Pm Narendra

ଆପଣଙ୍କ କାମ ଦେଖି ଚିଠି ଲେଖିବା ପାଇଁ ନିଜକୁ ଅଟକାଇ ପାରିଲି ନାହିଁ: ମୋଦୀ

ନୂଆଦିଲ୍ଲୀ: ଭାରତର ଝିଅ ତଥା ମହାକାଶ ବିଜ୍ଞାନୀ ସୁନୀତା ୱିଲିଅମ୍ସ ପୃଥିବୀକୁ ଫେରିବାର ଯାତ୍ରା ଆରମ୍ଭ ହୋଇଯାଇଛି। ଦୀର୍ଘ ୯ ମାସ ପରେ ମହାକାଶରେ ଫସିଥିବା ମହାକାଶ ବିଜ୍ଞାନୀ ସୁନୀତା ୱିଲିଅମ୍ସ ଓ ବୁଚ୍ ୱିଲମୋର ମଙ୍ଗଳବାର ସକାଳ ୧୦.୩୦ରେ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନରୁ ପୃଥିବୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ମହାକାଶ ବିଜ୍ଞାନୀଙ୍କ ସ୍ପେସ ଏକ୍ସ ଡ୍ରାଗନ୍ ବୁଧବାର ସକାଳ ୩.୨୭ରେ ଅବତରଣ କରିବ। ବିଶ୍ବ ଭାରତର ଝିଅ ତଥା ମହାକାଶ ବିଜ୍ଞାନୀ ସୁନୀତା ୱିଲିଅମ୍ସଙ୍କ […]

ସଂପୂର୍ଣ୍ଣ ପଢନ୍ତୁ
Wplf6ttywpaet0josdo7

ଷ୍ଟକ ବଜାରରେ ଫେରିଲା ଉତ୍ସାହ, ସେନସେକ୍ସ ୧୧୩୧ ପଏଣ୍ଟ ବୃଦ୍ଧି

ମୁମ୍ବାଇ: ଭାରତୀୟ ଷ୍ଟକ ବଜାର ଲାଗି ଆଜି ଥିଲା ଉତ୍ସାହର ଦିନ । ମଙ୍ଗଳବାର ବିଏସ୍ଇ ସେନ୍ସେକ୍ସ ୧୧୩୧.୩୧ ପଏଣ୍ଟ (୧.୫୩%) ବୃଦ୍ଧି ପାଇ ୭୫,୩୦୧.୨୬ ପଏଣ୍ଟରେ ବନ୍ଦ ହୋଇଛି। ଅନ୍ୟପକ୍ଷରେ ଏନଏସଇ ନିଫ୍ଟି ୫୦ ଇଣ୍ଡେକ୍ସ ୩୨୫.୫୫ ପଏଣ୍ଟ (୧.୪୫%) ବୃଦ୍ଧି ପାଇ ୨୨,୮୩୪.୩୦ ପଏଣ୍ଟରେ ବନ୍ଦ ହୋଇଛି। ଆଜି ବଜାର ଜୋରଦାର ଗତିରେ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ସୋମବାର ଷ୍ଟକ ବଜାର ମଧ୍ୟ ସୁଧାର ସହ ବନ୍ଦ ହୋଇଯାଇଥିଲା। ଗତକାଲି ବିଏସଇ ସେନ୍ସେକ୍ସ ୩୪୧.୦୪ […]

