India Confirms Downing Pakistani Mirage Jet 768x432

“ଆକାଶରେ ଶତ୍ରୁଙ୍କୁ ନଷ୍ଟ କରିଛି ସେନା”: ପାକିସ୍ତାନୀ ମିରାଜ ଜେଟ୍ ଖସାଇଥିବା ନିଶ୍ଚିତ କଲା ଭାରତ

ନୂଆଦିଲ୍ଲୀ : ସୋମବାର ଭାରତ ନିଶ୍ଚିତ କରିଛି ଯେ ଅପରେସନ୍ ସିନ୍ଦୁର ସମୟରେ ଏକ ପାକିସ୍ତାନୀ ମିରାଜ ଯୁଦ୍ଧ ବିମାନ ଖସାଯାଇଛି। ଭାରତୀୟ ସେନା ଦ୍ୱାରା ଶେୟାର କରାଯାଇଥିବା ଏକ ଭିଡିଓରେ ପାକିସ୍ତାନୀ ମିରାଜର ଭଗ୍ନାବଶେଷ ଦେଖାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ପ୍ରେସ ବ୍ରିଫିଂରେ, ଭାରତୀୟ ସେନା, ବାୟୁସେନା ଏବଂ ନୌସେନାର ବରିଷ୍ଠ କମାଣ୍ଡରମାନେ ଅପରେସନ୍ ସିନ୍ଦୁରର ଏକ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି, ଯାହା ଏପ୍ରିଲ ୨୨ ତାରିଖରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ […]

ସଂପୂର୍ଣ୍ଣ ପଢନ୍ତୁ

ପାକ୍ ଗୁଳିମାଡ଼ ଯୋଗୁଁ ଯେଉଁମାନେ ଘର ଛାଡିଛନ୍ତି ସେମାନେ ଏବେ ଫେରିପାରିବେ: ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ

ପୁଞ୍ଚ/ଜାମ୍ମୁ: ଜମ୍ମୁ କାଶ୍ମୀରରେ ସମ୍ପ୍ରତି ପାକିସ୍ତାନ ଗୁଳିମାଡ଼ ଏକ “ଯୁଦ୍ଧ ପରି ପରିସ୍ଥିତି” ସୃଷ୍ଟି ହୋଇଥିଲା। ଫଳରେ ପୁଞ୍ଚ ଜିଲା ସମେତ ରାଜ୍ୟର ଅନେକ ସ୍ଥାନ ଆକ୍ରମଣରେ ପ୍ରଭାବିତ ହୋଇଥିଲା। ଦୁଇ ଦେଶ ମଧ୍ୟରେ ଏକ ସାମରିକ ବୁଝାମଣା ଯୋଗୁଁ ପାକ ଗୁଳିମାଡ଼ ବନ୍ଦ ରଖାଯାଇଛି। ଫଳରେ ପାକ୍ ଗୁଳିମାଡ଼ ଯୋଗୁଁ ଯେଉଁମାନେ ଘର ଛାଡିଛନ୍ତି ସେମାନେ ଏବେ ଫେରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି। ଅବଦୁଲ୍ଲା ପାକିସ୍ତାନୀ ସେନାର ଚାଲିଥିବା ପ୍ରଚାରକୁ ମଧ୍ୟ ଖାରଜ […]

ସଂପୂର୍ଣ୍ଣ ପଢନ୍ତୁ

୨୪ ଘଣ୍ଟାରେ ଆଣ୍ଡାମାନ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର : ୨୪ ଘଣ୍ଟାରେ ଆଣ୍ଡାମାନ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ବାୟୁ ଅଗ୍ରସର ପାଇଁ ପାଣିପାଗ ସମ୍ପୂର୍ଣ୍ଣ ଅନକୂଳ ଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୋମବାର ସୂଚନା ମିଳିଛି । ଆଣ୍ଡାମାନ ସାଗର ଓ ଦକ୍ଷିଣ ବଙ୍ଗୋପସାଗରକୁ ଛୁଇଁବ ମୌସୁମୀ ବାୟୁ । ଭାରତରେ ମୌସୁମୀ ଋତୁର ଆରମ୍ଭକୁ ସୂଚିତ କରୁଥିବା, ଭାରତ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ମିଳିଥିବା ସୂଚନାନୁସାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମେ’ ୧୩ (ଆସନ୍ତାକାଲି) […]

