Gd96mb2 Rajnath Singh 625x300 06 January 24

ପହଲଗାମ୍‌ ଆକ୍ରମଣର ଦୃଢ଼ ଜବାବ ଦିଆଯିବ: ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ : ପହଲଗାମ ଆକ୍ରମଣର ଦୃଢ଼ ଜବାବ ଦିଆଯିବ ବୋଲି ବୁଧବାର କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହି ଘଟଣାର ଜବାବ ଦେବା ଲାଗି ଯାହା ଆବଶ୍ୟକ ଏବଂ ଉପଯୁକ୍ତ ସରକାର ସେ ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ନେବେ ବୋଲି ରାଜନାଥ କହିଛନ୍ତି। ଆକ୍ରମଣକାରୀ ଆତଙ୍କବାଦୀ ଏବଂ ଘଟଣା ପଛର ମାଷ୍ଟରମାଇଣ୍ଡ ଖୁବଶୀଘ୍ର ଉଚିତ ଏବଂ ବଡ଼ ଧରଣର ଜବାବ ପାଇବେ ବୋଲି ସେ ଚେତାବନୀ ଦେଇଛନ୍ତି। ସୂଚନାଯୋଗଁ, ଜାମ୍ମୁ-କାଶ୍ମୀରର ପହଲଗାମଠାରେ ଗତ ମଙ୍ଗଳବାର […]

ସଂପୂର୍ଣ୍ଣ ପଢନ୍ତୁ
Robert Vadra Ani 1671742984862 1712935467905

ମୁସଲମାନଙ୍କୁ ଦମନ କରାଯାଉଥିବାରୁ ଏପରି ଆକ୍ରମଣ ହେଉଛି – ପ୍ରିୟଙ୍କାଙ୍କ ସ୍ବାମୀ

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଆକ୍ରମଣକୁ ଶାସକ ଏବଂ ବିରୋଧୀ ଦଳର ସମସ୍ତ ନେତା କଡ଼ା ସମାଲୋଚନା କରିଛନ୍ତି। ଏହି ସମୟରେ, କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭାଡ୍ରାଙ୍କ ପକ୍ଷରୁ ଏହି ମାମଲାକୁ ନେଇ ଏକ ବିବାଦୀୟ ବୟାନ ଆସିଛି। ସେ କହିଛନ୍ତି ଯେ ମୁସଲମାନଙ୍କୁ ଦମନ କରାଯାଉଥିବାରୁ ଏପରି ଆକ୍ରମଣ ହେଉଛି । ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ରବର୍ଟ ଭାଡ୍ରା […]

ସଂପୂର୍ଣ୍ଣ ପଢନ୍ତୁ
Ku8v7164 Pahalgam Terrorist Attack 625x300 22 April 25

୨୦୧୯ ରୁ ୨୦୨୫ ଭିତରେ ଭାରତରେ ୧୦ ଥର ଆତଙ୍କବାଦୀ ଆକ୍ରମଣ

ନୂଆଦିଲ୍ଲୀ: ପୁଲୱାମା ପରେ ପହଲଗାମ୍… ୨୦୧୯ ପରେ ୨୦୨୫… ସେବେ ଯବାନ ଏବେ ଜନତା । ସେବେ ଆତ୍ମଘାତୀ ବିସ୍ଫୋରଣ ଏବଂ ଆଖିବୁଜା ଗୁଳିଚାଳନା । ହତ୍ୟାର ତରିକା ସିନା ଭିନ୍ନଭିନ୍ନ ହେଲେ ଆତଙ୍କୀଙ୍କ ଲକ୍ଷ୍ୟ କିନ୍ତୁ ସମାନ । ହତ୍ୟା କରିବେ ଆଉ ଜୀବନ ନେବେ । ପୁଲୱାମା ଆକ୍ରମଣରେ ୪୦ରୁ ଅଧିକ ଯବାନଙ୍କ ପ୍ରାଣହାନୀ ହୋଇଥିବା ବେଳେ ଏଥର କିନ୍ତୁ ସୀମାପାର କରିଛି ଆତଙ୍କୀଙ୍କ ବର୍ବରତା । କାଶ୍ମୀର ବୁଲିବାକୁ ଆସିଥିବା ନିରୀହ ସାଧାରଣ […]

