Dhar

ରାହୁଲ ଗାନ୍ଧୀ ‘ଚାଲି ନ ଜାଣି ବାଟର ଦୋଷ’ ଭଳି କଥା କହୁଛନ୍ତି : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାରେ କଂଗ୍ରେସର କୌଣସି ଅସ୍ତିତ୍ୱ ନାହିଁ। ଗରିବ ଲୋକଙ୍କ ହକ୍ ଏବଂ ଜନଜାତିଙ୍କ ଜମି ସେବେ ପର୍ଯ୍ୟନ୍ତ ସୁରକ୍ଷିତ, ଯେଉଁ ପର୍ଯ୍ୟନ୍ତ କଂଗ୍ରେସ କ୍ଷମତାକୁ ଆସିନାହିଁ। ରାହୁଲ ଗାନ୍ଧୀ ‘ଚାଲି ନ ଜାଣି ବାଟର ଦୋଷ’ ଭଳି କଥା କହୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ, ଭୁବନେଶ୍ୱରରେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଦ୍ୱାରା ଆୟୋଜିତ ‘ସମ୍ବିଧାନ ବଞ୍ଚାଅ’ […]

ସଂପୂର୍ଣ୍ଣ ପଢନ୍ତୁ
Image 45

ଓଡ଼ିଶାରେ ଯାହା ବି କିଛି ପ୍ରତିଷ୍ଠା ହୋଇଛି କଂଗ୍ରେସ ପାଇଁ: ଖଡଗେ

ଭୁବନେଶ୍ବର: ଭୁବନେଶ୍ବର ବରମୁଣ୍ଡା ପଡିଆରେ ଆୟୋଜିତ ସମ୍ବିଧାନ ବଞ୍ଚାଅ ସମାବେଶରେ କଂଗ୍ରେସ ସଭାପତି ମଲିକାର୍ଜୁନ ଖଡଗେଙ୍କ ସମ୍ବୋଧନ । ଓଡ଼ିଶାରେ ଯାହା ବି କିଛି ପ୍ରତିଷ୍ଠା ହୋଇଛି କଂଗ୍ରେସ ପାଇଁ । ଭୁବନେଶ୍ୱରରେ ଏମ୍ସ ଓ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଫିଜିକ୍ସ କଂଗ୍ରେସ କରିଛି । ବିଜେପିର ଅବଦାନ ଜିରୋ, ଏମାନେ ଏଠାରେ କିଛି କାମ କରିନାହାନ୍ତି । କିଛି କାମ ନ କରି କେବଳ ଶ୍ରେୟ ନେବାକୁ ଚେଷ୍ଟା କରୁଛି ବିଜେପି । କିଛି କରିନାହାନ୍ତି, କେବଳ […]

ସଂପୂର୍ଣ୍ଣ ପଢନ୍ତୁ
Kapil 750x430

କପିଲଙ୍କ ଘରେ ପୁଲିସ, କାଫେ ଉପରକୁ ଗୁଳିମାଡ଼ ପରେ ଘର ବାହାରେ ସୁରକ୍ଷା ବୃଦ୍ଧି

ମୁମ୍ବଇ: ଲୋକପ୍ରିୟ ହାସ୍ୟାଭିନେତା କପିଲ ଶର୍ମାଙ୍କ କାନାଡ଼ାସ୍ଥିତ କାଫେ ଉପରକୁ ଗୁଳିମାାଡ଼ ଘଟଣା ପରେ ମୁମ୍ବାଇସ୍ଥିତ ତାଙ୍କ ବାସଭବନ ବାହାରେ ପୁଲିସ ଗତିବିଧି ଦେଖିବାକୁ ମିଳିଛି। କପିଲଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିଛି ମୁମ୍ବଇ ପୁଲିସ। ଶୁକ୍ରବାର ସକାଳେ ମୁମ୍ବଇ ପୁଲିସର ଏକ ଟିମ୍‌ ହଠାତ୍ ଓଶିୱାରାସ୍ଥିତ କପିଲ ଶର୍ମାଙ୍କ ଘରେ ପହଞ୍ଚିଥିଲା। ତେବେ ପୁଲିସ କିଛି ସମୟ ରହିବା ପରେ କୌଣସି ବୟାନ ନ ଦେଇ ସେଠାରୁ ଚାଲିଯାଇଥିଲା। ସ୍ଥାନୀୟ ଲୋକଙ୍କ କହିବା […]

