7f3e3648 46c6 4bbc 835c 01c83726d5f5

କବି ଗୋଲକ ବିହାରୀ ପଳାଇଙ୍କ ‘ଏଇ ମୋର ଗାଁଆ’ର ଲୋକାର୍ପଣ ଉତ୍ସବ

ଜଗତସିଂହପୁର/ଝଙ୍କଡ଼:  ବିଶ୍ଵର ସମଗ୍ର ସାହିତ୍ୟର ଅନ୍ତୁଡ଼ିଶାଳ ହେଉଛି ଗାଁ । ଏଇ ଗାଆଁ ର କବି ଏଇ ମାଟିର କବି ସାରଳା ଦାସ ଓଡ଼ିଆ ଭାଷା ରେ ମହାଭାରତ ରଚନା କରିଥିବାରୁ ତାଙ୍କୁ ଏ ମାଟିର ମହାକବି ବୋଲି କୁହାଯାଇଛି । ପଲ୍ଲୀକବି ନନ୍ଦ କିଶୋର ବଳ ଓ କବି ସଚ୍ଚି ରାଉତରାୟଙ୍କ ପଲ୍ଲୀଶ୍ରୀ କବିତା ରେ ଥିବା ଛୋଟ ମୋର ଗାଁଆଟି ଆଦି ରେ ଅନୁପ୍ରାଣିତ ହୋଇ, ଝଙ୍କଡରତ୍ନ ଗୋଲୋକ ବିହାରୀ ପଳାଇ ଙ୍କ ଦ୍ଵାରା […]

ସଂପୂର୍ଣ୍ଣ ପଢନ୍ତୁ
8e318ad8 Df90 4bd7 8ec9 003c3ce4f0e9

ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ମା ଭୁଆସୁଣୀ ପୀଠରେ ପ୍ରଦୀପ ପ୍ରଜ୍ଜ୍ୱଳନ

କଟକସଦର : କଟକସଦର ନିର୍ବାଚନ ମଣ୍ଡଳୀର ଦଧିବାମନପୁର ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସୁମିତ୍ରା ଗୋଚ୍ଛାୟତ, ଯୁବନେତା ପଦ୍ମନାଭ ଗୋଚ୍ଛାୟତ (ଟୁଲୁ ବାବୁ)ଙ୍କ ନେତୃତ୍ବରେ ଓଡ଼ିଶାର ଜନନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ, ବିରୋଧୀଦଳ ନେତା ଓ ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ମା ଭୁଆସୁଣୀ ପୀଠରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା | ଏଥିରେ ମୁରବୀ ଅଶୋକ ରାଉତ,ସପନି ଦେବତା,ମାନ ଗୋବିନ୍ଦ ପଣ୍ଡା, ରଞ୍ଜନ ସ୍ବାଇଁ,ସନାତନ ବେହେରା, ଅଶୋକ ଭୋଇ,ସାଜନ ପତି […]

ସଂପୂର୍ଣ୍ଣ ପଢନ୍ତୁ
09f7f6df 775b 4cf9 B501 D7465da08319

ସରସ୍ଵତୀ ଭୋଇ : ଆବାସ ଯୋଜନାରୁ ବଞ୍ଚିତ

ବୟାଳିଶମୌଜା : ୪୨ ମୌଜା, କଳପଡା ପଞ୍ଚାୟତ ଅନ୍ତର୍ଗତ ଦହିଗାଁ ଗ୍ରାମର ୬ ନମ୍ବର ୱାର୍ଡବାସିନ୍ଦା ସ୍ବାମୀ ଅଶୋକ କୁମାର ଭୋଇ ଓ ପତ୍ନୀ ସରସ୍ବତୀ ଭୋଇ ହିତାଧିକାରୀ ଆବାସ ଯୋଜନା ପାଇବାରୁ ବଞ୍ଚିତ ହୋଇଛନ୍ତି। ପକ୍କା ଘରଟିଏ ପାଇବା ପାଇଁ ବହୁବାର ଅଭିଯୋଗ କରିଛନ୍ତି ଏବଂ ବହୁବାର ସଦର ବ୍ଲକ ପକ୍ଷରୁ ତଦନ୍ତ ହୋଇଥିଲେ ମଧ୍ୟ ଘରଟିଏ ପାଇ ନାହାଁନ୍ତି। ଏହି ଗ୍ରାମର ଅନେକ ଗରିବ ଶ୍ରେଣୀର ଲୋକ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ପାଇବା […]

ସଂପୂର୍ଣ୍ଣ ପଢନ୍ତୁ
Krushna Ch Patra 1

ଖରିଫରେ ୧୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରିବୁ

ଭୁବନେଶ୍ବର ୨୨।୬: ଖରିଫରେ ୧୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରିବୁ । ଏମିତି ପ୍ରତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ରବିରେ ଆମ ୭୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରିଥିଲୁ । ଆମର ଉଦ୍ଦେଶ୍ୟ ହେଉଛି ଚାଷୀଙ୍କର ଟୋକନ ଲାପସ ନ ହେଉ । ଚାଷୀ ହଇରାଣ ନ ହୁଅନ୍ତୁ । ବର୍ଷା ହେବ । ଆମେ କ’ଣ କରିପାରିବୁ । ଏହା ପ୍ରକୃତିର […]

