2 180 1751094941152

କୋଲକାତା ‘ଲ’ କଲେଜ ଛାତ୍ରୀ ଗଣଦୁଷ୍କର୍ମ ମାମଲାରେ ୪ ଗିରଫ: ଶନିବାର ସିକ୍ୟୁରିଟି ଗାର୍ଡକୁ ଧରିଲା ପୁଲିସ

କୋଲକାତା: ପଶ୍ଚିମବଙ୍ଗ ଦକ୍ଷିଣ କୋଲକାତା ‘ଲ’ କଲେଜ ପରିସରରେ ଜଣେ ପ୍ରଥମ ବର୍ଷର ଆଇନ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଶନିବାର କୋଲକାତା ପୋଲିସ କଲେଜର ଜଣେ ସୁରକ୍ଷା କର୍ମୀଙ୍କୁ ଗିରଫ କରିଛି। ଏହି ମାମଲାରେ ଏହା ଚତୁର୍ଥ ଗିରଫ। ଏହା ପୂର୍ବରୁ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ପୁଲିସ ତିନି ଜଣଙ୍କୁ ଗିରଫ କରିଥିଲା। ମୁଖ୍ୟ ଅଭିଯୁକ୍ତ ହେଉଛି ଶାସକ ଦଳ ଟିଏମ୍‌ସିର ନେତା। ରିପୋର୍ଟ ଅନୁସାରେ ଘଟଣା ଜୁନ୍ ୨୫ ତାରିଖରେ ଘଟିଥିଲ। ପୀଡ଼ିତା ୨୪ ବର୍ଷିୟା […]

ସଂପୂର୍ଣ୍ଣ ପଢନ୍ତୁ
Ratha Yatra 750x430

ବିଳମ୍ବରେ ମହାପ୍ରଭୁଙ୍କ ରଥଟଣା: ମନ୍ତ୍ରୀ କହିଲେ, ‘କାଳିଆର ଇଚ୍ଛା’

ପୁରୀ: ସମୟ ଭିତରେ ଗଡିପାରିଲାନି ମହାପ୍ରଭୁଙ୍କ ରଥ । ବିଳମ୍ବ ହେଲା । ସନ୍ଧ୍ୟା ପରେ ଗଡିଲା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ । ରାତି ପ୍ରାୟ ୭ଟା ୪୫ ମିନିଟରେ ନନ୍ଦିଘୋଷ ରଥକୁ ଟିକିଏ ଗଡାଯାଇ ଗତକାଲି ରଥଟଣାକୁ ସ୍ଥଗିତ ରଖରାଯାଇଥିଲା । ସିଂହଦ୍ବାରରେ ଅରୁଣ ସ୍ତମ୍ଭ ଠାରୁ ମାତ୍ର ଟିକିଏ ଗଡିଥିଲା ନନ୍ଦିଘୋଷ । ଏହାପରେ ଆଜି ପୁଣି ଗୁଣ୍ଡିଚା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ଚତୁର୍ଦ୍ଧାମୂରତି । ଯାହାକୁ ନେଇ ଏବେ ଅସନ୍ତୋଷ […]

ସଂପୂର୍ଣ୍ଣ ପଢନ୍ତୁ
Ki

ଆତ୍ମଘାତୀ ବିସ୍ଫୋରଣ ; ୧୩ ପାକ୍‌ ଯବାନ ମୃତ

ଇସଲାମାବାଦ : ଉତ୍ତରପଶ୍ଚିମ ପାକିସ୍ତାନରେ ଶନିବାର ଆତ୍ମଘାତୀ ବିସ୍ଫୋରଣରେ ୧୩ ପାକ୍‌ ଯବାନଙ୍କ ମୃତ୍ୟୁ ଘଟିଛି । ଖାଇବର ପଖଟୁଙ୍ଖୱା ଉତ୍ତର ୱାଜିରିସ୍ତାନରେ ଏହି ଆତ୍ମଘାତୀ ବିସ୍ଫୋରଣ ଘଟିଛି । ୧୩ ପାକ୍‌ ଯବାନଙ୍କ ମୃତ୍ୟୁ ହେବା ସହ ଆଉ ୧୦ ଜଣ ଯବାନ ଗୁରୁତର ହୋଇଛନ୍ତି । ୨୦ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଅନେକ ଶିଶୁ ମଧ୍ୟ ରହିଛନ୍ତି । ସେନା ଗାଡିକୁ ଟାର୍ଗେଟ୍‌ କରି ବିସ୍ଫୋରକ ଭର୍ତ୍ତି […]

