Flood 2 1

ଉପର ମୁଣ୍ଡରେ ପ୍ରବଳ ବର୍ଷା, ଫୁଲୁଛି ସୁବର୍ଣ୍ଣରେଖା

ଜଳେଶ୍ୱର : ଫୁଲୁଛି ସୁବର୍ଣ୍ଣରେଖା । ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢିବାରେ ଲାଗିଛି । ଝାଡଖଣ୍ତ ଗାଲୁଡିହି ବ୍ଯାରେଜ ୨ ଲକ୍ଷ ୪୨ ହଜାର କ୍ୟୁସେକ ପାଣି ଛାଡ଼ିଥିବାରୁ ନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ଅନ୍ତର୍ଗତ ରାଜଘାଟଠାରେ ନଦୀର ବିପଦ ସଙ୍କେତ ୧୦.୩୬ ମିଟର ରହିଛି । ତେବେ ବନ୍ଯା ଆଶଙ୍କା ନାହିଁ ବୋଲି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର […]

ସଂପୂର୍ଣ୍ଣ ପଢନ୍ତୁ
Ni

ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥଙ୍କ ଦେହାନ୍ତ

କଟକ: ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥଙ୍କ ଦେହାନ୍ତ। ୭୮ ବର୍ଷ ବୟସରେ କଟକର ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ସ୍ୱାସ୍ଥ୍ୟଜନିତ ସମସ୍ୟା ନେଇ ଗତ ୧୪ ତାରିଖରୁ ଚିକିତ୍ସିତ ହେଉଥିଲେ ନିରଞ୍ଜନ ରଥ। ଚାରିଦିନ ତଳେ ଭୀଷଣ ଜ୍ବର, କଫ ଓ ବିଭିନ୍ନ ସଂକ୍ରମଣ ଯୋଗୁଁ ତାଙ୍କୁ ଥୋରିଆ ସାହିସ୍ଥିତ ଶାନ୍ତି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରିସ୍ଥିତି ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ରଖାଯାଇ ଭେଣ୍ଟିଲେଟର ଜରିଆରେ ଚିକିତ୍ସା କରାଯାଉଥିଲା। ଚିକିତ୍ସକଙ୍କ ସମସ୍ତ ଉଦ୍ୟମ […]

ସଂପୂର୍ଣ୍ଣ ପଢନ୍ତୁ
5a4c5d96 0551 41d1 Aa4c D49380fff748

ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଶ୍ରାଦ୍ଧଦିବସ ପାଳିତ

କଟକ ସଦର : ୪୨ ମୌଜା ପାଟଣା ଗ୍ରାମର ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ର ପୂଜ୍ୟପୂଜା ଭବନରେ ଓଡ଼ିଶା ର ଗର୍ବ ଓ ଗୌରବ ବ୍ୟାସକବି ଫକୀର ମୋହନ ସେନାପତି ଙ୍କ 107ତ୍ତମ ଶ୍ରାଦ୍ଧ ଉତ୍ସବ ଅନୁଷ୍ଠାନର ସଭାପତି ସରୋଜ ନଳିନୀ ପରିଜା ଉପଦେଷ୍ଟା ବିଶିଷ୍ଟ ସମାଜସେବୀସମୀର କୁମାର ପଣ୍ଡା, କାର୍ଯ୍ୟକାରୀ ସଭାପତି ଶିକ୍ଷକ ରତ୍ନ ଅଭୟ କୁମାର ଦାସଉପସଭାପତି ସନ୍ତୋଷ କୁମାର ଭୋଇ, ଆଦର୍ଶ ଶିକ୍ଷକ ମିହିର କୁମାର ନାୟକ ଏବଂ ଶ୍ରୀଜଗନ୍ନାଥ ଷ୍ଟଡି […]

ସଂପୂର୍ଣ୍ଣ ପଢନ୍ତୁ
ଭଭ

ବିରିତୋଳ ପଞ୍ଚାୟତରେ ବିକାଶ ବାହନ ଯାତ୍ରାର ଶୁଭାରମ୍ଭ

ଜଗତସିଂହପୁର/ଝଙ୍କଡ଼  :  ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବିରିତୋଳ ପଞ୍ଚାୟତ ଅଫିସ୍ ସମ୍ମୁଖରେ ରାଜ୍ୟ ସରକାରଙ୍କ ପ୍ରଥମ୍ବାର୍ଷିକ ପୂର୍ତ୍ତି ସରପଞ୍ଚ ରମାମଣି ଦାସ ଙ୍କ ଅଧ୍ୟକ୍ଷତା ରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଗତ ଗୁରୁବାର ଦିନ ପୂର୍ବାହ୍ନରେ ଆୟାଜିଟ ଏହି କାର୍ଯ୍ୟକ୍ରମରେ ଜିପିଓ ବିଶ୍ୱଜିତ୍ ମହାପାତ୍ର, ପି ଓ ତୋଫାନ ଦାସ, ଏ ଡି ଇ ଓ ସୁରେଶ ଚନ୍ଦ୍ର ମହାପାତ୍ର, ନାୟବ ସରପଞ୍ଚ ରାମ ରତନ ନାୟକ, ବିରିତୋଳ ପ୍ରାଥମିକ କୃଷି ସମବାୟ […]