ସଂପୂର୍ଣ୍ଣ ପଢନ୍ତୁ
Process Aws

ଯଦି ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୁଏ ତେବେ ବିପଦରେ ପଡିବେ ଏହିସବୁ ଦେଶ

ନୂଆଦିଲ୍ଲୀ୨୨।୬: ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଘାତକ ଯୁଦ୍ଧ ଏବଂ ରୁଷିଆ-ୟୁକ୍ରେନ ସଂଘର୍ଷରେ ନିରନ୍ତର ବୃଦ୍ଧି ବିଶ୍ୱକୁ ଏକ ସମ୍ବେଦନଶୀଳ ପରିସ୍ଥିତି ଆଡ଼କୁ ଠେଲି ଦେଇଛି। ଏହି ପରିପ୍ରେକ୍ଷୀରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୁଏ, ତେବେ କେତେକ ଦେଶ ମିସାଇଲ ଆକ୍ରମଣର ପ୍ରଥମ ଲକ୍ଷ୍ୟ ହେବେ, ଆନ୍ୟମାନେ ନିରପେକ୍ଷ ନୀତି ଓ ଭୌଗୋଳିକ ଅବସ୍ଥାନ ହେତୁ ସୁରକ୍ଷିତ ରହିବେ। ବିଶେଷଜ୍ଞମାନଙ୍କ ମତରେ, ଭୌଗୋଳିକ ଅବସ୍ଥାନ, ସାମରିକ ଭୂମିକା ଏବଂ […]

ସଂପୂର୍ଣ୍ଣ ପଢନ୍ତୁ
ଭଭଭ

ଖାମେନିଙ୍କୁ ହତ୍ୟା ଚିନ୍ତା, ବାଛିଲେ ୩ ସାମ୍ଭାବ୍ୟ ଉତ୍ତରାଧିକାରୀ

ତେହେରାନ : ଇସ୍ରାଏଲ-ଇରାନ ଯୁଦ୍ଧ ଜାରି ରହିଥିବାବେଳେ ଇରାନର ସର୍ବୋଚ୍ଚ ନେତା ଅୟାତୋଲ୍ଲା ଅଲୀ ଖାମେନି ନିଜର ଉତ୍ତରାଧିକାରୀ ଚୟନ କରିବାକୁ ମନସ୍ଥ କରିଛନ୍ତି। ଏଥିପାଇଁ ସେ ୩ ଜଣ ସାମ୍ଭାବ୍ୟ ଉତ୍ତରାଧିକାରୀଙ୍କ ନାମ ସାମ୍ନାକୁ ଆଣିଛନ୍ତି। ଏହି ୩ ଜଣଙ୍କ ପରିଚୟ କିନ୍ତୁ ଗୋପନ ରଖାଯାଇଛି। ହେଲେ ଏତିକି ସ୍ପଷ୍ଟ ହୋଇଛି ଯେ, ଏମାନଙ୍କ ମଧ୍ୟରେ ଖାମେନି ନିଜ ପୁଅର ନାଁକୁ ସାମିଲ କରିନାହାନ୍ତି। ଇସ୍ରାଏଲ-ଇରାନ ଯୁଦ୍ଧ ଚାଲିଥିାବାବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଇରାନ ସେନାର […]

ସଂପୂର୍ଣ୍ଣ ପଢନ୍ତୁ
Xz

ଇରାନ ଉପରେ ଆମେରିକାର ବିମାନ ଆକ୍ରମଣକୁ ଚୀନ୍ ର ନିନ୍ଦା

ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ଯୁଦ୍ଧ ହଠାତ୍ ଏକ ନୂତନ ମୋଡ଼ ନେଇଛି। ଇସ୍ରାଏଲ ସହିତ, ଆମେରିକା ମଧ୍ୟ ଇରାନ ଉପରେ ଆକ୍ରମଣ କରିଛି। ଇରାନ ଉପରେ ଆମେରିକାର ଆକ୍ରମଣରେ ଚୀନ୍ ବହୁତ କ୍ରୋଧିତ ହୋଇଛି। ଇରାନ ଉପରେ ଆମେରିକାର ବିମାନ ଆକ୍ରମଣକୁ ଚୀନ୍ ନିନ୍ଦା କରିଛି। ଏହା ବ୍ୟତୀତ ମାଧ୍ୟମ ସିଜିଚୀନ୍ ଆମେରିକାକୁ ଇତିହାସ ଭୁଲି ନଯିବାକୁ ଚେତାବନୀ ଦେଇଛି ଏବଂ କହିଛି ଯେ ଆମେରିକା ପୁଣି ଥରେ ତା’ର ପୁରୁଣା ରଣନୈତିକ ଭୁଲକୁ ଦୋହରାଉଛି। ଚୀନ୍ ସରକାରୀ […]

