Images (2)

ପୁଣି ମୋଦିଙ୍କ ପ୍ରଶଂସା କଲେ ଶଶି ଥରୁର

ନୂଆଦିଲ୍ଲୀ,୧୯।୩: କଂଗ୍ରେସ ନେତା ଶଶି ଥରୁର ମଙ୍ଗଳବାର ସ୍ୱୀକାର କରିଛନ୍ତି ଯେ ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ସମୟରେ ଭାରତର ସ୍ଥିତିକୁ ବିରୋଧ କରିବାରେ ତାଙ୍କର ଭୁଲ ହୋଇଥିଲା ଏବଂ ସେ କହିଛନ୍ତି ଯେ ଗ୍ରହଣ କରାଯାଇଥିବା ନୀତି ଯୋଗୁଁ ଦେଶ ଏବେ ଏପରି ଏକ ସ୍ଥିତିରେ ଅଛି ଯେଉଁଠାରେ ଏହା ସ୍ଥାୟୀ ଶାନ୍ତି ପାଇଁ ପରିବର୍ତ୍ତନ ଆଣିପାରିବ। ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବା ସମୟରେ ଥରୁର ଭାରତର ସ୍ଥିତିକୁ ସମାଲୋଚନା କରିଥିଲେ ଏବଂ ଆକ୍ରମଣର ନିନ୍ଦା […]

ସଂପୂର୍ଣ୍ଣ ପଢନ୍ତୁ
Images (1)

ଅପ୍ରାସଙ୍ଗିକ ଔରଙ୍ଗଜେବ: ନାଗପୁର ହିଂସା ପରେ ଆରଏସଏସ’ର ବଡ ବୟାନ

ନାଗପୁର,୧୯।୩: ଆରଏସଏସ’ର ବରିଷ୍ଠ ଅଧିକାରୀ ସୁନୀଲ ଆମ୍ବେକର କହିଛନ୍ତି ମୋଗଲ ରାଜାଙ୍କ ସମାଧିସ୍ଥଳ ନେଇ ନାଗପୁରରେ ବିବାଦ ସୃଷ୍ଟି ହୋଇଥିବା ବେଳେ ଆଜିର ଦିନରେ ଔରଙ୍ଗଜେବ ଅପ୍ରାସଙ୍ଗିକ ଅଟନ୍ତି ଏବଂ ସମାଜ ପାଇଁ କୌଣସି ପ୍ରକାରର ହିଂସା ଶୁଭଙ୍କର ନୁହେଁ। ଔରଙ୍ଗଜେବଙ୍କ ସମାଧିସ୍ଥଳ ହଟାଇବା ଦାବି କରି ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ପ୍ରଦର୍ଶନ କରାଯିବା ପରେ ଦୁଇ ସମ୍ପ୍ରଦାୟଙ୍କ ମଧ୍ୟରେ ସଂଘର୍ଷ ଉପୁଜିଥିଲା, ଯେଉଁଥିରେ ୩୦ ରୁ ଅଧିକ ଲୋକେ ଆହତ ହୋଇଥିଲେ, […]

ସଂପୂର୍ଣ୍ଣ ପଢନ୍ତୁ
Satyendar Jain 750x430

୧୬ କୋଟି ଜରିମାନା ଛାଡ଼ ପାଇଁ ୭ କୋଟି ଲାଞ୍ଚ ଅଭିଯୋଗ, ପୂର୍ବତନ ମନ୍ତ୍ରୀଙ୍କ ନାଁରେ ମାମଲା

ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ପୂର୍ତ୍ତ ବିଭାଗ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟ(ଆପ୍‌)ର ବରିଷ୍ଠ ନେତା ସତ୍ୟେନ୍ଦର ଜୈନଙ୍କ ନାଁରେ ମାମଲା ରୁଜୁ କରିଛି ଦୁର୍ନୀତି ନିବାରଣ ଶାଖା(ଏସିବି)। ଆପ୍‌ ସରକାର ସମୟରେ ୫୧୭ କୋଟିର ସିସିଟିଭି ପ୍ରକଳ୍ପରେ ଦୁର୍ନୀତି ହୋଇଥିବା ଏବଂ ଏହି ପ୍ରକଳ୍ପ କାର୍ଯ୍ୟ ପାଇଁ ସତ୍ୟେନ୍ଦର ୭ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ଆସିବା ପରେ ଏସିବି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏହି ଦୁର୍ନୀତିକୁ ନେଇ ଏବେ ରାଜନୈତିକ […]