ସଂପୂର୍ଣ୍ଣ ପଢନ୍ତୁ
Gpnrpz3agaavjqs

ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ

ଭୁବନେଶ୍ବର : ରାଜ୍ୟରେ ଗଠିତ ହୋଇଛି ୩ଟି ନୂଆ ସିଭିଲ୍ ଜଜ୍ କୋର୍ଟ (ଜୁନିୟର ଡିଭିଜନ୍)। ଏହି କୋର୍ଟ ଗୁଡିକ ବାଲେଶ୍ୱର ଜିଲାର ବାଲିଆପାଳ, ସୁନ୍ଦରଗଡ ଜିଲାର ଲେଫ୍ରିପଡା, ସମ୍ବଲପୁର ଜିଲାର ରେଙ୍ଗାଲି ଠାରେ ସ୍ଥାପନ କରାଯାଇଛି। ଓଡିଶା ଉଚ୍ଚ ନ୍ୟାୟାଳୟ ସହିତ ପରାମର୍ଶ କ୍ରମେ ରାଜ୍ୟ ସରକାର ଏହି କୋର୍ଟ ଗୁଡିକ ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେବା ପରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି […]

ସଂପୂର୍ଣ୍ଣ ପଢନ୍ତୁ

ଏପର୍ଯ୍ୟନ୍ତ ଅଂଶୁଘାତର କୌଣସି ମୃତ୍ୟୁ ନିଶ୍ଚିତ ହୋଇନାହିଁ – ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ସାରା ଓଡ଼ିଶାରେ ଜାରି ଗ୍ରୀଷ୍ମ ପ୍ରବାହ ମଧ୍ୟରେ , ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ବୁଧବାର ଦିନ ନିଶ୍ଚିତ କରିଛନ୍ତି ଯେ, ଗତକାଲି ସୁଦ୍ଧା ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୬୬ ଜଣ ଅଂଶୁଘାତ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅଂଶୁଘାତ ଯୋଗୁ କୌଣସି ମୃତ୍ୟୁ ସରକାରୀ ଭାବରେ ନିଶ୍ଚିତ ହୋଇନାହିଁ। ଟିଟିଲାଗଡ଼ରେ ଏକ ମୃତ୍ୟୁ ରିପୋର୍ଟ ହୋଇଥିବା ପରିପ୍ରେକ୍ଷୀରେ ତାଙ୍କର ଏହି ମନ୍ତବ୍ୟ ଆସିଛି। ପ୍ରାରମ୍ଭିକ ଅନୁମାନ ଅନୁସାରେ ଏହା ଅଂଶୁଘାତର କାରଣ […]

ସଂପୂର୍ଣ୍ଣ ପଢନ୍ତୁ
78b34f74 31e8 46d5 82a9 673edba49710

ପ୍ରାର୍ଥନା ଚ୍ୟାନେଲରେ ପ୍ରଶଂସିତ ହେଲା ଆଧ୍ୟାତ୍ମିକ ଲୋକନୃତ୍ୟ ସାରଳା ଘଟ ନୃତ୍ୟ

ଜଗତସିଂହପୁର/ଝଙ୍କଡ଼ :  ଓଡ଼ିଶାର ସର୍ବ ପ୍ରାଚୀନ ତନ୍ତ୍ରଭିତ୍ତିକ ଆଧ୍ୟାତ୍ମିକ ଲୋକନୃତ୍ୟ ସାରଳା ଘଟ ନୃତ୍ୟ ସମ୍ପ୍ରତି ପ୍ରାର୍ଥନା ଚ୍ୟାନେଲ ପକ୍ଷରୁ ଆୟୋଜିତ ପ୍ରତିଭାଚୟନ ସିଜିନ୍ ଟୁ ରେ ନୃତ୍ୟ ପରିବେଷଣ କରିବା ପରେ, ଦର୍ଶକ ମାନଙ୍କ ଦ୍ଵାରା ଉଚ୍ଚପ୍ରଶଂସିତ ହେବାର ଦେଖିବାକୁ ମିଳୁଛି ।  ପ୍ରଥମ ପର୍ଯ୍ୟାୟରେ ମହିଷମର୍ଦ୍ଦିନି ନୃତ୍ୟ , ଦ୍ବିତୀୟ ପର୍ଯ୍ୟାୟ ରେ ଘଟ ନୃତ୍ୟ, ତୃତୀୟ ପର୍ଯ୍ୟାୟ ରେ କାଳୀକା ତାଣ୍ଡବ ଓ ଅନ୍ତିମ ପର୍ଯ୍ୟାୟ ରେ ରଣପା ନୃତ୍ୟ ରେ ଷ୍ଟୁଡିଓ […]

