Chora Q

ଚୋରି କରିବାକୁ ଆସି କୂଅରେ ପଡିଗଲା ଚୋର, ରାତି ସାରା ଛଟପଟ

କେନ୍ଦୁଝର: ଚୋରି କରିବାକୁ ଆସି ଚୋର ହଟହଟା ।  ଛେଳି କଣ ଚୋରି କରିବ ନିଜେ କୂଅରେ ପଡିଗଲା ଚୋର । ରାତି ସାରା କୂଅ ଭିତରେ ପଡି ଛଟପଟ ହେଲା । ସକାଳୁ ଗାଁ ଲୋକେ କୂଅ ଭିତରେ ଚୋର ପଡିଥିବା ଦେଖିଥିଲେ ।  କେନ୍ଦୁଝର ଚମ୍ପୁଆ ବ୍ଲକ ବାରିଆ ଥାନା ଅନ୍ତର୍ଗତ ଝାଲିଆବେଡା ଗାଁରେ ଘଟିଛି ଏଭଳି ଘଟଣା । ଗାଁ ଲୋକ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚି […]

ସଂପୂର୍ଣ୍ଣ ପଢନ୍ତୁ
Electricity Pti

ୟୁନିଟ୍‌ ପିଛା ୨୦ ପଇସା ବୃଦ୍ଧି ପ୍ରସ୍ତାବ: ଶୁଣାଣି ବେଳେ ଦାବି ରଖିଲା ଟିପିଏନ୍‌ଓଡିଏଲ୍‌

ଭୁବନେଶ୍ବର: ଖୁଚୁରା ବିଦ୍ୟୁତ୍‌ ମୂଲ୍ୟ ୟୁନିଟ୍‌ ପିଛା ୨୦ ପଇସା ବଢ଼ାଇବାକୁ ପ୍ରସ୍ତାବ ଦେଇଛି ଟାଟା ଉତ୍ତର ଓଡିଶା ବିଦ୍ୟୁତ୍‌ ବିତରଣ କମ୍ପାନି(ଟିପିଏନ୍‌ଓଡିଏଲ୍‌)। ଆଜି ଓଇଆର୍‌ସିରେ ଏହି ପ୍ରସ୍ତାବର ଶୁଣାଣି ହୋଇଥିଲା। ୨୨ ଜଣ ଅଭିଯୋଗକାରୀ ଏହି ପ୍ରସ୍ତାବକୁ ବିରୋଧ କରିଛନ୍ତି। ଟିପିଏନ୍‌ଓଡିଏଲ୍‌ ପ୍ରସ୍ତାବ ମୁତାବକ, ଚଳିତବର୍ଷ ତୁଳନାରେ ଆସନ୍ତାବର୍ଷ ପାଇଁ ଗ୍ରିଡ୍‌କୋଠାରୁ ୫୫୬ ନିୟୁତ ୟୁନିଟ୍‌ ବିଦ୍ୟୁତ୍‌ ଅଧିକ କିଣାଯିବ। ଅର୍ଥାତ୍‌ ୮୭୧୯ ନିୟୁତ ୟୁନିଟ୍‌ ପାଇଁ ୩୨୬୨ କୋଟି ଟଙ୍କା ଖର୍ଚ୍ଚ ହେବ। ସେଥିରୁ […]