ସଂପୂର୍ଣ୍ଣ ପଢନ୍ତୁ
Whatsapp Image 2025 05 10 At 20.25.28 780x470

ଧର୍ମପ୍ରାଣା ମହିଳାଙ୍କର ହୃଦଘାତରେ ମୃତ୍ୟୁ

ତିର୍ତ୍ତୋଲ :  ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ପଞ୍ଚାୟତ ତଥା ଗ୍ରାମର ସମାଜସେବୀ ତଥା ଗଣମାଧ୍ୟମ ପ୍ରତିନିଧି, ତିର୍ତ୍ତୋଲ ପ୍ରେସକ୍ଲବ ର ସହସମ୍ପାଦକ ଭାଗବତ ପ୍ରସାଦ ଙ୍କ ସହଧର୍ମିଣୀ ଗୀତାଞ୍ଜଳି ସାମଲ ଙ୍କ ହୃଦଘାତ ଜନିତ ମୃତୁ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି  | ସେ ଜଣେ ସୁଗୃହିଣୀ, ମିଷ୍ଠଭାଷୀ, ପରୋପକାରୀ, ଧାର୍ମିକ ଚିନ୍ତାଧାରା ର ମହିଳା ଥିଲେ | ଦୀର୍ଘ ଆଠ ମାସ ଧରି ମଧୁମେହ, ଉଚ୍ଚରକ୍ତଚାପ ଓ କିଡ଼ନୀ […]

ସଂପୂର୍ଣ୍ଣ ପଢନ୍ତୁ
41200c1b 0d18 456a 9840 6a6ea979f207

ସାରଳା ମନ୍ଦିରରେ ଅଘଟଣ : ଅଣହିନ୍ଦୁ ପ୍ରବେଶ ଯୋଗୁଁ ପୂଜାନୀତି ବିଳମ୍ବିତ

ଜଗତସିଂହପୁର/ଝଙ୍କଡ଼  : ବାଣୀ କ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ମନ୍ଦିର ବେଢ଼ା ଭିତରକୁ ଅଣହିନ୍ଦୁ ମାନଙ୍କର ପ୍ରବେଶ ନିଷିଦ୍ଧ କରାଯାଇଥିବାବେଳେ, ଗତ ରବିବାର ପୂର୍ବାହ୍ନ ପ୍ରାୟ ଶାଢେ ଦଶଟା ବେଳେ ଜଣେ ଖିଷ୍ଟ୍ରୀୟାନ୍ ପୁରୁଷ , ଦକ୍ଷିଣ ପାର୍ଶ୍ଵ ଦ୍ଵାର ଦେଇ ମନ୍ଦିରର ବେଢ଼ା ଭିତରକୁ ପଶିଯାଇଥିଲେ। ଉପସ୍ଥିତ ସେବାୟତ ମାନଙ୍କ ଦ୍ଵାରା ଏହି ବିଧର୍ମୀ କୁ ଚିହ୍ନଟ କରାଯିବା ପରେ, ସାରଳା ମନ୍ଦିର ପୋଲିସ ଫାଣ୍ଡି ର ପୋଲିସ […]

ସଂପୂର୍ଣ୍ଣ ପଢନ୍ତୁ
3211bcf8 Ae65 425c 8f59 40c915418949

ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀଙ୍କ ୧୩୦ ତମ ଜନ୍ମ ଜୟନ୍ତୀ ପାଳିତ

କଟକ : କଟକ ଜଗତ ସିଂହପପୁର୍ ଜିଲ୍ଲା ଖେରସ ଗ୍ରାମର ଗର୍ବ ଓ ଗୌରବ ସ୍ବାଧିନତା ସଂଗ୍ରାମର ବୀର ପୁରୁଷ ଗୋପବନ୍ଧୁ ଚୌଧୁରୀଙ୍କ ୧୩୦ ତମ ଜନ୍ମ ଜୟନ୍ତୀ କଟକ ସଦର ୪୨ ମୌଜା ପଟଣା ଗ୍ରାମର ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ପୂଜ୍ୟ ପୂଜା ଭବନ ରେ ଅନୁଷ୍ଠାନ ର ମୁଖ୍ୟ ପରାମର୍ଶ ଦାତା ସମାଜସେବୀ ସମ୍ମାନନୀୟ ପ୍ରଭାତ କୁମାର ଦେବତାଙ୍କ ସଭାପତିତ୍ବରେ ପାଳିତ ହୋଇ ଯାଇଛି । ଉକ୍ତ ସ୍ମୃତି ଚାରଣ ସଭା ରେ […]

ସଂପୂର୍ଣ୍ଣ ପଢନ୍ତୁ
Dgmo

୧୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଛନ୍ତି : ଭାରତୀୟ ସେନା

ନୂଆଦିଲ୍ଲୀ : ଆତଙ୍କବାଦ ବିରୋଧରେ ଥିଲା ଅପରେସନ ସିନ୍ଦୂର ଓ ତାହା ୧୦୦ ପ୍ରତିଶତ ସଫଳ ହୋଇଛି । ଏଥିରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି ବୋଲି ଭାରତୀୟ ସେନା କହିଛି । ରବିବାର ଭାରତର ତିନି ସେନା ଦ୍ୱାରା ଅପରେସନ ସିନ୍ଦୂର ଉପରେ ଏକ ପ୍ରେସ ବ୍ରିଫିଂ କରାଯାଇଥିଲା। ଭାରତୀୟ ସେନାର ଡିଜିଏମଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ଅପରେସନ ସିନ୍ଦୂର ବିଷୟରେ କହିଛନ୍ତି, “୨୨ ଏପ୍ରିଲରେ ପହଲଗାମରେ ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ
Ramakrushna