ସଂପୂର୍ଣ୍ଣ ପଢନ୍ତୁ
Z

ଟ୍ରମ୍ପଙ୍କୁ ଘଣ୍ଟାଏ ଅପେକ୍ଷା କରାଇଲେ ପୁଟିନ

ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ବଭାବ ସମସ୍ତଙ୍କୁ ଉଣାଅଧିକେ ଜଣା। ପୁଟିନଙ୍କ ସ୍ବଭାବଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ସେ ଯାହାକୁ ପସନ୍ଦ କରନ୍ତି ନାହିଁ ତାଙ୍କୁ ସାକ୍ଷାତ କରିବା ପୂର୍ବରୁ ଘଣ୍ଟା ଘଣ୍ଟା ଅପେକ୍ଷା କରାଇଥାଆନ୍ତି। ଏହି ତାଲିକାରେ ଅନେକ ନେତାଙ୍କ ନାମ ରହିଛି। ତେବେ ସେଥିରେ ଯୋଡ଼ି ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏକ ଅନ୍ତର୍ଜାତୀୟସ୍ତରର ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଟ୍ରମ୍ପ ଆଲୋଚନା ପାଇଁ ପୁଟିନଙ୍କୁ ଫୋନ କରିଥିଲେ। ହେଲେ ପୁଟିନଙ୍କ […]

ସଂପୂର୍ଣ୍ଣ ପଢନ୍ତୁ
Nagpur Violence 750x430

ନାଗପୁର ହିଂସା: ୮ ଭିଏଚପି ଓ ବଜରଙ୍ଗ ଦଳ କର୍ମୀ ଗିରଫ

ନାଗପୁର : ମହାରାଷ୍ଟ୍ରର ନାଗପୁର ହିଂସା ଘଟଣାରେ ପୁଲିସ ବିଶ୍ଵ ହିନ୍ଦୁ ପରିଷଦ(ଭିଏଚପି) ଏବଂ ବଜରଙ୍ଗ ଦଳର ୮ କର୍ମୀଙ୍କୁ ଗିରଫ କରିଛି। ଏହି ଅଭିଯୁକ୍ତମାନେ ବୁଧବାର ପୁଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ସେମାନଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କୁ କୋର୍ଟରେ ହାଜର କରାଯିବା ପରେ ଜାମିନରେ ଛାଡ଼ି ଦିଆଯାଇଥିଲା। ସମ୍ଭାଜିନଗରରେ ମୋଗଲ ଶାସକ ଔରଙ୍ଗଜେବଙ୍କ ସମାଧିସ୍ଥଳ ହଟାଇବା ଦାବିରେ ଭିଏଚପି ଏବଂ ବଜରଙ୍ଗ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହା ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଧାର୍ମିକ […]

ସଂପୂର୍ଣ୍ଣ ପଢନ୍ତୁ
Lalu 300x166

ଚାକିରି ବଦଳରେ ଜମି ମାମଲାରେ ଇଡି ଜେରାକୁ ସାମ୍ନା କଲେ ଲାଲୁ ପ୍ରସାଦ

ପାଟ୍‌ନା: ଚର୍ଚ୍ଚିତ ‘ଚାକିରି ବଦଳରେ ଜମି’ ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)ର ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜେରା କରୁଛି। ବୁଧବ‌ାର ଦିନ ଇଡି ଲାଲୁଙ୍କୁ ପଚରାଉଚରା କରିଥିବା ବେଳେ ଇଡି କାର୍ଯ୍ୟାଳୟରେ ପହଁଚିବା ସମୟରେ ଲାଲୁଙ୍କ ସହ ଶତାଧିକ ସଂଖ୍ୟକ ସମର୍ଥକଙ୍କ ଭିଡ ଦେଖିବାକୁ ମିଳିଛି । ଏହାପୂର୍ବରୁ ଗତକାଲି ରାବ୍ରୀ ଦେବୀ, ତେଜସ୍ବୀ ଓ ମିଶା ଭାରତୀଙ୍କୁ ୭ ଘଣ୍ଟା ଜେରା କରିଥିବା […]

ସଂପୂର୍ଣ୍ଣ ପଢନ୍ତୁ
2003 10 05t000000z 921906413 Rp4drhyzfwab Rtrmadp 3 China 1695365908

ସନ୍ତାନ ଜନ୍ମ କରିବା ପାଇଁ ବିଦେଶୀ ଯୁବତୀଙ୍କୁ କିଣୁଛି ଚୀନ୍: ମୂଲ୍ୟ ମାତ୍ର ୨ ଲକ୍ଷ

ବେଜିଂ: ଚୀନ୍‌ରେ ବିବାହ ସଙ୍କଟ ଏବେ ସରକାରଙ୍କ ପାଇଁ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ପାଲଟିଛି। ପରିସଂଖ୍ୟାନ ଅନୁସାରେ ୨୦୨୪ ମସିହାରେ ଚୀନ୍‌ରେ କେବଳ ୬୧ ଲକ୍ଷ ବିବାହ ପଞ୍ଜିକୃତ ହୋଇଥିଲା, ଯେତେବେଳେ କି ୨୦୨୩ ମସିହାରେ ଏହି ସଂଖ୍ୟା ୭୭ ଲକ୍ଷ ଥିଲା। ଏହି ହ୍ରାସ ଏତେ ଗୁରୁତର ହୋଇଛି ଯେ, ଚୀନ୍‌ର ଜାତୀୟ ରାଜନୈତିକ ପରାମର୍ଶଦାତା ଚେନ୍ ସୋଙ୍ଗସି ବିବାହ ପାଇଁ ଆଇନଗତ ବୟସ ୨୨ରୁ ୧୮ ବର୍ଷକୁ ହ୍ରାସ କରିବାକୁ ପ୍ରସ୍ତାବ ଦେଇଛନ୍ତି। […]

