିଲ୍ଲୀ: ରାଜସ୍ଥାନର ଦଳିତ କଂଗ୍ରେସ ନେତା ଟିକାରାମ ଜୁଲି ଅଲୱରର ଏକ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଭଗବାନଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ରାଜ୍ୟର ଶାସକ ବିଜେପି ନେତା ଜ୍ଞାନଦେବ ଆହୁଜା ଟିକାରାମ ଜୁଲି ମନ୍ଦିର ପରିଦର୍ଶନ କରିବା ପରେ ଗଙ୍ଗାଜଳ ଛିଞ୍ଚି ମନ୍ଦିରର ଶୁଦ୍ଧିକରଣ କରିଥିଲେ। ଏହି ପ୍ରସଙ୍ଗ ଏବେ ତୀବ୍ର ହୋଇଛି। କଂଗ୍ରେସ ମହାସଚିବ ଜୟରାମ ରମେଶ ଏହି କାର୍ଯ୍ୟକୁ ନେଇ କଡ଼ା ଆପତ୍ତି ପ୍ରକାଶ କରିଛନ୍ତି ଏବଂ ବିଜେପି ନେତୃତ୍ୱକୁ କ୍ଷମା […]

ସଂପୂର୍ଣ୍ଣ ପଢନ୍ତୁ