ସଂପୂର୍ଣ୍ଣ ପଢନ୍ତୁ
Mkg 22 Naxal Surrender 2 2025 07

୮ ମହିଳା କ୍ୟାଡରଙ୍କ ସମେତ ୨୨ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ସୀମାନ୍ତ ଛତିଶଗଡର ନାରାୟଣପୁର ପୁଲିସକୁ ମିଳିଛି ବଡ ସଫଳତା। ଏସିପିଙ୍କ ସମ୍ମୁଖରେ ୨୨ ଜଣ ନକ୍ସଲ ଆତ୍ସମର୍ପଣ କରିଛନ୍ତି। ସମସ୍ତ ନକ୍ସଲ ଆବୁଝମାଡ ଅଂଚଳରେ ସକ୍ରିୟ ଥିଲେ। ଏମାନଙ୍କ ମଧ୍ୟରେ ୮ ଜଣ ମହିଳା ରହିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ମଧ୍ୟରେ କିଛି ତେଲନାର, ଆମଦାଇ ଏବଂ କୁତୁର ଏରିଆ କମିଟିର ରହିଥିବା ପୁଲିସ କହିଛି। ସମସ୍ତ ୨୨ ଜଣ ନକ୍ସଲ ନାମରେ ସରକାର ୩୭ ଲକ୍ଷ ୫୦ ହଜାର ଟଂକା ପୁରସ୍କାର ଘୋଷଣା କରିଥିଲେ। […]

ସଂପୂର୍ଣ୍ଣ ପଢନ୍ତୁ
Rahul 1

‘ଓଡ଼ିଶାରେ ୪୦ ହଜାରରୁ ଅଧିକ ମହିଳା ଗାଏବ, ସରକାର ନୀରବଦ୍ରଷ୍ଟା’

ଭୁବନେଶ୍ବର: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମ୍ବିଧାନ ବଞ୍ଚାଅ ସମାବେଶରେ ବରମୁଣ୍ଡା ମଞ୍ଚରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ତୀବ୍ର ଆକ୍ରମଣ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ଓଡ଼ିଶାରେ ୪୦ ହଜାରରୁ ଅଧିକ ମହିଳା ଗାଏବ ହୋଇଯାଇଛନ୍ତି । ରାହୁଲ କହିଛନ୍ତି, “ଏମାନେ କୁଆଡ଼େ ଗଲେ, କେହି ଜାଣିନାହାନ୍ତି । ମହିଳାଙ୍କୁ ଦୁଷ୍କର୍ମର ଶିକାର ହେବାକୁ ପଡୁଛି, କିନ୍ତୁ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି।” ‘ମୁଁ ଜଣାଇ ଦେବାକୁ ଚାହୁଁଛି ଯେତେବେଳେ ବି ଡାକନ୍ତୁ […]

ସଂପୂର୍ଣ୍ଣ ପଢନ୍ତୁ
Asaaa

ରୋଗୀଙ୍କ ମୃତଦେହକୁ ଅଟକାଇ ପାରିବେନି ହସ୍ପିଟାଲ; ଆସିଲା କଡା ନିୟମ

ଏବେ କୌଣସି ଘରୋଇ ହସ୍ପିଟାଲ ହେଉ କି ନର୍ସିଂ ହୋମ୍‍ ରୋଗୀଙ୍କ ମୃତଦେହକୁ ଅଟକାଇ ପାରିବେ ନାହିଁ । ମୃତ୍ୟୁ ହେବାର ୨ଘଣ୍ଟା ମଧ୍ୟରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିବା ବାଧ୍ୟତାମୂଳକ । ଚିକିତ୍ସା ପାଇଁ ଦେୟ ବାକି ଥିଲେ ବି ମୃତଦେହକୁ ଛାଡିବାକୁ ବାଧ୍ୟ ହେବେ ସବୁ ହସ୍ପିଟାଲର କର୍ତ୍ତୃପକ୍ଷ । ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଆସାମ ସରକାର । ଆଜି ଆସାମ କ୍ୟାବିନେଟରେ ଏନେଇ ଆସିଥିବା ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି […]

ସଂପୂର୍ଣ୍ଣ ପଢନ୍ତୁ
Pru

ରାହୁଲ ଗାନ୍ଧୀ ଅନେକ ଅବାନ୍ତର କଥା କୁହନ୍ତି: ଆଇନ୍‌ ମନ୍ତ୍ରୀ

ଭୁବନେଶ୍ବର: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅନେକ ଅବାନ୍ତର କଥା କୁହନ୍ତି। ରଥଯାତ୍ରା ପ୍ରସଙ୍ଗରେ ରାହୁଲ ଯେଉଁ ମନ୍ତବ୍ୟ ରଖିଛନ୍ତି ତାହା ରାଜନୈତିକ ଉଦେଶ୍ୟ ପ୍ରଣୋଦିତ। ରଥ ସବୁ ବର୍ଷ ୨ ଦିନରେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ଥାଏ। ଚଳିତ ବର୍ଷ ବଳଭଦ୍ରଙ୍କ ରଥ ମୋଡ଼ ନେବାରୁ ନନ୍ଦିଘୋଷ ଗଡ଼ିବାରେ ବିଳମ୍ବ ହୋଇଥିଲା। ତେଣୁ ବାସ୍ତବତା ଠାରୁ ଦୁରେଇ ଯାଇ ଏଭଳି ମନଗଢ଼ା କାହାଣୀ କହି ବିରୋଧୀ ଲୋକଙ୍କୁ ଭ୍ରମିତ କରନ୍ତୁ ନାହଁ ବୋଲି […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 07 11 131324 750

