ଆଦର୍ଶ ଶିକ୍ଷକ ଧୁନଚନ୍ଦ୍ର ବିଶ୍ବାଳଙ୍କ ବିୟୋଗରେ ଶୋକ
ଜଗତସିଂହପୁର/ଝଙ୍କଡ଼ : ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଗ୍ରାମପଞ୍ଚାୟତ ଅନ୍ତର୍ଭୁକ୍ତ ସାନ ଶାରୋଳ ଗ୍ରାମର ପୂର୍ବତନ ଶିକ୍ଷକ ଧୁନ ଚନ୍ଦ୍ର ବିଶ୍ବାଳ (୮୩)ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ।ଯିଏକିଗୋପାଳପୁର, ସଁଅରା ଏବଂ ନାଲିବର ସ୍କୁଲରେ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ।ପୂର୍ବତନ ଗୋପାଳପୁର ଗ୍ରାମପଞ୍ଚାୟତ କଂଗ୍ରେସ ଦଳର ସଭାପତି ଏକ ସଡ଼କ ଦୁର୍ଘଟଣାରେ (ଏସ ସି ବି)କଟକ ବଡ଼ ମେଡ଼ିକାଲ ରେ ଚିକିତ୍ସିତ ହେବା ସମୟରେ ଗତକାଲି ୫.୮.୨୦୨୫ ମଙ୍ଗଳ ବାର ଦିନ ଚାଲି ଗଲେ। […]
ସଂପୂର୍ଣ୍ଣ ପଢନ୍ତୁ