ସୁନା ପରେ ବେଙ୍ଗାଲୁରୁ ବିମାନବନ୍ଦରରୁ ଜବତ ହେଲା ଡ୍ରଗ୍ସ; ୨ ମହିଳା ଗିରଫ
ମାଙ୍ଗାଲୁରୁ,୧୬ା୩: ବେଙ୍ଗାଲୁରୁ ବିମାନବନ୍ଦରରୁ ୩୭ କିଲୋଗ୍ରାମ୍ ଡ୍ରଗ୍ସ ସହ ନାଇଜେରିଆର ୨ ମହିଳାଙ୍କୁ ଗିରଫ କରାଯାଇଛି। ଜବତ ନିଶାଦ୍ରବ୍ୟର ମୂଲ୍ୟ ୭୫ କୋଟି ଟଙ୍କା ହେବ। କର୍ନାଟକରେ ଏହା ସର୍ବାଧିକ ଡ୍ରଗ୍ସ ଜବତ ବୋଲି ପୋଲିସ କହିଛି। ଗିରଫ ମହିଳା ହେଲେ ବାମ୍ବା ଫାଣ୍ଟା (୩୧) ଏବଂ ଅବିଗୈଲ ଆଡୋନିସ୍ (୩୦)। ସେମାନେ ଦିଲ୍ଲୀରୁ ଆସି ବେଙ୍ଗାଲୁରୁ ଏୟାରପୋର୍ଟରେ ପହଞ୍ଚତ୍ଥିବାବେଳେ ସେମାନଙ୍କ ଟ୍ରଲିବ୍ୟାଗ୍ରେ ଏମ୍ଡିଏମ୍ଏ (ମିଥାଇଲିନ୍ଡାୟୋକ୍ସିମିଥାମ୍ଫେଟାମାଇନ୍) ଥିଲା ବୋଲି ମାଙ୍ଗାଲୁରୁ ପୋଲିସ କମିଶନର ଅନୁପମ ଅଗ୍ରଓ୍ବାଲ ଗଣମାଧ୍ୟମକୁ […]
ସଂପୂର୍ଣ୍ଣ ପଢନ୍ତୁ