ସଂପୂର୍ଣ୍ଣ ପଢନ୍ତୁ

ଟ୍ରମ୍ପ୍‌ଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିବା ନେଇ ଚର୍ଚ୍ଚା

ୱାଶିଂଟନ: ତିନି ବର୍ଷ ଧରି ଚାଲିଥିବା ରୁଷିଆ-ୟୁକ୍ରେନ ଯୁଦ୍ଧକୁ ବନ୍ଦ କରିବା ପାଇଁ ସମସ୍ତ ପ୍ରୟାସ ବିଫଳ ହେଉଥିଲା ଏବଂ ତା’ପରେ ଡୋନାଲ୍ଡ ଟ୍ରମ୍ପ୍ ତାଙ୍କ ନିର୍ବାଚନ ପ୍ରଚାର ସମୟରେ ଯୁଦ୍ଧ ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ରାଷ୍ଟ୍ରପତି ପଦ ଗ୍ରହଣ କରିବାର ପ୍ରଥମ ଦିନରୁ, ଟ୍ରମ୍ପ୍ ତାଙ୍କର ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାରେ ବ୍ୟସ୍ତ ଅଛନ୍ତି ଏବଂ ମଙ୍ଗଳବାର ପୁଟିନଙ୍କ ସହ ଫୋନ୍ କଲ୍ ପରେ, ସେ ୟୁକ୍ରେନ ଯୁଦ୍ଧରେ ଏକ ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା […]

ସଂପୂର୍ଣ୍ଣ ପଢନ୍ତୁ
Opm4hyx7yapuaicjobem

ସୁନୀତା ୱିଲିୟମ୍ସ ବସି ଫେରିଥିବାକ୍ରୁ ଡ୍ରାଗନ୍ କ୍ୟାପସୁଲର ମୂଲ୍ୟ ୧୧୭୦ କୋଟି ଟଙ୍କା

ନୂଆଦିଲ୍ଲୀ: ଅନେକଦିନର ଚେଷ୍ଟା ପରେ ୯ ମାସ ପରେ ଦୀର୍ଘ ୧୭ ଘଣ୍ଟାର ଯାତ୍ରା ପରେ ସ୍ପେସ ଷ୍ଟେସନରୁ ସଫଳତା ସହ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର ଏବଂ ତାଙ୍କର ଅନ୍ୟ ଦୁଇ ମହାକାଶଚାରୀ ଆଲେକଜାଣ୍ଡର ଗୋର୍ବୁନୋଭ ଓ ନିକ୍ ହେଗ୍ ପୃଥିବୀ ପୃଷ୍ଠରେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ୪ଜଣ ମହାକାଶଚାରୀଙ୍କୁ ଏଲନ ମସ୍କଙ୍କ କମ୍ପାନି ସ୍ପେସଏକ୍ସର ଡ୍ରାଗନ ଫ୍ରିଡମ କ୍ୟାପସୁଲ ଫେରାଇ ଅଣିବାରେ ସଫଳ ହୋଇଛି। ଏହି କ୍ୟାପସୁଲ ନିର୍ମାଣ ହେବା ପରଠାରୁ ଏପର୍ଯ୍ୟନ୍ତ […]

ସଂପୂର୍ଣ୍ଣ ପଢନ୍ତୁ
Gq Fl6wbwam7m28 1719380200928 17

ମହାକୁମ୍ଭ ରୂପରେ ପୁରା ଦୁନିଆ ଦର୍ଶନ କଲା ଭାରତ : ମୋଦୀ

ନୂଆଦିଲ୍ଲୀ: ଆଜି ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧନ କରିଛନ୍ତି। ପ୍ରଥମେ ମହାକୁମ୍ଭର ସଫଳ ଆୟୋଜନ ପାଇଁ ଉତ୍ତର ପ୍ରଦେଶ ପ୍ରଶାସନ ଏବଂ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୋଦୀ କହିଛନ୍ତି ମହାକୁମ୍ଭ ଜରିଆରେ ରାଷ୍ଟ୍ରୀୟ ଚେତନାର ଦର୍ଶନ ହେଲା। ମହାକୁମ୍ଭ ରୂପରେ ପୁରା ଦୁନିଆ ଭାରତ ଦର୍ଶନ କଲା। ସବ୍ କା ପ୍ରୟାସ ର ଏହା ସାର୍ଥକ ରୂପ । ଦେଶର କୋଣ ଅନୁକୋଣରେ ଧାର୍ମିକ ଚେତନା ଜାଗ୍ରତ ହୋଇଛି। ମହାକୁମ୍ଭରୁ ଅନେକ ଅମୃତ ବାହାରିଛି, ସେଥିମଧ୍ୟରୁ ଏକତା […]

ସଂପୂର୍ଣ୍ଣ ପଢନ୍ତୁ