ମହାକାଶରୁ ଫେରିବା ପରେ ଭାରତ ଆସିବେ ଶୁଭାଂଶୁ ଶୁକ୍ଳା
ଦିଲ୍ଲୀ: ମହାକାଶ ଯାତ୍ରୀ ଶୁଭାଂଶୁ ଶୁକ୍ଳା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS)ରୁ ସଫଳ ଭାବରେ ଫେରିଛନ୍ତି । ଫେରିବାର ଗୋଟିଏ ଦିନ ପରେ ସେ ଟେକ୍ସାସର ହ୍ୟୁଷ୍ଟନରେ ନିଜ ପୁଅକୁ ଭେଟିଛନ୍ତି । ସେ ହେଉଛନ୍ତି ଭାରତର ଦ୍ବିତୀୟ ସଫଳ ମହାକାଶ ଯାତ୍ରୀ । ଯିଏକି ଏହି ସପ୍ତାହାନ୍ତରେ ଭାରତ ଆସିବେ ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଆଜି ସୂଚନା ଦେଇଛନ୍ତି । ତେବେ ଜିତେନ୍ଦ୍ର ସିଂହ କହିଛନ୍ତି ଶୁକ୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ପରିବାରକୁ ଭେଟିବା […]
ସଂପୂର୍ଣ୍ଣ ପଢନ୍ତୁ