1a2d4c6f B435 46aa 9e5e 50562e181225

ସାରଦା ଏକାଡେମୀର ପ୍ରାକ୍ତନ ଶିକ୍ଷକ ସମରେନ୍ଦ୍ର ସିଂହଙ୍କ ବିୟୋଗରେ ଶୋକ

ରାଜ୍ୟ
Spread the love

ଜଗତସିଂହପୁର/ଝଙ୍କଡ଼ : ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ କନକପୁର ସ୍ଥିତ ସାରଦା ଏକାଡେମୀ ରେ ପାଠ ପଢି ପୁନଶ୍ଚ ସେହି ସ୍କୁଲରେ ଗଣିତଶିକ୍ଷକ ଭାବେ ଶିକ୍ଷାଦାନ କରିଥିବା ବେଳେ,୧୯୯୭ ମସିହାରେ କୁଜଙ୍ଗ ଚଟୁଆ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଅବସର ଗ୍ରହଣ କରିବା ପରେ, ନିଜ ଜନ୍ମସ୍ଥାନ ମୁଳିସିଂହ, ସିଂହସାହିରେ ଗତ ସୋମବାର ଦିନ ପ୍ରତ୍ୟୁଷ ରେ ହୃଦ୍ ଘାତ ରେ ପରଲୋକ ଗମନ କରିଛନ୍ତି ଆଦର୍ଶ ଶିକ୍ଷକ ସମରେନ୍ଦ୍ର ସିଂହ (୮୬ ବର୍ଷ ) । ମୃତ୍ୟୁ ସମୟରେ ନମିତା ସିଂହ, ଶକ୍ତିପ୍ରସାଦ ସିଂହ, ସୁଜିତ୍ ସିଂହ ଓ ସୁବ୍ରତ ସିଂହ ପ୍ରମୁଖ ପୁଅ ଝିଅ ଙ୍କ ସମେତ ପତ୍ନୀ ଅନଙ୍ଗ ମଞ୍ଜରୀ ସିଂହ ଉପସ୍ଥିତ ଥିଲେ।

ତାଙ୍କ ଭଳିଜଣେ ମହାନ୍ ଆଦର୍ଶ ଶିକ୍ଷକ ଙ୍କ ବିୟୋଗରେ ସାରଦା ଏକାଡେମୀ ପୁରାତନ ଛାତ୍ର ସଂସଦ ର ସଭାପତି ଡଃ ଅମରେନ୍ଦ୍ର ଦାସ, କଟକ ବୋର୍ଡ ହାଇସ୍କୁଲ ର ପ୍ରାକ୍ତନ ପ୍ରଧାନଶିକ୍ଷକ ଦୈତାରି ସାହୁ , ଆଇନଜୀବି ରଞ୍ଜନ କୁମାର ପଣ୍ଡା, ସୁବାଷ ଚନ୍ଦ୍ର ମହାନ୍ତି , ଜଳସମ୍ପଦ ବିଭାଗର ସର୍ବୋଚ୍ଚଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତି , ଅଧ୍ୟାପକ ଦୀପକ କୁମାର ସିଂହ , ନୃସିଂହ ଚରଣ ରାଉଳ , ସତ୍ୟଭୂଷଣ ଦାସ, ପ୍ରାକ୍ତନ ଅଧ୍ୟକ୍ଷ ଦେବୀ ପ୍ରସାଦ ମହାନ୍ତି, ସରୋଜ କୁମାର ମହାନ୍ତି, ବିବେକାନନ୍ଦ ସାମନ୍ତରାୟ, ଚିତ୍ତରଞ୍ଜନ ପରିଜା , ସୁଜିତ୍ ଦାସ, ଭୈରବ ବ୍ରହ୍ମ , ପ୍ରଫୁଲ୍ଲ କୁମାର ଦାସ, ମନୋଜ କୁମାର ଦାସ ,କନକପୁର ସରପଞ୍ଚ ରେବତୀ ମହାନ୍ତି, ସମାଜସେବୀ ଅଶୋକ କୁମାର ମହାନ୍ତି, ମୂଳିସିଂ ସରପଞ୍ଚ ସଫି ଆଜମ୍, ସମିତିସଭ୍ୟ ରଞ୍ଜନ ସାହୁ, ପୂର୍ବତନ ସମିତିସଭ୍ୟ ଶେଖ ଜାବୀର ଉଦ୍ଦିନ, ସମାଜସେବୀ ବ୍ରଜକିଶୋର ମଲ୍ଲିକ,ବସନ୍ତ କୁମାର ବଳ ଆଇ ଏ ଏସ୍, ଅଜିତ୍ ରଞ୍ଜନ ବର୍ଦ୍ଧନ ଆଇ ଏସ, ଜ୍ଞାନ ରଞ୍ଜନ ଦାସ ଆଇ ଏ ସ୍ ଓ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଙ୍କ ସମେତ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମର୍ମାହତ ହୋଇ ଶୋକ ପ୍ରକାଶ କରିବା ସହିତ ତାଙ୍କର ପରିବାର ବର୍ଗ ଙ୍କୁ ମଧ୍ୟ

Leave a Reply

Your email address will not be published. Required fields are marked *