ବନ୍ଦେ ଭାରତ ଏକ୍ସପ୍ରେସ୍ ଉପରେ ପଥରମାଡ଼: ୩ ଯାତ୍ରୀ ଆହତ
ରାଉରକେଲା: ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ଉପରେ ଦୁର୍ବୃତ୍ତମାନେ ବୁଧବାର ଦିନ ପଥରମାଡ଼ କରିଛନ୍ତି। ଫଳରେ ଟ୍ରେନ୍ କ୍ଷତିଗ୍ରସ୍ତ ହୋଇଛି। ଟ୍ରେନ୍ କୋଚ୍ର ଦୁଇଟି ଝରକାର କାଚ ଭାଙ୍ଗି ଯାଇଥିବା ସୂଚନା ମିଳିଛି। ପଥରମାଡ଼ ପରେ ଟ୍ରେନ୍ରେ ଥିବା ଯାତ୍ରୀମାନେ ଆତଙ୍କିତ ହୋଇ ପଡ଼ିଥିଲେ। ତିନି ଜଣ ପାସେଞ୍ଜର ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ କଲୁଙ୍ଗା ଷ୍ଟେସନ ନିକଟରେ ଏହି ପଥରମାଡ଼ ହୋଇଥିବା ସୂଚନା ରହିଛି। ପୁରୀ- ରାଉରକେଲା ବନ୍ଦେ ଭାରତ ଟ୍ରେନ୍କୁ […]
ସଂପୂର୍ଣ୍ଣ ପଢନ୍ତୁ