ସଂପୂର୍ଣ୍ଣ ପଢନ୍ତୁ
70086a8b 9169 4a7a 8a5f E530e463c177

ଝଙ୍କଡ଼ ସାହିତ୍ୟ ସଂସଦର ଚଇତିମଲ୍ଲୀ ଆସର

ତିର୍ତ୍ତୋଲ : ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ସାରଳା ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ପରିସର ସୁରମ୍ଯ ତରୁଛାୟା ତଳେ ଝଙ୍କଡ଼ ସାହିତ୍ୟ ସଂସଦର ଚଇତିମଲ୍ଲୀ ସାହିତ୍ୟ ଆସର ଅନୁଷ୍ଠାନର ସଭାପତି ମହେନ୍ଦ୍ର କୁମାର ଆଚାର୍ଯ୍ଯଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ  ପ୍ରାଧ୍ୟାପିକା ଡ.ବିଷ୍ଣୁପ୍ରିୟା ଦାସ ଯୋଗଦାନ କରି ମଲ୍ଲୀଫୁଲର ମହକ ଭଳି ସାହିତ୍ୟର ସୁରଭି ପାଠକମାନଙ୍କ ମନକୁ ସୁରଭିତ କରିଥାଏ ବୋଲି  ମତବ୍ୟକ୍ତ କରିଥିଲେ । ସମ୍ମାନନୀୟ ଅତିଥି ବିଶିଷ୍ଟ ସାହିତ୍ୟିକ ନାରାୟଣ ନାୟକ,  […]

ସଂପୂର୍ଣ୍ଣ ପଢନ୍ତୁ
School Stud

ଏପ୍ରିଲ ୨୩ରୁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ, ଜାରି ରହିବ ପୂର୍ବରୁ ନିର୍ଦ୍ଧାରିତ ପରୀକ୍ଷା

ଭୁବନେଶ୍ବର: ସ୍କୁଲ ପିଲାଙ୍କ ପାଇଁ ଅପ୍ରେଲ୍‌ ୨୩ ତାରିଖ ଠାରୁ ଖରା ଛୁଟି ଘୋଷଣା ହୋଇଛି। ଅଙ୍ଗନବାଡି, ଶିଶୁବାଟିକା ଠାରୁ ଆରମ୍ଭ କରି ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ, ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ରାଜ୍ୟରେ ବର୍ତ୍ତମାନ ଚାଲିଥିବା ଭିଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପିଲାମାନଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏ ସଂପର୍କରେ ସମୀକ୍ଷା କରିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ […]

ସଂପୂର୍ଣ୍ଣ ପଢନ୍ତୁ
Jk

କଶ୍ମୀରରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ, ଅନେକ ପର୍ଯ୍ୟଟକଙ୍କ ମୃତ୍ୟୁ ଆଶଙ୍କା, ଜଣେ ଓଡ଼ିଆ ପର୍ଯ୍ୟଟକ ମୃତ

କଶ୍ମୀରରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ । ଆତଙ୍କବାଦୀଙ୍କ ଆଖବୁଜା ଗୁଳିମାଡ଼ରେ ୨୭  ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିବା ଜଣାପଡ଼ିଛି । ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କାରହିଛି । ବାଲେଶ୍ବର ଜିଲ୍ଲାର ଜଣେ ପର୍ଯ୍ୟଟକଙ୍କର ଗୁଳିମାଡ଼ରେ ମୃତ୍ୟୁ ହୋଇଛି । ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲା ପହଲଗାଁଓ ଅଞ୍ଚଳରେ ହୋଇଛି ଆତଙ୍କବାଦୀ ଆକ୍ରମଣ। ପର୍ଯ୍ୟଟକମାନେ ଏକ ବଜାରରେ ଥିବା ବେଳେ ହଠାତ ଗୁଳିମାଡ଼ କରିଥିଲେ ଆତଙ୍କବାଦୀ। ଆକ୍ରମଣକୁ ଦୃଢ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । […]

ସଂପୂର୍ଣ୍ଣ ପଢନ୍ତୁ
Ram Dev 750x430

ପୁଣି ବିବାଦରେ ରାମଦେବ, ଚେତାବନୀ ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ: ପୁଣି ବିବାଦରେ ବାବା ରାମଦେବ। ହମଦର୍ଦ କମ୍ପାନୀର ସର୍ବତ ଉପରେ ରାମଦେବଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ତାଗିଦ୍‌ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଜଷ୍ଟିସ୍ ଅମିତ ବଂଶଲ ଏକ କଡ଼ା ଆଦେଶ ଜାରି କରିବାକୁ ଚେତାବନୀ ଦେଇ କହିଛନ୍ତି ଯେ, ଏହା ନ୍ୟାୟାଳୟର ଅନ୍ତରାତ୍ମାକୁ ଆଘାତ ଦେଇଛି ଏବଂ ଏହାର କୌଣସି ଯଥାର୍ଥତା ନାହିଁ। ଅଦାଲତ ରାମଦେବଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲଙ୍କୁ ପରବର୍ତ୍ତୀ ଶୁଣାଣିରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯୋଗ […]

ସଂପୂର୍ଣ୍ଣ ପଢନ୍ତୁ