Screenshot 2025 07 18 135936 1

ହ୍ୟାକରଙ୍କ ଟାର୍ଗେଟରେ ରେଭେନ୍ସା, ୱେବସାଇଟ୍ ହ୍ୟାକ ହେବା ନେଇ ଚିନ୍ତାରେ କର୍ତ୍ତୃପକ୍ଷ

କଟକ: ହ୍ୟାକରଙ୍କ ଟାର୍ଗେଟରେ ରେଭେନ୍ସା। ୱେବସାଇଟ୍ ହ୍ୟାକ ହେବା ନେଇ ଚିନ୍ତାରେ କର୍ତ୍ତୃପକ୍ଷ। ରେଭେନ୍ସା ବିଶ୍ୱବିଦ୍ୟାଳୟ ୱେବ୍ ସାଇଟ୍ ହ୍ୟାକ କଲେ ସାଇବର ଅପରାଧୀ। BENTO4D ନାଁରେ ରହିଛି ଏହି ୱେବ୍ ସାଇଟ୍। ବିଭିନ୍ନ ପ୍ରକାର ବେଟିଂ ବା ଗ୍ୟାମ୍ବଲିଙ୍ଗ ଗେମ୍ ରହିଛି ଏହି ୱେବ୍ ସାଇଟରେ। ବିଶ୍ବବିଦ୍ୟାଳୟ ୱେବ୍‌ସାଇଟ୍‌କୁ କ୍ଲିକ୍‌ କଲେ ଏକ ବେଟିଂ ସାଇଟ୍‌ ଖୋଲୁଛି । ମୋବାଇଲ୍‌ରେ ୱେବ୍‌ସାଇଟ୍‌ ଖୋଲିଲେ ‘ବେଣ୍ଟୋ-ଫୋର୍‌ ଡି’ ପରି ଏକ ବେଟିଂ ପ୍ଲାଟ୍‌ଫର୍ମ ଖୋଲୁଛି। ଯାହା ପୂର୍ବରୁ […]

ସଂପୂର୍ଣ୍ଣ ପଢନ୍ତୁ
Divya

ଦିବ୍ୟା ଦେଶମୁଖ ବିଶ୍ଵ ଚେସ୍‌ ଚମ୍ପିଆନ

ନୂଆଦିଲ୍ଲୀ: ଭାରତୀୟ ଚେସ୍ ପାଇଁ ଐତିହାସିକ ସଫଳତା । ୧୯ ବର୍ଷୀୟା ଦିବ୍ୟା ଦେଶମୁଖ ଫିଡେ୍ ମହିଳା ବିଶ୍ୱକପ ଚାମ୍ପିଅନ ହୋଇଛନ୍ତି । ଜର୍ଜିଆର ବାଟୁମିରେ ସୋମବାର ସେ ଫାଇନାଲ୍ ଜିତିଛନ୍ତି । ରାପିଡ୍ ଟାଇ୍ ବ୍ରେକରରେ ସେ ଭାରତର ଏକ ନମ୍ୱର ଖେଳାଳି ତଥା ୱାଲର୍ଡ ରାପିଡ୍ ଚାମ୍ପିଅନ କୋନେରୁ ହମ୍ପିଙ୍କୁ ହରାଇ ଟାଇଟଲ୍ ଜିତିଛନ୍ତି । ଏହାସହ ଫିଡେ ମହିଳା ଚେସ୍ ବିଶ୍ୱକପ ବିଜୟୀ ହେବାରେ ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି । କୋନେରୁ […]

ସଂପୂର୍ଣ୍ଣ ପଢନ୍ତୁ
Delhi Lootera

ଦିଲ୍ଲୀରୁ ଲୁଟିଲେ, ବାଲେଶ୍ବର ଜିଲ୍ଲା ନୀଳଗିରିରୁ ବନ୍ଧା ହେଲେ ଚୋର

ନୀଳଗିରି: ଦିଲ୍ଲୀରେ ଚୋରି, ହେଲେ ପଲ୍ଲୀରୁ ଚୋର ଗିରଫ। ଏକଥାଟି ଆପଣଙ୍କୁ ଟିକେ ଖଟକା ଲାଗୁଥିବ ନିଶ୍ଚୟ । ତେବେ ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ପୁରା ଖବର ଉପରେ ନଜର ପକାନ୍ତୁ । ଘଟଣାଟି ହେଉଛି ନୂଆଦିଲ୍ଲୀର । ଆଜି କାଲି ତ ଚୋରଙ୍କ କଥା କହିଲେ ନସରେ, କେଉଁଠୁ ଆଉ କିଭଳି ଭାବରେ ଚୋରି କରୁଛନ୍ତି ଆପଣ ତ ଦେଖୁଥିବେ ନିଶ୍ଚୟ । ତେବେ ପୁଣି ସେହିପରି ଏକ ଆଶ୍ଚର୍ଯ୍ୟ ହେଲା ଭଳି ଘଟଣା ବର୍ତ୍ତମାନ […]

