A2536eeb Ef06 446d Be47 646e10b12f56

ଆଦର୍ଶ ଶିକ୍ଷକ ଧୁନଚନ୍ଦ୍ର ବିଶ୍ବାଳଙ୍କ ବିୟୋଗରେ ଶୋକ

ରାଜ୍ୟ
Spread the love

ଜଗତସିଂହପୁର/ଝଙ୍କଡ଼   :  ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଗ୍ରାମପଞ୍ଚାୟତ ଅନ୍ତର୍ଭୁକ୍ତ ସାନ ଶାରୋଳ ଗ୍ରାମର ପୂର୍ବତନ ଶିକ୍ଷକ ଧୁନ ଚନ୍ଦ୍ର ବିଶ୍ବାଳ (୮୩)ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ।ଯିଏକିଗୋପାଳପୁର, ସଁଅରା ଏବଂ ନାଲିବର ସ୍କୁଲରେ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ।ପୂର୍ବତନ ଗୋପାଳପୁର ଗ୍ରାମପଞ୍ଚାୟତ କଂଗ୍ରେସ ଦଳର ସଭାପତି ଏକ ସଡ଼କ ଦୁର୍ଘଟଣାରେ (ଏସ ସି ବି)କଟକ ବଡ଼ ମେଡ଼ିକାଲ ରେ ଚିକିତ୍ସିତ ହେବା ସମୟରେ ଗତକାଲି ୫.୮.୨୦୨୫ ମଙ୍ଗଳ ବାର ଦିନ ଚାଲି ଗଲେ।

ଆଜି ସବ ବ୍ୟବଛେଦ ହେବା ପରେ ନିଜ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ କାର୍ଯ୍ୟ ହୋଇଥିଲା ବଡ଼ ପୁଅ ଧୀରେନ୍ଦ୍ର ବିଶ୍ବାଳ ମୁଖାଗ୍ନି ଦେଇଥିଲେ ସାନ ପୁଅ, ବୋହୁ ଝିଅ, ଜ୍ବାଇଁ ନାତି ନାତୁଣୀଙ୍କ ସମେତ ଗ୍ରାମ ବାସି ଏବଂ ମୁଳିସିଂଙ୍ଗ ଗ୍ରାମ ପଞ୍ଚାୟତ ସରପଞ୍ଚ ସଫୀ ଅଜମ୍ରୀଙ୍କୁ ପାଲ,ରବୀନ୍ଦ୍ର ନାଥ ବିଶ୍ଵାଳ,ରବୀନ୍ଦ୍ର ରାଉତ,ଗଗନ ବିହାରୀ ସାହୁ,ଶୁଭାଶିଷ ସ୍ଵାଇଁ,ମୃଣ୍ମୟ ସ୍ଵାଇଁ, ନିହାର ମହାନ୍ତି,ପ୍ରକାଶ ଚନ୍ଦ୍ର ସ୍ଵାଇଁ,କେଦାର ନାୟକ,ସୁବାସ ନାୟକ, ସୁବା ବିଶ୍ବାଳ, ଜ୍ୟୋତିରଂଜନ ଦାଶ,ଧୀରେନ୍ଦ୍ର ସାସମଲ,ରଶ୍ମିରଞ୍ଜନ ଦାଶ,ବିଜୟ କୁମାର ମହାନ୍ତି,କାଳନ୍ଦୀମଲ୍ଲିକ,ଲୀଳାକଳ୍ପତରୁ ପ୍ରସାଦ କୁମାର ସ୍ଵାଇଁ,ନିଲୁ ଦାଶ, କେଦାର ବିଶ୍ବାଳ, ସୁଶାନ୍ତ ସ୍ଵାଇଁ, ଅବିନାଶ ସ୍ଵାଇଁ, ବାବୁ ମଲ୍ଲିକ, ଗଣେଶ୍ୱର ମହାନ୍ତି, ସେତ ପରିଡ଼ା,ହାପି ସେଠୀ,ପ୍ରଭାତ ସ୍ଵାଇଁ ଙ୍କ ସମେତ ଶତାଧିକ ଅଞ୍ଚଳ ବାସି ଗଭୀର ଦୁଃଖ ପ୍ରକାଶ କରିବା ସହିତ ଶ୍ମଶାନରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *