Puri

ନୀଳାଦ୍ରି ବିଜେ ସୁଦ୍ଧା ସରିବ ରତ୍ନ ଭଣ୍ଡାର ମରାମତି କାମ: ମନ୍ତ୍ରୀ

ଭୁବନେଶ୍ୱର: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ଅସ୍ଥାୟୀ ଭାବରେ ବନ୍ଦ ଥିବା ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ନୀଳାଦ୍ରି ବିଜେ ସୁଦ୍ଧା ସମାପ୍ତ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବିରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଚନ୍ଦନ ଯାତ୍ରା ପାଇଁ ବନ୍ଦ ଥିବା ଏହି ମରାମତି କାମ ରଥଯାତ୍ରା ସମୟରେ ପୁଣି ଥରେ ଆରମ୍ଭ ହେବ। ତେବେ ରଥଯାତ୍ରା ଏବଂ ନୀଳାଦ୍ରି ବିଜେ ମଧ୍ୟରେ କାର୍ଯ୍ୟ ସମାପ୍ତ କରିବାକୁ ଲକ୍ଷ୍ୟ ରହିଥିବା ନେଇ ସେ ଗଣମାଧ୍ୟମକୁ ସୂଚନା ଦେଇ […]

ସଂପୂର୍ଣ୍ଣ ପଢନ୍ତୁ
Mila Magee 750x430

ବିଶ୍ବ ସୁନ୍ଦରୀ ପ୍ରତିଯୋଗିତାରୁ ଓହରିଲେ ମିସ୍‌ ଇଂଲଣ୍ଡ

ହାଇଦରାବାଦ: ସଂପ୍ରତି ତେଲଙ୍ଗାନା ରାଜଧାନୀ ହାଇଦରାବାଦରେ ବିଶ୍ବ ସୁନ୍ଦରୀ ପ୍ରତିଯୋଗିତା ଆୟୋଜିତ ହେଉଛି। ମେ’ ୧୧ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ୧୦୮ ଦେଶର ସୁନ୍ଦରୀମାନେ ଅଂଶଗ୍ରହଣ କରୁଛନ୍ତି। ତେବେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ଇଂଲଣ୍ଡ ପ୍ରତିଯୋଗୀ ତଥା ମିସ୍‌ ଇଂଲଣ୍ଡ ମିଲା ମାଗି ଓହରି ଯାଇଥିବା ଜଣାପଡିଛି। ପ୍ରତିଯୋଗୀଙ୍କ ପାଇଁ ଉଦ୍ଦିଷ୍ଟ ନିୟମାବଳୀରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରି ମିଲା କହିଛନ୍ତି ଯେ ଏଥିରେ ଭାଗ ନେଇ ସେ ନିଜକୁ ଜଣେ ଦେହଜୀବୀ ବୋଲି […]

ସଂପୂର୍ଣ୍ଣ ପଢନ୍ତୁ
Ratha 4

ଦକ୍ଷିଣ ଆଫ୍ରିକାରେ ଇସ୍କନର ଅଦିନିଆ ରଥଯାତ୍ରା, ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କଲେ ସେବାୟତ

ମାନୁନାହିଁ ଇସ୍କନ । ଦକ୍ଷିଣ ଆଫ୍ରିକାରେ ଇସ୍କନର ଅଦିନିଆ ରଥଯାତ୍ରା । ଗତ ୩ଦିନ ତଳେ ଦକ୍ଷିଣ ଆଫ୍ରିକାର ସାଣ୍ଡଟନ୍ ସହରରେ ରଥଯାତ୍ରା କରିଥିଲା ଇସ୍କନ । ଗୋଟିଏ ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବସାଇ ରଥ ଟଣାଯାଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ଭିଡିଓରେ ଚତୁର୍ଥ ବାର୍ଷିକ ରଥଯାତ୍ରା କରାଯାଇଥିବା ଉଲ୍ଲେଖ କରାଯାଇଛି । ସ୍ନାନପୂର୍ଣ୍ଣିମା ପୂର୍ବରୁ ବିଭିନ୍ନ ଦେଶରେ ରଥଯାତ୍ରା ଆୟୋଜନ କରୁଛି ଇସ୍କନ । ଏନେଇ ଇସ୍କନ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ […]