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ରାମକୃଷ୍ଣ ଦାସମହାପାତ୍ର ନିଲମ୍ବିତ

ପୁରୀ : ଦିଘା ଜଗନ୍ନାଥ ମନ୍ଦିର ବିବାଦରେ ଜଡ଼ିତ ହୋଇ ପଡ଼ିଥିବା ବରିଷ୍ଠ ଦଇତାପତି ସେବାୟତ ରାମକୃଷ୍ଣ ଦାସମହାପାତ୍ର ନିଲମ୍ବିତ ହୋଇଛନ୍ତି । ବଳକା ଦାରୁରେ ଦିଘା ମନ୍ଦିର ଜଗନ୍ନାଥ ବିଗ୍ରହ ନିର୍ମାଣ ନେଇ ଦ୍ବନ୍ଦ୍ବାତ୍ମକ ଏବଂ ବିବାଦୀୟ ବୟାନ ଦେଇ ଥିବା ରାମକୃଷ୍ଣଙ୍କୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୈଫିୟତ ମଗା ଯାଇଥିଲା । ଆଜି ତାଙ୍କୁ ୩୦ ଦିନ ପାଇଁ ନିଲମ୍ବିତ କରାଯାଇଥିବା ସୂଚନା ଦିଆଯାଇଛି । ସେ ୩୦ ଦିନ ଯାଏ ଶ୍ରୀମନ୍ଦିରରେ ପ୍ରବେଶ କରି […]

ସଂପୂର୍ଣ୍ଣ ପଢନ୍ତୁ
Pmm

କାହାର ମଧ୍ୟସ୍ଥତା ଦରକାର କରୁନି ଭାରତ, ଆତଙ୍କବାଦୀଙ୍କୁ ହସ୍ତାନ୍ତର କଲେ ଆଲୋଚନା ହେବ: ମୋଦୀ

କାଶ୍ମୀର ପ୍ରସଙ୍ଗରେ ଭାରତ କୌଣସି ବାହ୍ୟ ରାଷ୍ଟ୍ରର ମଧ୍ୟସ୍ଥତା ଦରକାର କରୁନି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଉଦ୍ଦେଶ୍ୟରେ ଏଭଳି କହିଛନ୍ତି। ଅପରେସନ ‘ସିନ୍ଦୂର’ରେ ପାକିସ୍ତାନ ଉପରେ ଭାରତର ପ୍ରଚଣ୍ଡ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେବା ସହିତ ଅସ୍ତ୍ରବିରତି ପାଇଁ ଅନୁରୋଧ କରିଥିଲେ। ପରେ ପାକିସ୍ତାନ ଅସ୍ତ୍ରବିରତି ପାଇଁ ଭାରତ ସହିତ କଥା ହେବାରୁ ଶନିବାର ରାତିରେ ଅପରେସନ ‘ସିନ୍ଦୂର’କୁ ସାମୟିକ ସ୍ଥଗିତ ରଖାଯାଇଛି। କିନ୍ତୁ ତାହା ବନ୍ଦ […]

ସଂପୂର୍ଣ୍ଣ ପଢନ୍ତୁ
Awer

ଜମ୍ମୁରୁ ସୁରକ୍ଷିତ ଫେରିଲେ ପୁରୀର ତେଜସ୍ବିନୀ ମହାପାତ୍ର, ସରକାରଙ୍କୁ ଧନ୍ୟବାଦ ଜଣାଇଲେ ପରିବାର ଲୋକେ

ପୁରୀ : ଜମ୍ମୁରୁ ସୁରକ୍ଷିତ ଫେରିଛନ୍ତି ପୁରୀ ସୁଜାତା ନଗରର ତେଜସ୍ବିନୀ ମହାପାତ୍ର । ଭଲୱାଲ ଜିଲ୍ଲାରେ ବିଇଡି ପଢୁଥିଲେ । ଭାରତ – ପାକିସ୍ତାନ ଉତ୍ତେଜନା ଖବର ପରିବାର ଲୋକଙ୍କୁ ବିଚଳିତ କରିଥିଲା l ତେବେ ସେଠାରେ ଥିବା ଛାତ୍ରଛାତ୍ରୀଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥା କରି ସୁରକ୍ଷିତ ଭାବେ ଫେରାଇ ଆଣିଥିଲେ ସରକାର । ଘରକୁ ଫେରିବା ପରେ ଜମ୍ମୁର କିପରି ଜୀବନ କଟିଥିଲା ତାହା ବଖାଣିଛନ୍ତି l ସେପଟେ ଝିଅ ସୁରକ୍ଷିତ ଭାବେ ଘରେ ପହଞ୍ଚିଥିବା କେନ୍ଦ୍ର […]

ସଂପୂର୍ଣ୍ଣ ପଢନ୍ତୁ