ଲୋକଙ୍କୁ ନିର୍ବାଚନ ଖର୍ଚ୍ଚ ମାଗିଲେ ଆତିଶୀ

ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଯାଉଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏହି ନିର୍ବାଚନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ କାଲକାଜି ଆସନରୁ ଆମ ଆଦମୀ ପାର୍ଟି(ଆପ୍‌)ରୁ ପ୍ରାର୍ଥୀ ହୋଇଛନ୍ତି। ତେବେ ନିର୍ବାଚନ ଖର୍ଚ୍ଚ ପାଇଁ ସେ ଜନସାଧାରଣଙ୍କୁ ଟଙ୍କା ମାଗିଛନ୍ତି। କ୍ରାଉଡଫଣ୍ଡିଂ ଜରିଆରେ ନିର୍ବାଚନ ଖର୍ଚ୍ଚ ଯୋଗାଇଦେବାକୁ ସେ ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ନିର୍ବାଚନ ଲଢ଼ିବା ଲାଗି ଆତିଶୀ ଏକ୍ସ’ରେ ଲେଖିଛନ୍ତି, ଆମେ ଏକତ୍ର ହୋଇ ପ୍ରଗତି ଏବଂ ଆଶାର ଏହି […]

ସଂପୂର୍ଣ୍ଣ ପଢନ୍ତୁ

ଚାକିରି ନାରେ ଲୋକଙ୍କୁ ଭୁଆଁ ବୁଲାଇ ଲକ୍ଷ ଲକ୍ଷ ଟଙ୍କା ଠକୁଥିଲେ ଏହି ଦମ୍ପତି, ଶେଷରେ କାବୁ କଲା ପୋଲିସ୍

ରାଉରକେଲା : ରାଉରକେଲା କୋର୍ଟରେ ସବ ଇନ୍ସପେକ୍ଟର ଏବଂ କିରାଣୀ ଚାକିରି ସହ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାର ଚାକିରି କରାଇ ଦେବାକୁ କହି ଭୁଆଁ ବୁଲାଉଥିଲେ । ଲକ୍ଷ ଲକ୍ଷ ଟଙ୍କା ଠକି ନିରୀହ ଲୋକଙ୍କୁ ଚୁନା ମାରୁଥିଲେ । ଶେଷରେ ଠକ ଦମ୍ପତିକୁ ବାନ୍ଧିଛି ରାଉରକେଲା ପୋଲିସ୍ । ଠକେଇ ଅଭିଯୋଗରେ ଆଇନ୍ କଲେଜରେ ପଢ଼ିଥିବା ଜଣେ ମହିଳା ଏବଂ ତା ସ୍ୱାମୀକୁ ଗିରଫ କରିଛି ପୋଲିସ୍ । ଏଥିସହ ଚାକିରି ଦେବା ପାଇଁ […]

ସଂପୂର୍ଣ୍ଣ ପଢନ୍ତୁ

ଚାଇନା ଭାଇରସକୁ ନେଇ ବଢିଲା ଟେନସନ୍, ଗୁରୁତ୍ବପୁର୍ଣ୍ଣ ବୈଠକ ଡାକିଲା ସ୍ଵାସ୍ଥ୍ୟ ବିଭାଗ

ନୂଆଦିଲ୍ଲୀ: ଚାଇନା ଭାଇରସକୁ ନେଇ ଚିନ୍ତାରେ ସାରା ଦେଶ । ଚୀନରେ ଦେଖା ଦେଇଥିବା ଏଚଏମପିଭି ଭାଇରସ ଏବେ ଧିରେ ଧିରେ ସାରା ବିଶ୍ଵରେ ବ୍ୟାପିବାରେ ଲାଗିଛି । ଆଉ ଏହାରି ଭିତରେ ଭାରତରେ ପ୍ରବେଶ କରିଛି ଏହି ଭାଇରସ୍ । ଯାହାକୁ ନେଇ ଆଲର୍ଟ ମୋଡରେ କେନ୍ଦ୍ର ସରକାର । ସେପଟେ ଏହାକୁ ନେଇ ରାଜ୍ୟରେ ମଧ୍ୟ ବଢିଛି ଚିନ୍ତା । ଏହାକୁ ଗୁରୁତର ସହକାରେ ନେଇ ଗୁରୁତ୍ଵପୁର୍ଣ୍ଣ ବୈଠକ ଡାକିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ […]

ସଂପୂର୍ଣ୍ଣ ପଢନ୍ତୁ

ଆମେରିକା ଯିବେ ଜୟଶଙ୍କର; ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ହେବେ ସାମିଲ