ସଂପୂର୍ଣ୍ଣ ପଢନ୍ତୁ
Arr

୧୨୦୦ କୋଟି ଠକେଇର ମାଷ୍ଟରମାଇଣ୍ଡ ଗିରଫ

ସମ୍ବଲପୁର: ୧୨୦୦ କୋଟି ଠକେଇର ମାଷ୍ଟରମାଇଣ୍ଡ ଗିରଫ। ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ଆଚାର୍ଯ୍ୟକୁ ଗିରଫ କଲା ଧନୁପାଲି ଥାନା ପୋଲିସ। ସନ୍ତୋଷକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଅଧିକ ସୁଧ ଲୋଭ ଦେଖାଇ ୧୨୦୦ କୋଟି ଟଙ୍କା ଠକେଇ କରିଥିଲା ସନ୍ତୋଷ । ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ କୁଲୁଥକାନୀ ଠାରେ ଏକ ଅର୍ଥଲଗାଣକାରୀ ସଂସ୍ଥା ମାସିକ ସୁଧ ଯୋଜନା କରି ଟଙ୍କା ନେଉଥିଲା। ମାସିକ ୩ ରୁ ୭ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦେବାକୁ […]

ସଂପୂର୍ଣ୍ଣ ପଢନ୍ତୁ
95b3e004 0ae1 4477 B397 2e5009f4b52f

ଶିକ୍ଷକ ପଦବୀ ପୂରଣ ପାଇଁ ଆନ୍ଦୋଳନ କଲେ ସ୍କୁଲ ଛାତ୍ରଛାତ୍ରୀ ଓ ଅବିଭାବକ !

ପାରାଦ୍ୱୀପ :  ସରକାରଙ୍କ ଶିକ୍ଷା ବ୍ୟବସ୍ଥାର ଧଜିଆ ଉଡ଼ିଗଲାଣି ତିର୍ତ୍ତୋଲ ଶିକ୍ଷାମଣ୍ଡଳରେ  । ଯୋଉଠି ଶୁଣିବ ସେଠାରେ ଶିକ୍ଷକ ର ଅଭାବ । ସତେ ଯେମିତି ତିର୍ତ୍ତୋଲରେ ଭୁଶୁଡି ପଡିଛି କି ଶିକ୍ଷା ବ୍ୟବସ୍ଥା ? ବିଧାୟକ ଙ୍କ ଠାରୁ ଶିକ୍ଷା ପ୍ରଶାସନଙ୍କ ନଜର ଏସବୁ କ୍ଷେତ୍ରରେ କେବେବି ଦୃଷ୍ଟିରେ ପଡୁନଥିବା ପରି ଲାଗୁଛି । ସରକାରୀ ଶିକ୍ଷା ବ୍ୟବସ୍ଥାରେ ପ୍ରତି ୩୦ ଜଣ ପିଲାରେ ଗୋଟିଏ ଶିକ୍ଷକ ନିଯୁକ୍ତି ରହିବା ପ୍ରକ୍ରିୟାରେ ଚରମ ଅବହେଳା କରିଚାଲିଛନ୍ତି […]

ସଂପୂର୍ଣ୍ଣ ପଢନ୍ତୁ
Skfu

ମହାକୁମ୍ଭରେ ବୁଡ଼ ପକାଇଲେ ଅକ୍ଷୟ କୁମାର, ଯୋଗୀ ଆଦିତ୍ୟନାଥଙ୍କୁ କଲେ ପ୍ରଶଂସା

ବଲିଉଡ ଅଭିନେତା ଅକ୍ଷୟ କୁମାର ମହାକୁମ୍ଭରେ ବଡ଼ ପକାଇଛନ୍ତି । ସଙ୍ଗମରେ ବୁଡ଼ ପକାଇଛନ୍ତି ଅକ୍ଷୟ କୁମାର । ଅକ୍ଷୟ କୁମାର ସଙ୍ଗମରେ ବୁଡ଼ ପକାଉଥିବାର ଭିଡ଼ିଓ ସାମ୍ନାକୁ ଆସିଛି । ଆଉ ଅକ୍ଷୟ କୁମାର ବୁଡ଼ ପକାଇବା ପରେ ବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିଛନ୍ତି । ଏନେଇ ଅକ୍ଷୟ କହିଛନ୍ତି, ମୁଁ ବହୁତ ମଜା କରିଥିଲି । ଏଠିକାର ବ୍ୟବସ୍ଥା ବହୁତ ଭଲ । ସୁରକ୍ଷା ବ୍ୟବସ୍ଥା ବହୁତ ଭଲ ଭାବରେ […]