ସଂପୂର୍ଣ୍ଣ ପଢନ୍ତୁ
Chilika

କାଳିଆ ସାଆନ୍ତଙ୍କ ଲୀଳା କ୍ଷେତ୍ର କାଙ୍କଣଶିଖରୀରେ ନିଆରା ରଥଯାତ୍ରା, ଜଳ ରାଶିରେ ଗଲେ ମହାପ୍ରଭୁ

ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଭାବର ଠାକୁର। ଭାବ ଥିଲେ ତାଙ୍କୁ ପାଇବା ହୋଇଯାଏ ସହଜ । ଏହି ଭାବକୁ ନେଇ ସାରା ବିଶ୍ୱରେ ପ୍ରସିଦ୍ଧ ରଥଯାତ୍ରା ପର୍ବକୁ ବହୁ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଛି । ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ସୁନ୍ଦର ନିଦର୍ଶନ ହେଉଛି ଏହି ଘୋଷଯାତ୍ରା । ତେବେ ଭକ୍ତଙ୍କ ଭାବନାରେ ବିହ୍ବଳ ହୋଇ ମହାପ୍ରଭୁ ବଡ଼ ଦେଉଳରୁ ବାହାରି ଆସିଥାନ୍ତି ବଡ଼ ଦାଣ୍ଡକୁ । କେବଳ ନିଜ ଭକ୍ତଙ୍କ ପାଇଁ […]

ସଂପୂର୍ଣ୍ଣ ପଢନ୍ତୁ
V

ଭିଜିଲାନ୍ସ ଜାଲରେ ସହାୟକ ଯନ୍ତ୍ରୀ; ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ୭ ସ୍ଥାନରେ ଚଢାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଫସିଲେ ଗଞ୍ଜାମ ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କର ୭ଟି ଠିକଣାରେ ଏକକାଳୀନ ଚଢାଉ କରିଛି। ଗଞ୍ଜାମ ଓ ପୁରୀ ସମେତ ଏକାକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ବ୍ରହ୍ମପୁର ରାମହରି ନଗର, ଆଙ୍କୁଲି, ପୁରୀ ଚୂଡଙ୍ଗ ସାହି, କବିସୂର୍ଯ୍ୟନଗରର ଗୁଡିଆଳି, ପୁରୁଷୋତ୍ତମପୁରର ବେଢ ଗାଁ, ଗଞ୍ଜାମ ବ୍ଲକ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ […]

ସଂପୂର୍ଣ୍ଣ ପଢନ୍ତୁ
Abba

ଖାମେନିଙ୍କୁ ଅପମାନିତ କରନ୍ତୁ ନାହିଁ ଟ୍ରମ୍ପ ; ନହେଲେ ନିଜର ଶକ୍ତି ଦେଖାଇବେ – ଇରାନର ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ : ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଅରାଘଚୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପାଲଟା ଜବାବ ଦେଇଛନ୍ତି । ସେ କହିଛନ୍ତି, ଯଦି ଟ୍ରମ୍ପ ସତରେ ଇରାନ ସହ ବୁଝାମଣା କରିବାକୁ ଚାହୁଁଛନ୍ତି ତେବେ ଅପମାନଜନକ ଭାଷାରୁ ଦୂରେଇ ରୁହନ୍ତୁ । ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଖାମେନିଙ୍କ ବିଷୟରେ ସମ୍ମାନର ସହ କଥା ହୁଅନ୍ତୁ । ଆବଶ୍ୟକ ପଡିଲେ ଇରାନ ନିଜର ଅସଲ ଶକ୍ତି ଦେଖାଇବ । ଅସଲ ରୂପକୁ ଆସିଲେ ନିଜ କ୍ଷମତା […]

