ଖୁଣ୍ଟା କଲେଜ ପ୍ରିନ୍ସିପାଲଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ, ଲୁଟି ନେଇଛନ୍ତି କୋଟିଏରୁ ଅଧିକ ଟଙ୍କା
ମୟୂରଭଞ୍ଜ : କଲେଜକୁ ଆସୁଥିବା ବିଭିନ୍ନ ପ୍ରକାର ଅନୁଦାନକୁ ହେରଫେର ଅଭିଯୋଗ । ଆଉ କୋଟିଏରୁ ଉର୍ଦ୍ଧ ଟଙ୍କା ପ୍ରିନ୍ସିପାଲ ଲୁଟି ନେଇଛନ୍ତି । ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଖୋଦ କଲେଜର ଆକାଉଣ୍ଟସ ଅଧିକାରୀ । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା କଲେଜରୁ ଆସିଛି ସାଙ୍ଘାତିକ ଅଭିଯୋଗ । କଲେଜ ପାଇଁ ଆସିଥିବା ସୋଲାର, ଛାତ୍ରଛାତ୍ରୀଙ୍କ ନିକଟରୁ ଆଦାୟ ହେଉଥିବା ଟଙ୍କା ସମେତ ବିଭିନ୍ନ ପ୍ରକାର ଉନ୍ନୟନ କାମ ପାଇଁ ଆସିଥିବା ଟଙ୍କାକୁ ଖୁଣ୍ଟା କଲେଜର ପ୍ରିନ୍ସିପାଲ ସରୋଜ […]
ସଂପୂର୍ଣ୍ଣ ପଢନ୍ତୁ