ସଂପୂର୍ଣ୍ଣ ପଢନ୍ତୁ
Pank

ସରିଲା ପଙ୍କୋଦ୍ଧାର, ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଲୋକନାଥ

ପୁରୀ: ବାବା ଲୋକନାଥଙ୍କ ପୀଠରେ ପାଳିତ ହୋଇଛି ପଙ୍କୋଦ୍ଧାର ଏକାଦଶୀ ନୀତି । ଏହି ଅବସରରେ ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଲୋକନାଥ । ବର୍ଷ ତମାମ ଫୁଲ, ବେଲପତ୍ର, କ୍ଷୀର ଓ କଦଳୀରେ ବୁଡି ରହୁଥିବା ଜଳବିହାରୀ ଲୋକନାଥଙ୍କ ଶ୍ରୀଲିଙ୍ଗରୁ ଉଦ୍ଧାର ହୁଏ ପାଦୁକ । ବର୍ଷକର ଏହି ଗୋଟିଏ ଦିନରେ ହଜାର ହଜାର ଶ୍ରଦ୍ଧାଳୁ ଲୋକନାଥଙ୍କ ସମ୍ପୁର୍ଣ୍ଣ ଶ୍ରୀଲିଙ୍ଗ ଦର୍ଶନ ପାଇଛନ୍ତି । ଶ୍ରୀକ୍ଷେତ୍ର ପରମ୍ପରା ଅନୁଯାୟୀ ପଙ୍କୋଦ୍ଧାର ଏକାଦଶୀ ଠାରୁ ଅର୍ଥାତ୍ […]

ସଂପୂର୍ଣ୍ଣ ପଢନ୍ତୁ
Tn

ତେଲେଙ୍ଗାନା ଟନେଲରେ ଫଶିଥିବା ଲୋକଙ୍କ ଜୀବିତ ଉଦ୍ଧାର ସମ୍ଭାବନା କମ: ମନ୍ତ୍ରୀ

ନଗରକୁରନୁଲ : ତେଲେଙ୍ଗାନାର ନଗରକୁରନୁଲ ଟନେଲରେ ଫଶିଥିବା ଇଞ୍ଜିନିୟର ଓ ଶ୍ରମିକଙ୍କ ଉଦ୍ଧାର ନିମନ୍ତେ ରେସକ୍ୟୁ ଅପରେସନ ଜାରି ରହିଛି। ଉଦ୍ଧାର ନିମନ୍ତେ ବୈଷୟିକ ସହାୟତା ମଧ୍ୟ ନିଆଯାଉଛି। ତେବେ ପାଣି ଓ କାଦୁଅ ଯୋଗୁ ଉଦ୍ଧାର ଅଭିଯାନରେ ବାଧା ଆସୁଛି। ସୂତ୍ର ଅନୁସାରେ ଉଦ୍ଧାର ଅଭିଯାନରେ ଏନଡିଆରଏଫ ସନ୍ଧାନୀ କୁକୁରଙ୍କର ମଧ୍ୟ ସହାୟତା ନେଇଛନ୍ତି। ଏଥି ମଧ୍ୟରେ ତେଲେଙ୍ଗାନା ମନ୍ତ୍ରୀ ଜେ. ରାଓ କୃଷ୍ଣ ସୋମବାର କହିଛନ୍ତି ଯେ ଟନେଲରେ ଫଶିଥିବା ଲୋକେ ଜୀବିତ ଥିବାର […]

ସଂପୂର୍ଣ୍ଣ ପଢନ୍ତୁ
Highcourt

ହାଇକୋର୍ଟରେ ପଦ୍ମଶ୍ରୀ ପୁରସ୍କାର ବିବାଦ, ହାଜର ହେଲେ ଆବେଦନକାରୀ ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର

