Water C

ସୁନ୍ଦରଗଡରେ ପ୍ରବଳ ବର୍ଷା, ବଣାଇ ମେଡିକାଲ ଭିତରେ ପଶିଲା ପାଣି

ବଣାଇ: ବଣାଇ ମେଡିକାଲ ଭିତରେ ପଶିଲା ପାଣି । ରୋଗୀ ହନ୍ତସନ୍ତ । ସୁନ୍ଦରଗଡ ଜିଲ୍ଲା ବଣାଇରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଲାଗି ରହିଛି । ପ୍ରାୟ ୧୨ଘଣ୍ଟାରୁ ଅଧିକ ହେବ ଅଧିକାଂଶ ସ୍ଥାନରେ ବିଦ୍ୟୁତ ସେବା ଠପ ହୋଇଯାଇଛି । ଅନ୍ଧାରରେ ରହିଛନ୍ତି ବଣାଇ ବାସିନ୍ଦା । ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ବର୍ଷା ପାଣି ପଶି ରୋଗୀ ସେବା ବ୍ୟାହାତ ହୋଇଛି । ବିଦ୍ୟୁତ ସେବା ଓ ଜେନେରଟର ଅଚଳ ହେବା ପରେ ଅନ୍ଧାରରେ ରୋଗୀ […]

ସଂପୂର୍ଣ୍ଣ ପଢନ୍ତୁ
Rwew

ଅବପାତ ଘନୀଭୂତ ହୋଇ ଲଘୁଚାପରେ ପରିଣତ, ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଲେ ଏସଆରସି

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଶୁକ୍ରବାର ସକାଳେ ନିଶ୍ଚିତ କରିଛି ଯେ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଥିବା ଲଘୁଚାପ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇଛି। ଏହା ପଶ୍ଚିମବଙ୍ଗ ଏବଂ ବାଂଲାଦେଶର ଉପକୂଳକୁ ଅତିକ୍ରମ କରି ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଉଛି। ଗତ ତିନି ଘଣ୍ଟାରେ ପ୍ରତି ଘଣ୍ଟା ୧୩ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଏହି ପାଣିପାଗ ପ୍ରଣାଳୀ ସକାଳ ୭ଟା ୩୦ରୁ […]

ସଂପୂର୍ଣ୍ଣ ପଢନ୍ତୁ
All Party Meet 1068x601

ସର୍ବଦଳୀୟ ବୈଠକରେ ସହମତି: ସୋମବାରଠାରୁ ସୁରୁଖୁରୁରେ ଚାଲିବ ସଂସଦ

ବିହାରରେ ଭୋଟର ତାଲିକା ସଂଶୋଧନ ଲାଗି ନିର୍ବାଚନ ଆୟୋଗଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ପୁନଃନିରୀକ୍ଷଣ(ଏସଆଇଆର)କୁ ବିରୋଧ କରି ସଂସଦରେ ଦୁଇଦିନ ଧରି ହଟ୍ଟଗୋଳ ଲାଗି ରହିବା ପରେ ଶୁକ୍ରବାର ସୁଧାର ଆସିଛି। ସର୍ବଦଳୀୟ ବୈଠକରେ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି। ଆସନ୍ତା ସୋମବାରଠାରୁ ସଂସଦ କାର୍ଯ୍ୟ ନିୟମିତ ଚାଲୁରହିବ ବୋଲି ବୈଠକରେ ସହମତି ହୋଇଛି। ତେବେ ବୈଠକ ପରେ ଅପରାହ୍ନ ୨ଟାରେ ପୁନର୍ବାର କାର୍ଯ୍ୟ ଆରମ୍ଭ ହୋଇଥିଲେ ବିରୋଧୀମାନେ ପୁଣି […]

ସଂପୂର୍ଣ୍ଣ ପଢନ୍ତୁ
Rkl 1

ରାଉରକେଲା ଇସ୍ପାତ କାରଖାନା ସଂପ୍ରସାରଣ ପାଇଁ ହାଇଲେବୁଲ କମିଟି ବୈଠକ, ୯ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

ରାଉରକେଲା : ରାଉରକେଲା ଇସ୍ପାତ କାରଖାନା ସଂପ୍ରସାରଣ ପାଇଁ ହାଇଲେବୁଲ କମିଟି ବୈଠକ ।  ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ହାଇଲେବୁଲ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ୩୦ ହଜାର କୋଟି ଟଙ୍କା ବ୍ୟୟ ଅଟକଳ ରେ ୧୨୦୦ ଏକର ପରିମିତ ଜମିରେ ଇସ୍ପାତ କାରଖାନା ସଂପ୍ରସାରଣ କାର୍ଯ୍ୟ କିଭଳି କାର୍ଯ୍ୟକାରୀ ହୋଇପାରିବ ସେଥିପାଇଁ କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ର ଯୁଗ୍ମ ସଚିବ, ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ରାଉରକେଲା ଇସ୍ପାତ କାରଖାନା […]