ସଂପୂର୍ଣ୍ଣ ପଢନ୍ତୁ
Cqvrs8js90ck99x8pxd8

ନାଗପୁର ସଂଘର୍ଷ ଯୋଜନାବଦ୍ଧ ନା ସରକାରଙ୍କ ବିଫଳତା? ତେଜିଲା ରାଜନୀତି

ନାଗପୁର: ନାଗପୁର ସଂଘର୍ଷରେ ୩୦ ରୁ ଅଧିକ ଲୋକ ଆହତ ହେବା ପରେ ଏହାକୁ ନେଇ ଏବେ ରାଜନୈତିକ ବିବାଦ ଆରମ୍ଭ ହୋଇଛି। କାରଣ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ ଏହି ହିଂସା ଯୋଜନାବଦ୍ଧ ଥିଲା। ମାତ୍ର ବିରୋଧୀ ଦଳ ସରକାରଙ୍କ ବିଫଳତାର ଅଭିଯୋଗ କରିଛନ୍ତି। ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ସମାଧିକୁ ମହାରାଷ୍ଟ୍ରରୁ ସ୍ଥାନାନ୍ତର କରିବା ନେଇ ସୋମବାର ସନ୍ଧ୍ୟାରେ ହିଂସା ଘଟିବା ପରେ ନାଗପୁରର ଅନେକ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି। ସହରର […]

ସଂପୂର୍ଣ୍ଣ ପଢନ୍ତୁ
Putin Zelen

ଆତ୍ମସମର୍ପଣ ଅପେକ୍ଷା ଲଢେଇ କରିବାକୁ ଚାହିବୁ : ୟୁକ୍ରେନ୍

କିବ: ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ରୁଷରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ଆଜି କଥାବାର୍ତ୍ତା ହେବାକୁ ଯାଉଛି । ଏହି କଥାବାର୍ତ୍ତାର କିଛି ଘଣ୍ଟା ପୂର୍ବରୁ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଆଣ୍ଡ୍ରି ସିବିହା ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ଦେଶ ଋଷ ସହ ନିଃସର୍ତ୍ତ ଅସ୍ତ୍ରବିରତି ଚାହୁଁଛି ଏବଂ ଯଦି ଋଷ ଏହି ପ୍ରସ୍ତାବକୁ ଗ୍ରହଣ ନ କରେ ତେବେ ସେମାନେ ଲଢେଇ କରିବାକୁ ପ୍ରସ୍ତୁତ ଅଛନ୍ତି । ରାଇସିନା ଡାଏଲଗ୍ ସମୟରେ […]

ସଂପୂର୍ଣ୍ଣ ପଢନ୍ତୁ
Xxxx

ହେଲମେଟ ପିନ୍ଧିନଥିବାରୁ ତେଜ ପ୍ରତାପଙ୍କ ଉପରେ ଲାଗିଲା ୪ହଜାର ଟଙ୍କାର ଜରିମାନା

ପାଟନା: ହୋଲି ପାଳନ ବେଳେ ଭୁଲିଗଲେ ନିୟମ। ହେଲମେଟ ପିନ୍ଧିନଥିବାରୁ ତେଜ ପ୍ରତାପଙ୍କ ଉପରେ ଲାଗିଲା ୪ହଜାର ଟଙ୍କାର ଜରିମାନା। ପାଟନାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ବିନା ହେଲମେଟରେ ଦୁଇ ଚକିଆ ଯାନ ଚଳାଇ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବାରୁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତଥା ପୂର୍ବତନ ବିହାର ମନ୍ତ୍ରୀ ତେଜ ପ୍ରତାପ ଯାଦବଙ୍କ ଉପରେ ୪ହଜାର ଟଙ୍କା ଜରିମାନା ଲାଗିଛି। ହେଲମେଟ ନଥିବା ସହ ଗାଡ଼ିର ବୀମା ଏବଂ ପ୍ରଦୂଷଣ ପ୍ରମାଣପତ୍ର ମିଆଦ […]