କଟକ : ହାଇକୋର୍ଟରେ ପଦ୍ମଶ୍ରୀ ପୁରସ୍କାର ବିବାଦ । ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ହାଇକୋର୍ଟରେ ହାଜର ହେଲେ ଆବେଦନକାରୀ ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର । ଆବେଦନକାରୀ ନିଜର କୃତୀ ହାଇକୋର୍ଟଙ୍କୁ ଦର୍ଶାଇଛନ୍ତି । ୨୯ ଟି ପୁସ୍ତକ ବିଚାରପତିଙ୍କୁ ଦେଖାଇଲେ। ହେଲେ ପ୍ରତିପକ୍ଷ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ହାଜର ହୋଇ ନାହାନ୍ତି। ହାଜର ହୋଇ ନିଜର କୃତୀ ଦର୍ଶାଇବା ପାଇଁ ସମୟ ନେଇଛନ୍ତି । ଆସନ୍ତା ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ତା ପୂର୍ବରୁ ପ୍ରତିପକ୍ଷ […]

ସଂପୂର୍ଣ୍ଣ ପଢନ୍ତୁ
Cm Majhi In Ayodha 750x430

ଅଯୋଧ୍ୟାରେ ହେବ ଓଡିଶା ଭବନ: ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ: ଅଯୋଧ୍ୟାରେ ହେବ ଓଡିଶା ଭବନ । ଉତ୍ତରପ୍ରଦେଶର ଅଯୋଧ୍ୟାଠାରେ ଓଡ଼ିଶା ଭବନ ନିର୍ମାଣ ହେବ । ରାମଲାଲାଙ୍କ ଦର୍ଶନ ଲାଗି ଆସୁଥିବା ଭକ୍ତଙ୍କ ରହିବା ଏବଂ ସେମାନଙ୍କ ପାଇଁ ଓଡ଼ିଶାର ଏକ ଉପସ୍ଥିତି ଦେବା ଲାଗି ଏହି ବ୍ୟବସ୍ଥା କରିବେ ଓଡ଼ିଶା ସରକାର । ,ଥିପାଇଁ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବା ନେଇ ଘୋଷଣା କରିଚନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବେ ଉତ୍ତରପ୍ରଦେଶ ଗସ୍ତରେ ଯାଇଥିବା ବେଳେ ଗତକାଲି ପ୍ରୟାଗରାଜ ଯାଇ ବୁଡ […]

ସଂପୂର୍ଣ୍ଣ ପଢନ୍ତୁ
Gh4aqpmwkwvkixbf4ivi

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫଟୋ ହଟିବା ପରେ ବର୍ଷିଲା ଆପ୍‌

ନୂଆଦିଲ୍ଲୀ : ଦିଲ୍ଲୀର ବିରୋଧୀ ଦଳ ଆମ ଆଦମୀ ପାର୍ଟି (ଆପ) ଦାବି କରିଛି ଯେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ କାର୍ଯ୍ୟାଳୟରୁ ସମ୍ବିଧାନ ପ୍ରଣେତା ଭୀମରାଓ ଆମ୍ବେଦକର ଏବଂ ସହିଦ ଭଗତ ସିଂହଙ୍କ ଫଟୋ ହଟାଇ ଦିଆଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅତିଶି କହିଛନ୍ତି ଯେ ଏହା ବିଜେପିର ଦଳିତ ବିରୋଧୀ ରାଜନୀତିକୁ ପର୍ଦ୍ଦାଫାସ କରୁଛି। ବିରୋଧୀ ଦଳ ନେତା ଅତିଶି କହିଛନ୍ତି, “ଦିଲ୍ଲୀ ସରକାରରେ ଅରବିନ୍ଦ କେଜ୍ରିୱାଲଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ, ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ଆମ୍ବେଦକର […]

ସଂପୂର୍ଣ୍ଣ ପଢନ୍ତୁ