ସଂପୂର୍ଣ୍ଣ ପଢନ୍ତୁ
Eco

ଭାରତ ହେଲା ବିଶ୍ଵର ୪ର୍ଥ ବୃହତ୍‌ ଅର୍ଥନୀତି

ଜାପାନକୁ ପଛରେ ପକାଇ ଭାରତ ବିଶ୍ଵର ୪ର୍ଥ ବୃହତ୍‌ ଅର୍ଥନୀତିରେ ପରିଣତ ହୋଇଛି। ଶନିବାର ନୀତି ଆୟୋଗ ସିଇଓ ବି.ବି.ଆର. ସୁବ୍ରମଣ୍ୟମ ଏହି ସୂଚନା ଦେଇଛନ୍ତି। ସେ ନୀତି ଆୟୋଗ ପରିଚାଳନା ପରିଷଦର ୧୦ମ ବୈଠକ ପରେ କହିଥିଲେ ଯେ, ବିଶ୍ଵର ଅର୍ଥନୈତିକ ମାହୋଲ ଭାରତ ପାଇଁ ଅନୁକୂଳ ରହିଛି। ମୁଁ ଏହା କହିବା ସମୟରେ ଭାରତ ଦୁନିଆର ୪ର୍ଥ ବୃହତ ଅର୍ଥନୀତିରେ ପରିଣତ ହୋଇସାରିଛି। ଆଜି ଆମର ଅର୍ଥ ବ୍ୟବସ୍ଥା ୪ ଟ୍ରିଲିଅନ ଡଲାରରେ ପହଞ୍ଚିଛି। […]

ସଂପୂର୍ଣ୍ଣ ପଢନ୍ତୁ
9161c21f 1adf 4a93 B8d6 Bea3fbe3e2f2

ବ୍ରହ୍ମପୁର ସଦର ଏସଡିପିଓଙ୍କ ସହ ନଗରଖବରର ପ୍ରତିଷ୍ଠାତା ସଂପାଦକଙ୍କ ସୌଜନ୍ୟମୂଳକ ସାକ୍ଷାତ

ବ୍ରହ୍ମପୁର :  ବ୍ରହ୍ମପୁର ସଦର ଏସଡିପିଓ ଶୁଭ୍ରାଂଶୁ ପରିଡାଙ୍କ ସହ ନଗରଖବରର ପ୍ରତିଷ୍ଠାତା ସଂପାଦକ ପ୍ରଦୀପ୍ତ ଦାସ ଏକ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ | ଏହି ସାକ୍ଷାତକାର ସମୟରେ ଆଇଆଇସି କୃଷ୍ଣ ସାହା ଉପସ୍ଥିତ ଥିଲେ |

ସଂପୂର୍ଣ୍ଣ ପଢନ୍ତୁ
Bfbe7ad7 A8ca 44e1 8601 5ee3186328d9

ଠିକାଦାରୀଙ୍କ ମନମାନି ଯୋଗୁଁ ୧୨ ନମ୍ବର ସାରଳା କେନାଲ ବନ୍ଧରାସ୍ତା ବିପଦ ଶଙ୍କୁଳ, ଯାତାୟାତ ବାଧାପ୍ରାପ୍ତ

ଝଙ୍କଡ଼ :  କଟକ – ପାରାଦୀପ ରାସ୍ତାର ନୂଆପଡ଼ା ଠାରୁ ତାଳଦଣ୍ଡା କେନାଲରୁ ବାହାରିଥିବା ୧୨ ନମ୍ବର ସାରଳା କେନାଲ କାମ ଚାଲିଥିବା ବେଳେ, ଏହି କେନାଲବନ୍ଧ ରାସ୍ତା ଉପରେ ଠିକାଦାରୀ ସଂସ୍ଥା ଗଦା ଗଦା ମାଟି ପକାଇ ଥିବାରୁ , ବର୍ଷା ହେବା ପରେ ସେହି ମାଟି କାଦୁଅ ପିଚୁଉପରକୁ ମାଡି ଯାଇଛି। ଯାହା ଫଳରେ ଯାନବାହାନ ଚଳାଚଳ ତ ଦୂରର କଥା ଚାଲି ଚାଲି ଯିବା ଆସିବା କରିବା ମଧ୍ୟ ବାଧାପ୍ରାପ୍ତ ହୋଇଛି। ମଣିଜଙ୍ଗା  […]

ସଂପୂର୍ଣ୍ଣ ପଢନ୍ତୁ
16704a65 988c 42dd 81c1 F6636d9516ab

ସାବିତ୍ରୀ ବେଭାର ନେଇ ଝିଅ ଘରକୁ ଯିବା ବାଟରେ ହୃଦ୍ ଘାତରେ ପରଲୋକ

ଝଙ୍କଡ଼ :  ପ୍ରସିଦ୍ଧ ଝଙ୍କଡ଼ ସାରଳା ମନ୍ଦିରର ଭଣ୍ଡାରଘରିଆ ମୂରଲୀଧର ପଣ୍ଡା (୫୭) ଗତ ଶନିବାର ଦିନ ମାଆଙ୍କ ଭଣ୍ଡାର ରକ୍ଷକ ଭାବରେ ସୁଚାରୁ ରୁପେ ନୀତି କାନ୍ତି ସମ୍ପନ୍ନ କରିବା ପରେ, ନଜିମତ ପ୍ରସାଦ ବଣ୍ଟନ କରିସାରି, ନିଜ ସ୍ତ୍ରୀ ଙ୍କୁ ସାଙ୍ଗରେ ନେଇ, ଏକ ସ୍କୁଟିଗାଡ଼ିରେ ନିଜର ଝିଅ ସ୍ୱାଗତିକା ପଣ୍ଡା ଙ୍କ ସାବିତ୍ରୀ ବ୍ରତ ପାଳନ ନିମନ୍ତେ ଶାଢ଼ୀ ଫଳମୂଳ ଓ ଅନ୍ୟାନ୍ୟ ସାମଗ୍ରୀ ସହିତ ବାଲିକୁଦା ଅଞ୍ଚଳର ଅରାବୋଳ ଶାସନ ଗ୍ରାମ […]