ସଂପୂର୍ଣ୍ଣ ପଢନ୍ତୁ
Insta

ଉଚ୍ଚଶିକ୍ଷା ବିଭାଗର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌ ଘଟଣା; ଅଶ୍ଲୀଳ ଓ ବେଟିଂ ଭିଡ଼ିଓ ଅପଲୋଡ୍‌

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗର ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ ଆଜି ସକାଳେ କିଛି ସମୟ ପାଇଁ ହ୍ୟାକ୍ ହୋଇଥିବାର ଜଣାପଡିଛି। ଆକାଉଣ୍ଟରେ ଅଶ୍ଲୀଳ ଓ ବେଟିଂ ଭିଡ଼ିଓ ଅପଲୋଡ୍‌ ହୋଇଥିଲା। ବିଭାଗର କାର୍ଯ୍ୟକଳାପ ସହ ସମ୍ପୃକ୍ତ ନଥିବା  କିଛି ପୋଷ୍ଟ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଅପଲୋଡ୍ ହୋଇଥିଲା। ଉକ୍ତ ଘଟଣାଟି ବିଭାଗର ନଜରକୁ ଆସିବା ପରେ, ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟକୁ Retrieve କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ତରଫରୁ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟକୁ Retrieve କରାଯିବା ସହିତ ବିଭାଗ […]

ସଂପୂର୍ଣ୍ଣ ପଢନ୍ତୁ
Rajnath Rahul 1068x601

ସଂସଦରେ ଅପରେସନ ‘ସିନ୍ଦୂର’ର ସଫଳତା ବଖାଣିଲେ ସରକାର, ଯୁଦ୍ଧବିରତି କାହିଁକି କଲ ପ୍ରଶ୍ନ କରି ଘେରିଲେ ବିରୋଧୀ

ଲୋକସଭାରେ ସୋମବାର ଅପରେସନ ‘ସିନ୍ଦୂର’ ଉପରେ ଆଲୋଚନା ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଲୋଚନାରେ ଅଂଶଗ୍ରହଣ କରି ଅପରେସନ ‘ସିନ୍ଦୂର’ର ସଫଳତା ବଖାଣିଛନ୍ତି। ତେବେ ବିରୋଧୀ ସରକାରଙ୍କୁ ନାନା ପ୍ରଶ୍ନ କରି ଘେରିଛନ୍ତି। ଯୁଦ୍ଧ ବିରତି କାହିଁକି କଲ ? ଏବେ ପିଓକେ ଆଣିବାନି ତ କେବେ ଆଣିବା ? ଏମିତି ଅନେକ ପ୍ରଶ୍ନ କରିଛନ୍ତି ବିରୋଧୀ। ଆଲୋଚନା ସମୟରେ ରାଜନାଥ କହିଥିଲେ, ଅପରେସନ ‘ସିନ୍ଦୂର’ରେ ଭାରତର ସୈନ୍ୟ କାର୍ଯ୍ୟାନୁଷ୍ଠାନରେ ୧୦୦ରୁ ଅଧିକ ଆତଙ୍କୀ, ସେମାନଙ୍କ […]

ସଂପୂର୍ଣ୍ଣ ପଢନ୍ତୁ
Ganja

ରାଜଧାନୀରେ ପୋଲିସ ସ୍ପେଶାଲ୍ କ୍ରାଇମ୍ ୟୁନିଟର ରେଡ୍, ବିପୁଳ ମାତ୍ରାରେ ଜବତ ହୋଇଛି ଗଞ୍ଜେଇ

ଭୁବନେଶ୍ୱର : ରାଜଧାନୀରେ ପୋଲିସ ସ୍ପେଶାଲ୍ କ୍ରାଇମ୍ ୟୁନିଟର ରେଡ୍ ।  ବିପୁଳ ମାତ୍ରାରେ ଗଞ୍ଜେଇ, ଚିଲମ ଜବତ ।  ଭୁବନେଶ୍ବରର ଖଣ୍ଡଗିରି ସ୍ଥିତ ଧର୍ମବିହାର, ଜାଗମରା, ପାତ୍ରପଡ଼ା ଏବଂ କଳିଙ୍ଗ ବିହାର ଅଞ୍ଚଳରେ ରେଡ୍ ।  ଏଠାରେ ଥିବା ସମସ୍ତ ପାନ ଦୋକାନ, ଚା ଦୋକାନ ଏବଂ ଏମସ ସ୍ଥିତ ଛତୁ ଦୋକାନରେ ଚଢ଼ାଉ କରିଛି ଟିମ୍ । ବିପୁଳ ମାତ୍ରାରେ ଗଞ୍ଜେଇ ସହ ଚିଲମ ଓ ମୁଦୁକ ଜବତ କରିବା ସହ ୪ ଜଣଙ୍କୁ ଗିରଫ […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 07 27 075535

ଭଦ୍ରକରେ ବନ୍ୟା ବିତ୍ପାତ, ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି ଘୋଷଣା