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଜାନୁଆରୀ ୨୦ରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ। ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଜାନୁଆରୀ ୨୦ରେ ଶପଥ ନେବେ ଟ୍ରମ୍ପ। ଗତ ବର୍ଷ ନଭେମ୍ବର ମାସରେ ଅନୁଷ୍ଠିତ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ​​ଟ୍ରମ୍ପଙ୍କୁ ୩୧୨ ଏବଂ କମଳା ହ୍ୟାରିସଙ୍କୁ ୨୨୬ ଖଣ୍ଡ ଭୋଟ୍ ମିଳିଥିଲା। ନିର୍ବାଚନରେ ​​ସଂଖ୍ୟାଗରିଷ୍ଠତା ହାସଲ ପାଇଁ ଜଣେ ପ୍ରାର୍ଥୀଙ୍କୁ ୨୭୦ ଖଣ୍ଡ ଭୋଟ୍ ଆବଶ୍ୟକ। ବୈଦେଶିକ […]

ସଂପୂର୍ଣ୍ଣ ପଢନ୍ତୁ

ମହାକୁମ୍ଭ ପାଇଁ ଓଡ଼ିଶାରୁ ଗଡ଼ିବ ୮ଟି ବସ୍ , ଭିଡିଓ କନ୍‌ଫରେନ୍ସିଂରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କୁମ୍ଭମେଳା ଉପଲକ୍ଷେ ଓଡ଼ିଶାରୁ ସ୍ବତନ୍ତ୍ର ବସ୍ ଚଳାଚଳର ଶୁଭାରମ୍ଭ ହୋଇଛି । ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି । ବ୍ରହ୍ମପୁରରୁ ଅଯୋଧ୍ୟା ତଥା ପ୍ରୟାଗରାଜକୁ ବସ୍‌ ଚଳାଚଳ ଆରମ୍ଭ ହେବ । ଆଜିଠୁ ଓଡ଼ିଶାରୁ ଯିବ ୮ଟି ବସ୍‌ । ପୁରୀ, ସମ୍ବଲପୁର, ଭବାନୀପାଟଣା, ବ୍ରହ୍ମପୁରରୁ ଗଡ଼ିବ ବସ୍‌ । ବ୍ରହ୍ମପୁର ଓଏସଆରଟିସି କାର୍ଯ୍ୟାଳୟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହୋଇଛି । ଏହି ବସରେ ୪୨ ଜଣ ଯାତ୍ରୀ ବସି […]

ସଂପୂର୍ଣ୍ଣ ପଢନ୍ତୁ

ଶୀତରେ ଥରୁଛି ଓଡିଶା : ୧୦ ଡିଗ୍ରୀ ତଳେ ୧୧ ସହର

ଭୁବନେଶ୍ବର: ରାଜ୍ୟରେ ଥରାଉଛି ଜାଡ । ରାତି ତାପମାତ୍ରା କମୁଛି । କାଲୁଆ ଶୀତରେ ଥରୁଛି ଓଡିଶା । ଏଥିସହିତ ସକାଳୁ ସକାଳୁ କୁହୁଡିର ପରସ୍ତ ଜନଜୀବନଙ୍କୁ ଅସ୍ତବ୍ୟସ୍ତ କରି ରଖିଛି । ଆହୁରି ଦୁଇଦିନ ଏମିତି ଶୀତ ଥରାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ  । ଅନ୍ୟପଟେ ରାତିରେ ପାରଦ ପୂରା ତଳକୁ ଖସୁଛି । ୧୧ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ରହିଛି । ଘୁ.ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା […]

ସଂପୂର୍ଣ୍ଣ ପଢନ୍ତୁ

ମୁଳିସିଂହ ଜାଭିୟର୍ସ ପବ୍ଲିକ ସ୍କୁଲରେ ଲାଲବାହାଦୁର ଶାସ୍ତ୍ରୀଙ୍କ ୫୯ତମ ଶ୍ରାଦ୍ଧୋତ୍ସବ ପାଳନ

ଝଙ୍କଡ଼ :  ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଶାନ୍ତିଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କର୍ ୫୯ ତମ ଶ୍ରାଦ୍ଧବାର୍ଷିକ ଉତ୍ସବ, ତିର୍ତ୍ତୋଲ ବ୍ଲକ ଅଧିନ ମୁଳିସିଂହ, ସହରହାଟ ସ୍ଥିତ ଜାଭିୟର୍ସ ପବ୍ଲିକ ସ୍କୁଲ ପରିସରରେ, ଜଗତସିଂହପୁର ସାରସ୍ବତ ପରିଷଦ ର ସଭାପତି ତଥା ବିଶିଷ୍ଟ ସ୍ତମ୍ଭକାର ଅଧ୍ୟାପକ ହିମାଂଶୁ ଶେଖର ଶେଖର ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଶାସ୍ତ୍ରୀଜି ଙ୍କ ପରି ଜଣେ ନିତିଜ୍ଞ , ସର୍ବଜନପ୍ରିୟ ଦେଶପ୍ରେମୀ ଜନନାୟକ, ଆଜିର ଦୁନିଆଁ ରେ ବିରଳ। ଦେଶବାସୀ […]