ସଂପୂର୍ଣ୍ଣ ପଢନ୍ତୁ
Vig

ଖଣି ଦୁର୍ନୀତିର ଖୋଳତାଡ ପାଇଁ ଗଠନ ହେଲା ୮ ଜଣିଆ SIT

କଟକ: ବେଆଇନ ଖଣି ଖନନର ତଦନ୍ତ ପାଇଁ ଭିଜିଲାନ୍ସ ନିର୍ଦ୍ଦେଶାଳୟ ଗଠନ କଲା ସ୍ଵତନ୍ତ୍ର ତଦନ୍ତକାରୀ ଟିମ(ଏସଆଇଟି)। ଏହି ଏସଆଇଟି ବେଆଇନ ଖଣି ଖନନ ନେଇ ତଦନ୍ତ ଆରମ୍ଭ କରିଥିବା ଭିଜିଲାନ୍ସ ସେଲ୍ ଏସପି ଏମ ରାଧାକ୍ରିଷ୍ଣ ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ଷ୍ଟିଲ ଏଵଂ ଖଣି ବିଭାଗର ପରାମର୍ଶ କ୍ରମେ ଏହି ଏସ୍ ଆଇ ଟି ଗଠନ କରାଯାଇଛି। ବିଶେଷ କରି ସୁନ୍ଦରଗଡ଼ ଜିଲ୍ଲାର କୋଇଡା ଓ ହେମଗିରି ଅଞ୍ଚଳରେ ବେଆଇନ ଖଣି କାରବାର ସମ୍ପର୍କରେ ତଦନ୍ତ […]

ସଂପୂର୍ଣ୍ଣ ପଢନ୍ତୁ
Covid 1748090740552 174809074096

ଆସନ୍ତା ୨୮ ତାରିଖରେ ଅନୁଷ୍ଠିତ ହେବ କୋଭିଡ୍‌ ସମୀକ୍ଷା ବୈଠକ

ନୂଆଦିଲ୍ଲୀ : ଦେଶରେ ଲଗାତାର କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି । ଆସନ୍ତା ୨୮ ତାରିଖରେ କୋଭିଡ୍‌ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବସିବ । ଏହି ବୈଠକରେ ସମସ୍ତ ରାଜ୍ୟ ସହ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଆଲୋଚନା କରିବେ । କୋଭିଡ୍‌, ନିପା, ଇନ୍‌ଫ୍ଲୁଏଞ୍ଜା ପରି ଭୂତାଣୁ ନେଇ ସମୀକ୍ଷା ହେବ । ସେହିପରି ମୁମ୍ବାଇରେ ଏହାର ଆରମ୍ଭ ହୋଇଥିବା ବେଳେ ମୋଟ ମାମଲା […]

ସଂପୂର୍ଣ୍ଣ ପଢନ୍ତୁ
Rev

ଜୁନ ୪ରୁ ରାଜସ୍ବ ବିଭାଗର ସମ୍ମିଳନୀ: ଯୋଗଦେବେ ବିଭାଗୀୟ ଅଧିକାରୀ

ଭୁବନେଶ୍ବର: ରାଜସ୍ୱ ବିଭାଗ ନିଜ ବିଭାଗର କର୍ମଚାରୀ ଓ ଅଧିକାରୀଙ୍କ ବାର୍ଷିକ କାର୍ଯ୍ୟର ସମୀକ୍ଷା କରିବାକୁ ଯାଉଛି। ରାଜସ୍ବ ସେବା ପ୍ରଦାନରେ ସଫଳତା ହାସଲ କରିଥିବା ଜିଲ୍ଲା ଓ ତହସିଲ ପୁରସ୍କୃତ ହେବେ। ଭୁବନେଶ୍ବରରେ ଆୟୋଜିତ ଦୁଇ ଦିନିଆ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରସ୍କୃତ କରିବେ। ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ପ୍ରଶାସନିକ ବ୍ୟବସ୍ଥାକୁ ଲୋକାଭିମୁଖି କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଜନସାଧାରଣ ଯେପରି ରାଜସ୍ବ […]

ସଂପୂର୍ଣ୍ଣ ପଢନ୍ତୁ