ସଂପୂର୍ଣ୍ଣ ପଢନ୍ତୁ
Gau

ପୁରୀରେ ଗୌତମ ଆଦାନୀ ଶରଧା ବାଲିରେ ଶ୍ରୀଜିଉଙ୍କୁ କଲେ ଦର୍ଶନ

ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀରେ ପହଞ୍ଚିଲେ ଗୌତମ ଆଦାନୀ ଏବଂ ତାଙ୍କ ପରିବାର ଲୋକ । ସେ ଭୁବନେଶ୍ବରରେ ପହଞ୍ଚି ପୁରୀ ଅଭିମୁଖେ ଯାତ୍ରା କରିଥିବା ଜଣାପଡିଛି । ତାଙ୍କ ଲକ୍ଷ୍ୟ ହେଉଛି ଯେ, ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ । ସୂଚନାନୁଯାୟୀ, ’’ଆଜିଠୁ ଆରମ୍ଭ ହୋଇଥିବା ଭବ୍ୟ ଯାତ୍ରାରେ ଭଗବାନ ନିଜେ ଆସି ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ଏହି ଯାତ୍ରା ଭକ୍ତି, ସେବାର ଉତ୍ସବ । ଏହା ଛଡ଼ା ଲକ୍ଷ […]

ସଂପୂର୍ଣ୍ଣ ପଢନ୍ତୁ
R8cckoumrwkezarso7rc

ପୁଣି ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ

ପୁରୀ: ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ମହାପ୍ରଭୁ ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଛନ୍ତି। ରତ୍ନ ସିଂହାସନ ଛାଡ଼ି ନବଦିନାତ୍ମକ ଯାତ୍ରାରେ ମାଉସୀ ମା ଘରକୁ ଯାଇଛନ୍ତି ମହାବାହୁ। ଏହାରି ମଧ୍ୟରେ ପୁଣି ଆରମ୍ଭ ହେବାକୁ ଯାଉଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ। ୮ ଦିନ ମଧ୍ୟରେ କାମ ଶେଷ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିବା ବେଳେ ଶୃଙ୍ଖଳିତ ଓ ବ୍ୟବସ୍ଥିତ ମରାମତି କାର୍ଯ୍ୟ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି […]

ସଂପୂର୍ଣ୍ଣ ପଢନ୍ତୁ
Shefali

ବଲିଉଡ ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ଦେହାନ୍ତ

ବଲିଉଡ ଅଭିନେତ୍ରୀ ତଥା ମଡେଲ ଶେଫାଳୀ ଜରିୱାଲାଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ପରଲୋକ ଘଟିଛି । ବିଳମ୍ବିତ ରାତିରେ ନିଜ ଘରେ ଥିବା ବେଳେ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କ ସ୍ୱାମୀ ପରାମ ତ୍ୟାଗୀ ତୁରନ୍ତ ତାଙ୍କୁ ହସ୍ପିଟାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ମୃତ ଘୋଷଣା କରିଥିଲେ । ୪୨ବର୍ଷ ବୟସରଙ୍କ ‘କାଣ୍ଟା ଲାଗା’ ଫେମ୍‍ ଏହି ଅଭିନେତ୍ରୀଙ୍କ ହଠାତ ଦେହାନ୍ତ ସଭିଁଙ୍କୁ ଆଶ୍ଚର୍ଯ୍ୟ କରିଛି । ଶେଫାଳୀ […]

ସଂପୂର୍ଣ୍ଣ ପଢନ୍ତୁ
Ratha

ରଥଯାତ୍ରା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର, ଶରଧାବାଲିରେ ପହଞ୍ଚିଲା ୩ ରଥ

ଶରଧାବାଲିରେ ପହଞ୍ଚିଛି ୩ ରଥ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦଘୋଷ । ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ଯାଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରଥଯାତ୍ରା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର । ଚାରିଆଡ଼େ ଭକ୍ତିମୟ ପରିବେଶ । ଶରଧାବାଲିରେ  ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ୧୧.୧୫ରେ ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଥିଲା । ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ପହଞ୍ଚିଥିଲା । ପରେ ନନ୍ଦିଘୋଷରେ ପହଞ୍ଚିଥିଲେ କାଳିଆ ସାଆନ୍ତ । ଶରଧାବାଲିରେ ତିନି ରଥରେ […]

ସଂପୂର୍ଣ୍ଣ ପଢନ୍ତୁ