ସଂପୂର୍ଣ୍ଣ ପଢନ୍ତୁ
Lokaseva Bhaban

ଆଉଟସୋର୍ସିଂ ନିଯୁକ୍ତି ନେଇ ସରକାର ଜାରି କଲେ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର: ଆଉଟସୋର୍ସିଂ ନିଯୁକ୍ତି ନେଇ ଓଡ଼ିଶା ସରକାର ସମସ୍ତ ବିଭାଗକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଆଉଟସୋର୍ସିଂ ଭିତ୍ତିରେ କର୍ମଚାରୀ ନିଯୁକ୍ତି ପାଇଁ ଅର୍ଥ ବିଭାଗର ପୂର୍ବ ଅନୁମୋଦନ ବାଧ୍ୟତାମୂଳକ। ଏପରି କରି ରାଜ୍ୟ ସରକାର ଠିକା ବା କଣ୍ଟ୍ରାକ୍ଟଚୁଆଲ ନିଯୁକ୍ତି ରୋକିବା ଏବଂ ଆର୍ଥିକ ଅନୁଶାସନ ନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଅର୍ଥ ବିଭାଗର ଏକ ସରକାରୀ ଚିଠିରେ କୁହାଯାଇଛି ଯେ, ସମସ୍ତ ବିଭାଗକୁ ଲିଖିତ ଭାବେ ଜଣାଇ ଦିଆଯାଇଛି ଯେ ନୂଆ କରି […]

ସଂପୂର୍ଣ୍ଣ ପଢନ୍ତୁ
200cf8c8 4862 484e 9fca E052435d3992

କାଠଯୋଡ଼ି ପଠାରେ ସବୁଜିମାର ନୂଆ ଅଧ୍ୟାୟ: ପ୍ରକୃତିବନ୍ଧୁ ନବକିଶୋରଙ୍କ ଉଦ୍ୟମରେ “ନବ କଳେବର ବାଟିକା” ସ୍ଥାପନ

ବୟାଳିଶମୌଜା: ପ୍ରକୃତିର ସୁରକ୍ଷା ଓ ସବୁଜ ବିପ୍ଳବ ଦିଗରେ ଏକ ନିଆରା ପଦକ୍ଷେପ ସ୍ୱରୂପ, ୪୨ ମୌଜା ଅନ୍ତର୍ଗତ ଶ୍ରୀରାମ କାଠଯୋଡ଼ି ନଦୀ କୂଳରେ ଆଉ ଏକ କୃତ୍ରିମ ଜଙ୍ଗଲ ସୃଷ୍ଟି କରାଯାଇଛି । ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଏହି ଅଭିଯାନରେ “ନବ କଳେବର ବାଟିକା” ନାମରେ ନବମ କୃତ୍ରିମ ଜଙ୍ଗଲ ପାଇଁ ଚାରାରୋପଣ କରାଯାଇଛି । ଏହି ଅବସରରେ କାଠଯୋଡ଼ି ନଦୀ ତଟରେ ପ୍ରାୟ ୧୨ ହଜାର ବର୍ଗଫୁଟ ପରିମିତ ସ୍ଥାନକୁ ସୁରକ୍ଷା […]

ସଂପୂର୍ଣ୍ଣ ପଢନ୍ତୁ
B5569a46 94bf 4709 A479 69b65cbe432f

ଅଘୋଷିତ ବିଦ୍ୟୁତ୍ କାଟରେ ଅତିଷ୍ଠ ୪୨ ମୌଜାବାସୀ: ତୁରନ୍ତ ସମାଧାନ ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

କଟକ ସଦର: ୪୨ ମୌଜା ଅଞ୍ଚଳରେ ଦୀର୍ଘଦିନ ଧରି ଲାଗି ରହିଥିବା ଗୁରୁତର ବିଦ୍ୟୁତ୍ ସମସ୍ୟା ନେଇ ଲୋକଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି । ନୂତନ ସବଷ୍ଟେସନ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଏବଂ ପ୍ରତିଦିନ ଅଘୋଷିତ ବିଦ୍ୟୁତ୍ କାଟକୁ ବିରୋଧ କରି ଝିଙ୍କିରିଆ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ମଙ୍ଗଳବାର ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଛି । କମିଟି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଟାଟା ପାୱାର କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁଁ […]