ସଂପୂର୍ଣ୍ଣ ପଢନ୍ତୁ
D9847a36 0610 457f A094 5b8a0ff80f77

ମୁଳିସିଂହ ପଞ୍ଚାୟତରେ ବିକାଶ ବାହନ ଯାତ୍ରାକୁ ବିପୁଳ ସ୍ୱାଗତ।

ଜଗତସିଂହପୁର/ ଝଙ୍କଡ଼ :  ରାଜ୍ୟ ସରକାରଙ୍କ ପ୍ରଥମ ବାର୍ଷିକ ପୂର୍ତ୍ତି ଉପଲକ୍ଷେ ଗତ ଗୁରୁବାର ଦିନ ପୂର୍ବାହ୍ନରେ ତିର୍ତ୍ତୋଲ ବ୍ଲକ ମୁଳିସିଂହ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ବିକାଶ ବାହନ ରଥ ପହଞ୍ଚିବା ପରେ ବହୁସଂଖ୍ୟକ ମହିଳା ମାନେ ମୁରୁଜ ପକାଇ, ଧୂପ ଦୀପ ଅକ୍ଷତ ଓ ଫୁଲ ପକାଇ ରଥକୁ ସ୍ବାଗତ କରିଥିଲେ। ପଞ୍ଚାୟତର ସରପଞ୍ଚ ସଫି ଆ ଜାମ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ,ସମିତିସଭ୍ୟ ରଞ୍ଜନ କୁମାର ସାହୁ ଜିପିଓ ବିଶ୍ୱଜିତ୍ […]

ସଂପୂର୍ଣ୍ଣ ପଢନ୍ତୁ
Z

ଏମସ୍ ଭୁବନେଶ୍ୱରକୁ ମିଳିବ ସିକଲ୍ ସେଲ୍ ରୋଗ ପରିଚାଳନା ଉତ୍କର୍ଷ କେନ୍ଦ୍ର ମାନ୍ୟତା

ଭୁବନେଶ୍ୱର : ସିକଲ୍ ସେଲ୍ (ରକ୍ତଶିକୁଳି) ରୋଗର ଅତ୍ୟାଧୁନିକ ଚିକିତ୍ସା ଏବଂ ଏହି କ୍ଷେତ୍ରରେ ଉଚ୍ଚତର ଗବେଷଣା ନିମନ୍ତେ ଏମ୍‌ସ ଭୁବନେଶ୍ୱରକୁ ଉତ୍କର୍ଷତା କେନ୍ଦ୍ର (ସେଣ୍ଟର୍‌ ଅଫ୍‌ ଏକ୍ସଲେନ୍ସ୍‌) ମାନ୍ୟତା ପ୍ରଦାନ କରାଯିବ। ଆଜି ଏମ୍‌ସ ଭୁବନେଶ୍ୱରରେ ଆୟୋଜିତ ବିଶ୍ୱ ସିକଲ୍ ସେଲ୍ (ରକ୍ତଶିକୁଳି) ସଚେତନତା ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ମାନ୍ୟବର କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଏହି ଘୋଷଣା କରିଛନ୍ତି। ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟର ରକ୍ତଶିକୁଳି ରୋଗୀଙ୍କୁ ସାମଗ୍ରୀକ […]

ସଂପୂର୍ଣ୍ଣ ପଢନ୍ତୁ
Capture 107 750x430

ଆରଡି ପୀଠକୁ ବ୍ୟାପିଲା ଝାଡାବାନ୍ତି, ୨ ଦିନରେ ୮ ରୋଗୀ ମେଡିକାଲରେ ଭର୍ତ୍ତି

ଆରଡି : ରାଜ୍ଯରେ ଦେଖା ଦେଇଥିବା ଝାଡାବାନ୍ତି ତଥା ଡାଇରିଆ ଏବେ ଜିଲାରୁ ଜିଲା ବ୍ଯାପିବାରେ ଲାଗିଛି। ପ୍ରଥମେ ଯାଜପୁର ଓ ପରେ ପଡୋଶୀ ଜିଲା ଭଦ୍ରକକୁ ବ୍ଯାପିଥିଲା। ଗତ କିଛିଦିନ ହେବ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଓ ଧାମନଗର ପରେ ଗତକାଲି ଠାରୁ ଆରଡିପୀଠ ଓ ଆଖପାଖ ଅଞ୍ଚଳରେ ଝାଡାବାନ୍ତି ଦେଖାଦେବାରୁ ଗୁରୁବାର ୯ଜଣ ଝାଡାବାନ୍ତି ରୋଗୀ ଆରଡି ମେଡିକାଲରେ ଭର୍ତ୍ତ ହୋଇଥିଲେ। ତାଙ୍କ ମଧ୍ଯରୁ ୨ଜଣ ରୋଗୀଙ୍କର ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ମେଡିକାଲକୁ […]