ସଂପୂର୍ଣ୍ଣ ପଢନ୍ତୁ
S Hussain Zaidi 1

ଦୁବାଇ ଯାଉଥିବା ପ୍ରତିଟି କଳାକାର ପାଇଁ ଦାଉଦ ରାତିଭୋଜନର କରୁଥିଲା ଆୟୋଜନ

ନୂଆଦିଲ୍ଲୀ: ବଲିଉଡରେ ଏମିତି ଏକ ସମୟ ଥିଲା ଯେଉଁ ସମୟରେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମର ବହୁତ ପ୍ରଭାବ ଥିଲା। ଅନେକ ପ୍ରସିଦ୍ଧ ଚଳଚ୍ଚିତ୍ର ତାରକା ଏବଂ ଚଳଚ୍ଚିତ୍ର ନିର୍ମାତା ଦାଉଦର ବନ୍ଧୁ ଥିଲେ। ନିକଟରେ ସାମ୍ବାଦିକ ତଥା ଲେଖକ ହୁସେନ ଜୈଦି ପ୍ରକାଶ କରିଛନ୍ତି ଯେ ବରିଷ୍ଠ ଅଭିନେତା ଦିଲୀପ କୁମାର, ଋଷି କପୁର ଏବଂ ଅମଜାଦ ଖାନ ମଧ୍ୟ ଦାଉଦ ଇବ୍ରାହିମକୁ ଭେଟୁଥିଲେ, ତାହା ସହିତ ସମ୍ପର୍କରେ ଥିଲେ। ନାମୀଦାମୀ ଷ୍ଟାରମାନଙ୍କୁ ଅଣ୍ଡରୱାର୍ଲ୍ଡ ଡନ୍ […]

ସଂପୂର୍ଣ୍ଣ ପଢନ୍ତୁ
Rajnath Singh And Tulsi Gabbard 175208512 16x9 0

ଆମେରିକାରେ ଖଲିସ୍ତାନୀ କାର୍ଯ୍ୟକଳାପ ବନ୍ଦ ହେଉ : ତୁଳସୀଙ୍କୁ କହିଲେ ରାଜନାଥ

ନୂଆଦିଲ୍ଲୀ : କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର (ମାର୍ଚ୍ଚ ୧୭, ୨୦୨୫) ଆମେରିକାର ଗୁଇନ୍ଦା ମୁଖ୍ୟ ତୁଳସୀ ଗବାର୍ଡଙ୍କୁ ଭେଟିଛନ୍ତି। ଏହି ସମୟରେ ଆମେରିକା ମାଟିରେ ଭାରତୀୟ ସ୍ୱାର୍ଥ ବିରୁଦ୍ଧରେ କାର୍ଯ୍ୟ କରୁଥିବା ଖଲିସ୍ତାନୀ ଉଗ୍ରବାଦୀଙ୍କ ପ୍ରସଙ୍ଗ ଉଠିଥିଲା। ଆଲୋଚନାରେ ମନ୍ତ୍ରୀ ଖାଲିସ୍ତାନୀ ସଂଗଠନ ଏସଏଫଜେ (ଶିଖ୍ ଫର୍ ଜଷ୍ଟିସ୍)ର ଭାରତ ବିରୋଧୀ କାର୍ଯ୍ୟକଳାପ ବିଷୟରେ ଆଲୋଚନା କରିଥିଲେ, ଯାହାକୁ ଭାରତର ଜାତୀୟ ନିରାପତ୍ତା ବିରୋଧରେ କାର୍ଯ୍ୟ କରିବା ପାଇଁ ଦେଶରେ ନିଷିଦ୍ଧ କରାଯାଇଛି। […]

ସଂପୂର୍ଣ୍ଣ ପଢନ୍ତୁ
President Trump Swears In Tulsi Gabbard As Director Of National Intelligence

