ଡବଲ ଡେ଼କର ବସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଓଡ଼ିଶାରେ ଆଜିଠୁ ବିଧି ବଦ୍ଧ ଭାବେ ଗଡିବ ଡବଲ ଡେ଼କର ବସ । ଗାଡ଼କଣରୁ ଜନତା ମୈଦାନ ଗଡ଼ିଲା ବସ । ସହରୀ ପରିବହନ ବ୍ୟବସ୍ଥାରେ ଆସିବ ବୈପ୍ଲବ । ଗଡିବ ଡବଲ ଇଞ୍ଜିନ ସରକାରଙ୍କ ଡେ଼କର ବସ । 5 ଟି ଡବଲ ଡେ଼କର ବସ ସହ 10 ଟି hop ଅନ hop ଅଫ (ହୋହୋ )ବସ ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଏହା ସହ ଶ୍ରୀ […]
ସଂପୂର୍ଣ୍ଣ ପଢନ୍ତୁ