ସଂପୂର୍ଣ୍ଣ ପଢନ୍ତୁ
Bijayananda Sugar Mill 2025 06 19 20 50 45

ନୂଆ ଆଶା: ପୁନରୁଦ୍ଧାର ହେବ ବିଜୟାନନ୍ଦ ସମବାୟ ଚିନିକଳ

ବଲାଙ୍ଗୀର : ସ୍ଥାନୀୟ ଦେଓଗାଁ ବ୍ଲକ ସାଗରପାଲି କଲୋନି ନିକଟରେ ଥିବା ବଲାଙ୍ଗୀର ଜିଲାର ଏକମାତ୍ର କୃଷିଭିତ୍ତିକ ଶିଳ୍ପ ବିଜୟାନନ୍ଦ ସମବାୟ ଚିନିକଳ ପ୍ରାୟ ୧୨ ବର୍ଷ ହେଲା ବନ୍ଦ ପଡ଼ିଛି। ରାଜ୍ୟରେ ସରକାର ପରିବର୍ତ୍ତନ ପରେ ଚିନିକଳର ପୁନରୁଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି। ସମ‌ବ‌ାୟ ସମିତିର ଅତିରିକ୍ତ ନିବନ୍ଧକଙ୍କୁ ଏହାର ଦାୟିତ୍ବ ଦିଆଯାଇଛି। ଜମି ଯାଞ୍ଚ କରି ସରକାରଙ୍କୁ ରିପୋର୍ଟ ‌ଦେବେ। ନୂଆ ସରକାରରେ ବଲାଙ୍ଗୀର ଜିଲାକୁୁ ଉପମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀ ପଦବି […]

ସଂପୂର୍ଣ୍ଣ ପଢନ୍ତୁ
3501f464 875f 423b 92e1 761519214446 2025 06 19 21 41 30

ଯୁବକଙ୍କୁ ହାତ-ଗୋଡ଼ରେ ବେଡ଼ି ପକାଇବା ମାମଲା: ଭୋଗରାଇ ଆଇଆଇସି ନିଲମ୍ବିତ

ଭୋଗରାଇ: ଜଣେ ଯୁବକଙ୍କ ବିରୋଧରେ ବେଆଇନ ଭାବେ କାର୍ଯ୍ୟାନୁଷ୍ଠାନ ନେବା ମାମଲାରେ ବାଲେଶ୍ବର ଆରକ୍ଷୀ ଅଧୀକ୍ଷକ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ବିନା ମାମଲାରେ ଯୁବକଙ୍କୁ ଦୁଇ ଦିନ ଯାଏଁ ହାତ-ଗୋଡ଼ରେ ବେଡ଼ି ପକାଇବା ଘଟଣାରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଆଇଆଇସି ଶ୍ରୀବଲ୍ଲଭ ସାହୁ ନିଲମ୍ବିତ ହୋଇଛନ୍ତି। ସୂଚନାଯୋଗ୍ୟ ମାମଲା ରୁଜୁ ନହୋଇ ଜଣେ ଯୁବକଙ୍କୁ ଦୁଇ ଦିନ ଥାନା ଭିତରେ ଗୋଡ଼ ଓ ହାତରେ ହେଣ୍ଡକପ ପକାଇ ଥାନା ଅଧିକାରୀ ଶ୍ରୀ ସାହୁ ଅଟକ ରଖିଥିଲେ। […]

ସଂପୂର୍ଣ୍ଣ ପଢନ୍ତୁ
Iduccwtudgr3gykgfbun

କେଉଁସବୁ ଦେଶର ଆକାଶପଥ ହୋଇ ଯାଉଛି କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ସାମରିକ ସଂଘର୍ଷ ଏବେ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ପରିଣତ ହୋଇଛି। ଗତ ୭ ଦିନ ଧରି, ଉଭୟ ଦେଶ ପରସ୍ପରକୁ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରୁଛନ୍ତି ଏବଂ ଏବେ ହାଇପରସୋନିକ୍ କ୍ଷେପଣାସ୍ତ୍ର ମଧ୍ୟ ଏହି ଯୁଦ୍ଧରେ ବ୍ୟବହାର କରାଯାଉଛି । ଏହି ସମୟରେ, ଆମେରିକା ମଧ୍ୟ ଇରାନକୁ ଆତ୍ମସମର୍ପଣ କରିବାକୁ ଚେତାବନୀ ଦେଇଛି, ଯଦିଓ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। […]

ସଂପୂର୍ଣ୍ଣ ପଢନ୍ତୁ