ସଂପୂର୍ଣ୍ଣ ପଢନ୍ତୁ
594bcb17 05d9 4e53 A270 1999fa3c7cb1

ଶ୍ରୀ ତତ୍ତ୍ଵlଶ୍ରମର ପ୍ରତିଷ୍ଠାତା ଗୁରୁ ଭଗବାନ ଦାସଙ୍କ ୨୫ତମ ଶ୍ରାଦ୍ଧୋତ୍ସବ ଓ ସମ୍ବର୍ଦ୍ଧନା ଉତ୍ସବ

ଜଗତସିଂହପୁର/ଝଙ୍କଡ଼ : ପାରାଦ୍ଵୀପ ସ୍ଥିତ ମାଳିକା ବର୍ଣ୍ଣିତ ଉଦୟବଟ ଧାମରେ ଶ୍ରୀ ଜଗନ୍ନାଥ ତତ୍ତ୍ବାଶ୍ରମ ର ପ୍ରତିଷ୍ଠାତା ତଥା ବାଣୀ କ୍ଷେତ୍ର ଝଙ୍କଡ଼ ପ୍ରଗଣାର କଟରl ପଞ୍ଚାୟତ ଅଧିନ ବେଗୁନିଆ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା , ମାଳିକାବିଶାରଦ , ଆଧ୍ୟାତ୍ମିକ ଧର୍ମଗୁରୁ ଭଗବାନ ଦାସ ଙ୍କ ୨୫ ତମ ଶ୍ରାଦ୍ଧୋତ୍ସବ ଓ ସମ୍ବର୍ଦ୍ଧନା ଉତ୍ସବ ଗତ ବୁଧବାର ଦିନ ପାରାଦୀପ ସମେତ ବେଗୁନିଆ ଜଗନ୍ନାଥ ତତ୍ତ୍ୱl ଶ୍ରମ ରେ ମଧ୍ୟ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ […]

ସଂପୂର୍ଣ୍ଣ ପଢନ୍ତୁ
Dhiman Chakma 1068x601

ଆଇଏଏସ୍‌ ଧୀମାନ ଚକ୍‌ମାଙ୍କୁ ଜାମିନ

ଭୁବନେଶ୍ବର : ଆଇଏଏସ୍‌ ଧୀମାନ ଚକ୍‌ମାଙ୍କୁ ଜାମିନ ମିଳିଛି। ଗୁରୁବାର ଚକ୍‌ମାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ। ୫ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଲାଞ୍ଚ ନେବାବେଳେ ଧରାପଡ଼ି ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଥିଲେ ଧୀମାନ୍। ସୂଚନାଯୋଗ୍ୟ, ଧର୍ମଗଡ଼ର ପୂର୍ବତନ ଉପଜିଲ୍ଲାପାଳ ଆଇଏଏସ ଧୀମାନ ଚକ୍‌ମା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ଵାରା ଧରା ପଡ଼ିଥିଲେ। ତାଙ୍କ ସରକାରୀ ଘର ତନଖିବେଳେ ଭିଜିଲାନ୍ସ ଟିମ୍ […]

ସଂପୂର୍ଣ୍ଣ ପଢନ୍ତୁ
Odisha Police Final Collage Make

ଏସଆଇ ନିଯୁକ୍ତି: ବୟସସୀମା ତିନି ବର୍ଷ କୋହଳ କଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟରେ ଓଡ଼ିଶା ପୋଲିସ ସବ୍ ଇନ୍ସିପେକ୍ଟର ନିଯୁକ୍ତି ମାମଲାରେ ଆସିଲା ବଡ଼ ଖବର । ସର୍ବାଧିକ ବୟସସୀମା ୩ ବର୍ଷ କୋହଳ କଲେ ରାଜ୍ୟ ସରକାର। ଏନେଇ ହାଇକୋର୍ଟଙ୍କୁ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଅବଗତ କରିଛନ୍ତି। କେବଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ଆବେଦନକାରୀଙ୍କ କ୍ଷେତ୍ରରେ ଏହା ଲାଗୁ ହେବ। ଏନେଇ ୧୭/୦୧/୨୦୨୫ରେ ବିଜ୍ଞପ୍ତି ସରକାର ପ୍ରକାଶ କରିଥିଲେ। ୨୦୧୮ ଠାରୁ SI ନିଯୁକ୍ତି ବନ୍ଦ ଥିବାରୁ ବୟସ କୋହଳ ପିଟିସନ କରିଥିଲେ। ୧୭/୦୧/୨୦୨୫ରେ ବିଭିନ୍ନ ବିଭାଗରୁ […]

ସଂପୂର୍ଣ୍ଣ ପଢନ୍ତୁ