ସଂପୂର୍ଣ୍ଣ ପଢନ୍ତୁ

ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସାରଳାମନ୍ଦିର ପରିଦର୍ଶନ

ଜଗତସିଂହପୁର/ଝଙ୍କଡ଼  :  ଓଡ଼ିଶା ସରକାର ଙ୍କ ଖାଦ୍ୟ ଯୋଗାଣ , ଖାଉଟିକଲ୍ୟାଣ ଓ ବିଜ୍ଞାନ ପ୍ରଯୁକ୍ତି ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗତ ଶନିବାର ସନ୍ଧ୍ୟାରେ, ଆକସ୍ମିକ ଭାବେ, ବାଣୀ କ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ନିମନ୍ତେ, ଏଠାରେ ପହଞ୍ଚିବା ପରେ , ମାଆଙ୍କ ସିଂହଦ୍ଵାର ସମ୍ମୁଖରେ ତାଙ୍କୁ ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର, ଜଗତସିଂହପୁର ସି ଏସ ଓ ସୁଜାତା ମିଶ୍ର , […]

ସଂପୂର୍ଣ୍ଣ ପଢନ୍ତୁ

ଜବରଦଖଲ ଉଚ୍ଛେଦକୁ ବିରୋଧ, ପ୍ରଶାସନ ଲାଗୁ କଲା କର୍ଫ୍ୟୁ

ବାଲେଶ୍ବର : ଜବରଦଖଲ ଉଚ୍ଛେଦ ପାଇଁ ବାଲେଶ୍ୱରରେ କର୍ଫ୍ୟୁ । ବାଲେଶ୍ୱରର ଯାଦପୁର, ଅକ୍ତିଆରପୁର ଓ ଭାସ୍କରଗଞ୍ଜ ମୌଜାରେ ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ କଠୋର ପଦକ୍ଷେପ ନେଇଛି । ସେହି ସ୍ଥାନରେ ତୃତୀୟ ଲାଇନ କାମରେ ବାଧକ ସାଜିଛନ୍ତି ଜବରଦଖଲକାରୀ । ଜବରଦଖଲକୁ ଉଚ୍ଛେଦ କରିବାକୁ ପ୍ରଶାସନ ଜରୁରୀକାଳୀନ କର୍ଫ୍ୟୁ ଜାରି କରିଛି । ଆଜି ଓ କାଲି ଭୋର ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ । ଅରଡ ବଜାରଠାରୁ […]

ସଂପୂର୍ଣ୍ଣ ପଢନ୍ତୁ

ଖୋଲିବ ଠକ ଯୋଡ଼ି ହଂସିକା ଓ ଅନୀଲଙ୍କ ରାଜନୀତି ଲିଙ୍କ?

ଠକ ଯୋଡ଼ି ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତିଙ୍କ ଚିତାକଟା ନେଟୱାର୍କର ପଲିଟିକାଲ୍‌ ଲିଙ୍କ ଆସିବ କି? ଚର୍ଚ୍ଚାରେ ଥିବା ଦୁଇ ଦୁଇ ଜଣ ପୂର୍ବତନ ମନ୍ତ୍ରୀ ଓ ଜଣେ ବିଧାୟକଙ୍କ ମୁଖା ଖୋଲିବ କି ଭୁବନେଶ୍ୱର କମିସନରେଟ୍‌ ପୁଲିସ? ଫିଟିବ କି ଖଣି ମାଫିଆ, ଠିକାଦାର, ମଦ ମାଫିଆଙ୍କ ଭଳି ବଳଶାଳୀ ଓ ପ୍ରଭାବଶାଳୀଙ୍କ ଗୁପ୍ତ ପଞ୍ଜିକା? ପୁଲିସ କମିସନର ସୁରେଶ ଦେବଦତ୍ତ ସିଂଙ୍କ ଇସାରା ପରେ ବଢ଼ିଲା ଚର୍ଚ୍ଚା। ଚିତାକଟା ଯୋଡ଼ି ହଂସିକା ଅଭିଲିପ୍ସା […]

ସଂପୂର୍ଣ୍ଣ ପଢନ୍ତୁ