ଖରାପ ସମୟରେ ଶ୍ରୀକୃଷ୍ଣ ଓ ଗୀତା ସବୁବେଳେ ମୋତେ ସାହାଯ୍ୟ କରନ୍ତି : ତୁଳସୀ ଗାବାର୍ଡ୍

ନୂଆଦିଲ୍ଲୀ : ଏହା ଆମ ଶାସ୍ତ୍ରରେ ଲେଖାଯାଇଛି, ଯେତେବେଳେ ବି ଅସୁବିଧା ଉପୁଜିବ, ଶ୍ରୀମଦ୍ ଭଗବତ ଗୀତା ପଢ଼ନ୍ତୁ। ଏହା ଆପଣଙ୍କୁ ବାଟ ଦେଖାଇଥାଏ । ମହାଜ୍ଞାନୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ସବୁବେଳେ ଏହି ମନ୍ତ୍ରକୁ ଆପଣାଇଛନ୍ତି । ଏବେ ଆମେରିକାର ଗୁଇନ୍ଦା ମୁଖ୍ୟ (ନ୍ୟାସନାଲ ଇଣ୍ଟେଲିଜେନ୍ସ ଡାଇରେକ୍ଟର) ତୁଳସୀ ଗାବାର୍ଡ ମଧ୍ୟ ସମାନ କଥା କହିଛନ୍ତି। ତୁଳସୀ କହିଛନ୍ତି, ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଯୁଦ୍ଧ କ୍ଷେତ୍ରରେ ସେବା କରିବା ହେଉ କିମ୍ବା […]

ସଂପୂର୍ଣ୍ଣ ପଢନ୍ତୁ
Zzzzzzz

ଦୁଇ ଦିନରେ ୨୨ଟି ହତ୍ୟା ଏହା କ’ଣ ମଙ୍ଗଳ ରାଜ୍ୟ: ରାବ୍ରୀ ଦେବୀ

ନୂଆଦିଲ୍ଲୀ: ବିହାରର ଆଇନ ବ୍ୟବସ୍ଥାକୁ ନେଇ ସୋମବାର ବିଧାନସଭା ପରିଷଦରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ନୀତିଶ କୁମାରଙ୍କୁ ଟାଗେର୍ଟ କରିଥିଲେ। ରାଜ୍ୟରେ ବଢ଼ୁଥିବା ଅପରାଧ ଏବଂ ପୁଲିସ ଉପରେ ହେଉଥିବା ଆକ୍ରମଣ ଘଟଣାକୁ ନେଇ ରାବ୍ରୀ ଦେବୀ କହିଛନ୍ତି, ‘ ନୀତିଶ କୁହନ୍ତି ଯେ ଏହା ଏକ ସୁଶାସନର ସରକାର। କେଉଁଠାରେ ଅଛି ସୁଶାସନ? ବିହାରରେ ହୋଲି ସମୟରେ ଦୁଇ ଦିନରେ ୨୨ଟି ହତ୍ୟା ଘଟଣା ସାମ୍ନାକୁ ଆସିଛି। ଭଉଣୀ ଏବଂ ଝିଅମାନଙ୍କୁ ଦୁଷ୍କର୍ମ ଏବଂ […]

ସଂପୂର୍ଣ୍ଣ ପଢନ୍ତୁ
Zx

ଔରଙ୍ଗଜେବଙ୍କ ସମାଧି ବୀରତ୍ବର ପ୍ରତୀକ : ସଂଜୟ ରାଉତ

ମୁମ୍ବାଇ: ମହାରାଷ୍ଟ୍ରରେ ଔରଙ୍ଗଜେବଙ୍କ ସମାଧିକୁ ନେଇ ରାଜନୀତି ବଢିଚାଲିଛି ଏବଂ ଏହାର ଉତ୍ତାପ ସମଗ୍ର ଦେଶରେ ଅନୁଭୂତ ହେଉଛି । ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ସମେତ ବିଭିନ୍ନ ହିନ୍ଦୁ ସଂଗଠନ ଔରଙ୍ଗଜେବଙ୍କ ସମାଧି ହଟାଇବାକୁ ଦାବି କରୁଛନ୍ତି ଏବଂ ଏଥିପାଇଁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଅନ୍ୟପକ୍ଷରେ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଏହାକୁ ଏଭଳି ପ୍ରସଙ୍ଗ ବୋଲି କହୁଛନ୍ତି, ଯାହା ବାତାବରଣକୁ ଖରାପ କରିପାରେ। ଅନ୍ୟପକ୍ଷରେ ସୋମବାର ଶିବସେନା ନେତା ସଞ୍ଜୟ […]

ସଂପୂର୍ଣ୍ଣ ପଢନ୍ତୁ