ଓଡ଼ିଶା ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ୍; ‘ଗରିବ ଲୋକଙ୍କର ସମ୍ପତ୍ତି ଲୁଟୁଛନ୍ତି’

ଭୁବନେଶ୍ବର: କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓଡ଼ିଶାରେ ବିଜେପି ଉପରେ ଜୋରଦାର ବର୍ଷିଛନ୍ତି । ସେ କହିଛନ୍ତି, ଓଡ଼ିଶା ସରକାର କେବଳ ଗରିବଙ୍କୁ ଲୁଟୁଛନ୍ତି । ପ୍ରଥମେ ବିଜେଡି ଲୁଟୁଥିଲା, ଏବେ ବର୍ତ୍ତମାନର ସରକାର ଲୁଟୁଛି । ଜଳ, ଜଙ୍ଗଲ, ଜମି ଆଦିବାସୀଙ୍କର ଅଛି ଓ ରହିବ । ଏଠାରେ ବିନା ପଚାରି ଆଦିବାସୀଙ୍କୁ ଜମିରୁ ହଟାଯାଉଛି ବୋଲି କହିଛନ୍ତି ରାହୁଲ । ରାହୁଲ ଆହୁରି କହିଛନ୍ତି, ଆଦିବାସୀଙ୍କ ପାଇଁ ପେସା […]

ସଂପୂର୍ଣ୍ଣ ପଢନ୍ତୁ
Modi 750x430

ରାଜନୀତିରୁ ଅବସରକୁ ନେଇ ମୋଦୀଙ୍କୁ ଟାର୍ଗେଟ କଲା କଂଗ୍ରେସ

ରାଜନୀତିରୁ ଅବସର ବୟସକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ଆରଏସଏସ(ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ) ମୁଖ୍ୟ ମୋହନ ଭାଗବତଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ଏଭଳି କଟାକ୍ଷ କରିଛି। ୭୫ ବର୍ଷ ହେଲେ ରାଜନୀତିରୁ ସନ୍ନ୍ୟାସ ନେଇଯିବା ଉଚିତ ବୋଲି ମୋହନ କହିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆସନ୍ତା ସେପ୍ଟେମ୍ବର ମାସରେ ୭୫ ବର୍ଷ ପୂରଣ ହେଉଥିବାରୁ ସେ ଅବସର ନେବା ଉଚିତ ବୋଲି କଂଗ୍ରେସ କହିଛି। କଂଗ୍ରେସ ନେତା ଜୟରାମ ରମେଶ ସାମାଜିକ ଗଣମାଧ୍ୟମ […]

ସଂପୂର୍ଣ୍ଣ ପଢନ୍ତୁ
Jai

ରାହୁଲ ଗାନ୍ଧୀଙ୍କ ଭା‌ଷଣ ସରପଞ୍ଚ ନିର୍ବାଚନ ସଭା ଭଳି ଲାଗିଲା: ଜୟନାରାୟଣ

ଭୁବନେଶ୍ବର: ସ୍ଥାନୀୟ ବରମୁଣ୍ଡାରେ ଆୟାଜିତ କଂଗ୍ରେସର ‘ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ’ ସମାବେଶରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗର୍ଜିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ରାହୁଲ ଗାନ୍ଧୀ ଭା‌ଷଣ ମାଧ୍ୟମରେ ଟାର୍ଗେଟ କରିଥିବା ବେଳେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଏହାର କଡ଼ା ଜବାବ ଦେଇଛନ୍ତି। ବିଜେପିର ବରିଷ୍ଠ ବିଧାୟକ ଶ୍ରୀ ମିଶ୍ର କହିଛନ୍ତି, ସମ୍ବିଧାନକୁ ଆମେ ବଞ୍ଚାଉଛୁ। କଂଗ୍ରେସ ସମ୍ବିଧାନକୁ ଧର୍ଷଣ କରିଥିଲା। ଧାରା ୩୭୦ ଲଗାଇ ରାଜ୍ୟରାଜ୍ୟ ଭିତରେ ପ୍ରାର୍ଥକ୍ୟ […]

ସଂପୂର୍ଣ୍ଣ ପଢନ୍ତୁ