ଭଦ୍ରକ: ବନ୍ୟା ଛନକା ଭିତରେ ବର୍ଷା ଭୟ। ଅଧା ଓଡିଶାକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଏହାରି ଭିତରେ ଭଦ୍ରକରେ ଦେଖିବାକୁ ମିଳିଛି ବନ୍ୟା ବିତ୍ପାତ। ୨୧ ପଞ୍ଚାୟତର ୨୯ଟି ଗାଁ ବନ୍ୟାରେ ପ୍ରଭାବିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି ଘୋଷଣା କରାଯାଇଛି। ଧାମନଗରର ୧୧ ପଞ୍ଚାୟତ, ଭଣ୍ଡାରିପୋଖରୀର ୪ଟି, ତିହିଡ଼ିର ୫ଟି ଓ ଚାନ୍ଦବାଲିର ଗୋଟିଏ ପଞ୍ଚାୟତ ପ୍ରଭାବିତ ହୋଇଛି। […]

ସଂପୂର୍ଣ୍ଣ ପଢନ୍ତୁ
Hasim Musa 1068x601

ପହଲଗାଓଁ ଆକ୍ରମଣର ମାଷ୍ଟରମାଇଣ୍ଡ ହାସିମ୍‌ ମୁସା ନିପାତ

ଜମ୍ମୁ: ଶ୍ରୀନଗରରେ ସୁରକ୍ଷା ବାହିନୀଙ୍କୁ ମିଳିଛି ବଡ଼ ସଫଳତା। ସୁରକ୍ଷା ବାହିନୀଙ୍କ ଗୁଳିରେ ନିପାତ ହୋଇଛି କୁଖ୍ୟାତ ଆତଙ୍କବାଦୀ ହାସିମ୍‌ ମୁସା। ପହଲଗାଓଁ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ହାସିମ୍‌ ମୁସା। ଶ୍ରୀନଗର ହରଓ୍ବାନ ଦଚିଗାମ ଜାତୀୟ ଉଦ୍ୟାନ ଅଞ୍ଚଳରେ ଭାରତୀୟ ସେନା ପକ୍ଷରୁ କରାଯାଇଥିବା ‘ଅପରେସନ ମହାଦେବ’ରେ ମୁସା ନିହତ ହୋଇଥିବା ଜଣାପଡ଼ିଛି। ହାସିମ୍‌ ମୁସାକୁ ଧରାଦେବାକୁ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ପହଲଗାଓଁ ବ୍ୟତୀତ ଆହୁରି ଅନେକ ଆତଙ୍କୀ କାର୍ଯ୍ୟକଳାପ ତଥା […]

ସଂପୂର୍ଣ୍ଣ ପଢନ୍ତୁ
Delhi Aiims

ଆଜି ପୁଣି ବଳଙ୍ଗା ପୀଡ଼ିତାଙ୍କ ଦିଲ୍ଲୀ ଏମସରେ ୩ୟ ଅସ୍ତ୍ରୋପଚାର !

ବଳଙ୍ଗା : ଆଜି ବଳଙ୍ଗା ପୀଡ଼ିତାଙ୍କ ହୋଇପାରେ ୩ୟ ଅସ୍ତ୍ରୋପଚାର ।  ଦିଲ୍ଲୀ ଏମସରେ ନାବାଳିକା ପୀଡ଼ିତାଙ୍କ ଚିକିତ୍ସା ଜାରି ରହିଛି ।  ଯଦି ଆଜି ଅସ୍ତ୍ରୋପଚାର ହୁଏ ତେବେ ବୟାନ ରେକର୍ଡ କରିବା ପାଇଁ ଆଉ ଗୋଟିଏ ଦିନ ଅପେକ୍ଷା କରିବାକୁ ପଡ଼ିବ । ପୀଡ଼ିତାଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ ପାଇଁ ଗତକାଲି ଦିଲ୍ଲୀରେ ପହଞ୍ଚିଥିଲେ ବଳଙ୍ଗା ଥାନା ଅଧିକାରୀ ଦିବ୍ୟ ରଞ୍ଜନ ପଣ୍ଡା ଓ ପୁରୀ ପୋଲିସ ହେଡ଼ କ୍ଵାଟର ମହିଳା DSP କଳ୍ପନା […]

ସଂପୂର୍ଣ୍ଣ ପଢନ୍ତୁ
Rain

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ, ୧୫ ଜିଲ୍ଲାକୁ ବର୍ଷା ଆଲର୍ଟ

ଭୁବନେଶ୍ୱର: ବନ୍ୟା ଛନକା ଭିତରେ ବର୍ଷା ଭୟ। ଆସନ୍ତା ୨ ଦିନ ଅଧା ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା। ଆଜି ଓ କାଲି ପାଣିପାଗ ବିଭାଗର ୧୫ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ। କାଲି ସୁନ୍ଦରଗଡ, ମୟୂରଭଞ୍ଜ, କେନ୍ଦୁଝରରେ ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମବଙ୍ଗ ଉପକୂଳ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ […]

ସଂପୂର୍ଣ୍ଣ ପଢନ୍ତୁ