ସଂପୂର୍ଣ୍ଣ ପଢନ୍ତୁ
34

ଗାଜାରୁ ମିଳିଲା ୩ ଇସ୍ରାଏଲୀ ବନ୍ଧକଙ୍କ ମୃତଦେହ

ଗାଜା: ଇରାନ ସହିତ ଯୁଦ୍ଧ ମଧ୍ୟରେ, ଇସ୍ରାଏଲୀ ସେନା ଗାଜାରେ ବନ୍ଧକ ରଖାଯାଇଥିବା ଆଉ ତିନି ଜଣଙ୍କ ମୃତଦେହ ଉଦ୍ଧାର କରିଛି। ସେନା ଅନୁଯାୟୀ, ମୃତ ବନ୍ଧକମାନେ ହେଲେ ଜୋନାଥନ ସାମେରାନୋ (୨୧), ଓଫ୍ରା କେଦାର (୭୦) ଏବଂ ସେ ଲେଭିନସନ (୧୯) । ଜୋନାଥନ ସାମେରାନୋଙ୍କ ପିତା କୋବି ସାମେରାନୋ ଫେସବୁକରେ ଏକ ‘ପୋଷ୍ଟ’ରେ କହିଛନ୍ତି ଯେ ତାଙ୍କ ପୁଅ ୭ ଅକ୍ଟୋବର ୨୦୨୩ରେ ହମାସ ଆକ୍ରମଣରେ ହତ୍ୟା କରାଯାଇଥିଲା, ଯାହା ପରେ ତାଙ୍କ ମୃତଦେହ […]

ସଂପୂର୍ଣ୍ଣ ପଢନ୍ତୁ
Dagdagdazvvc 2025 06 22 02 58 17

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପରେ ବିଜେପିକୁ ଘେରିଲା ବିଜେଡି: ‘ଡବଲ୍‌ ଇଞ୍ଜିନ୍‌ ଡବଲ୍‌ ବିକାଶ ନୁହେଁ, ଡବଲ୍‌ ଧୋକା’

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାରର ବର୍ଷପୂର୍ତ୍ତି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀ ଯୋଗଦେଇ କହିଥିଲେ, ଡବଲ୍‌ ଇଞ୍ଜିନ୍‌ ସରକାରରେ ଡବଲ୍‌ ବିକାଶ ହେଉଛି। ପୂର୍ବ ସରକାରରେ ଗରିବ, କୃଷକ କେନ୍ଦ୍ରୀୟ ଯୋଜନାର ଲାଭ ପାଉନଥିଲେ। ଆଜି ଏହାର ଜବାବ ଦେଇ ବିଜେଡି କହିଛି ଡବଲ୍‌ ଇଞ୍ଜିନ୍‌ ସରକାରରେ ଡବଲ୍‌ ବିକାଶ ବଦଳରେ ରାଜ୍ୟବାସୀଙ୍କୁ ଡବଲ୍ ଧୋକା ମିଳିଛି। ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ବାସ୍ତବରେ ପ୍ରତାରଣା ହୋଇଛି। ଆଜି ଶଙ୍ଖ ଭବନରେ ବିଜେଡିର ରାଜନୈତିକ ବ୍ୟାପାର କମିଟି […]

ସଂପୂର୍ଣ୍ଣ ପଢନ୍ତୁ
33

ଜ୍ବରରେ ପୀଡ଼ିତ ମହାପ୍ରଭୁ ସୁସ୍ଥ ହେଲେ; ଶ୍ରୀନଅରରେ ପହଞ୍ଚିଲା ଖବର

ପୁରୀ: ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ସ୍ନାନ ବେଦୀରେ ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ବରରେ ପୀଡ଼ିତ ମହାପ୍ରଭୁ ଆଜି ସମ୍ପୂର୍ଣ୍ଣ ସୁସ୍ଥ ହେବା ଖବର ଶ୍ରୀନଅରରେ ପହଞ୍ଚିଛି। ଆଜି ଦ୍ବାଦଶୀ ତିଥିରେ ଦଇତା ଓ ପତି ମହାପାତ୍ର ସେବାୟତମାନେ ଶ୍ରୀନଅର ଆସି ଗଜପତି ମହାରାଜାଙ୍କୁ ମହାପ୍ରଭୁ ସୁସ୍ଥ ହୋଇଥିବା ବାର୍ତ୍ତା ଦେଇଛନ୍ତି। ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ନେଇ ନବ ପତି ମହାପାତ୍ର, ଗଣେଶ ଦାସ ମହାପାତ୍ର, ବିନାୟକ ଦାସ ମହାପାତ୍ର, କିର୍ତ୍ତୀ ଦାସମହାପାତ୍ର, ଜଗଦ୍ଦିଶ […]

ସଂପୂର୍ଣ୍ଣ ପଢନ୍ତୁ