Track

ବଣାଇ କରମପଦା-ରେଞ୍ଜଡ଼ା ରେଳ ଧାରଣା ଉଡ଼ାଇଲେ ମାଓବାଦୀ

ରାଉରକେଲା : ରେଳ ଧାରଣା ଉଡ଼ାଇଲେ ମାଓବାଦୀ ।  ବଣାଇ କରମପଦା-ରେଞ୍ଜଡ଼ା ରେଳ ଧାରଣାରେ ବିସ୍ଫୋରଣ ।   ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ରେଳ ଧାରଣା ଉଡ଼ାଇଲେ ।  ମାଓବାଦୀଙ୍କ ସହିଦ ସପ୍ତାହରେ ଅଘଟଣ ଘଟାଇଛନ୍ତି ମାଓବାଦୀ। ଏଥିରେ ରେଳବାଇର ଜଣେ ଗ୍ୟାଙ୍ଗମ୍ୟାନ୍ ଏତୱା ଓରାମ ଗୁରୁତର ହୋଇଛନ୍ତି । ସୁରକ୍ଷା ଦୃଷ୍ଟିକୋଣରୁ ସ୍ଥାନୀୟ ଅଞ୍ଚଳରେ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଯାତ୍ରୀ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଶ୍ରା, ଭାଲୁଲତା ଓ ଜରାଇକେଲା ରେଳଷ୍ଟେସନରେ ଆର୍‌ପିଏଫ୍ ଓ […]

ସଂପୂର୍ଣ୍ଣ ପଢନ୍ତୁ
12 750x375

ଓଟିଇଟି ପ୍ରଶ୍ନପତ୍ର ଲିକ୍: ବନ୍ଧା ହେଲେ ବୋର୍ଡ ଉପସଭାପତି

ଭୁବନେଶ୍ବର: ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଜି ମୁଖ୍ୟ ଅଭିଯୁକ୍ତ ବୋର୍ଡ ସଭାପତିଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ ପୋଲିସ୍ । ଗତକାଲି ବୋର୍ଡ ସଭାପତି ନିହାର ରଞ୍ଜନ ମହାନ୍ତିଙ୍କ ପ୍ରଶ୍ନ ପତ୍ର ଲିକ୍ ନେଇ ପଚରାଉଚରା କରିଥିବା ବେଳେ ଆଜି ତାଙ୍କୁ ଗିରଫ କରିଛି । ତେବେ ପୂର୍ବରୁ ଗତ କିଛି ଦିନ ହେବ ନିହାରଙ୍କ ଉପରେ ସନ୍ଦେହ ଘନୀଭୂତ ହୋଇଥିଲା । ତାଙ୍କ ଗିରଫ ପାଇଁ ମଧ୍ୟ ଅନେକ ଦାବି ଉଠିଥିଲା । ଏହାକୁ ନେଇ କ୍ରାଇମବ୍ରାଞ୍ଚ […]

ସଂପୂର୍ଣ୍ଣ ପଢନ୍ତୁ
8ea5ea9e 859e 4d58 8943 315c4a07

ପାକିସ୍ତାନରେ ତେଲ ନାହିଁ, ଅସୀମ ମୁନିର ଭୁଲ ସୂଚନା ଦେଇଛନ୍ତି: ବଲୁଚ ନେତା

ନୂଆଦିଲ୍ଲୀ: ଆମେରିକା ଅଶୋଧିତ ତେଲକୁ ନେଇ ପାକିସ୍ତାନ ସହିତ ଏକ ଚୁକ୍ତି କରିଛି। ପାକ୍ କହିଛି ଯେ ବଲୁଚିସ୍ତାନରେ ତେଲ ଏବଂ ଅନ୍ୟାନ୍ୟ ଖଣିଜ ପଦାର୍ଥର ଭଣ୍ଡାର ଅଛି। ଏହି ସମୟରେ, ବଲୁଚିସ୍ତାନ ନେତା ମୀର ୟାର ବଲୁଚ୍ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ ବଲୁଚିସ୍ତାନ ବିକ୍ରୟ ପାଇଁ ନୁହେଁ। ମୀର ୟାର ବଲୁଚ୍ କହିଛନ୍ତି ଯେ ଆପଣ (ଟ୍ରମ୍ପ୍) ଏହି ଅଞ୍ଚଳର ବିଶାଳ ତେଲ ଏବଂ […]

ସଂପୂର୍ଣ୍ଣ ପଢନ୍ତୁ
Jajpur

ସ୍କୁଲରେ ପାଠ ପଢ଼ାଇଲେ ଜିଲ୍ଲାପାଳ, ବୁଝିଲେ ସ୍କୁଲ ସମସ୍ୟା

ଯାଜପୁର : ସ୍କୁଲରେ ପାଠ ପଢ଼ାଇଲେ ଜିଲ୍ଲାପାଳ । ବରୀ ବ୍ଲକ ଗସ୍ତ ଅବସରରେ ଏକ ସ୍କୁଲକୁ ଯାଇ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢାଇଥିଲେ ନୂତନ ଭାବେ ଯୋଗ ଦେଇଥିବା ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ।  ଜିଲ୍ଲାପାଳ ପ୍ରଥମେ ବରୀ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତହସିଲଦାର ଓ କର୍ମଚାରୀମାନଙ୍କ ସହ ଆଲୋଚନା କରିଥିଲେ । ପରେ ରତଳାଙ୍ଗ ପଞ୍ଚାୟତର ଚିଙ୍ଗୁଡ଼ିଆ ନଦୀରେ ଦୀର୍ଘଦିନ ଧରି ଅର୍ଦ୍ଧ ନିର୍ମିତ ଅବସ୍ଥାରେ ଥିବା ସେତୁ ପରିଦର୍ଶନ କରିଥିଲେ […]

ସଂପୂର୍ଣ୍ଣ ପଢନ୍ତୁ
46edb1fc Be05 4e85 83a4 A56190e8c1cc

ଗାନ୍ଧୀବାଦୀ ରବିନ୍ଦ୍ରନାଥ ପତିଙ୍କ ପରଲୋକ

କଟକ : କଟକ ସଦର ୪୨ ମୌଜା କଳପଡ଼ା ଗ୍ରାମପଞ୍ଚାୟତସ୍ଥ ଦେଉଳି ଗ୍ରାମର ସମାଜସେବୀ,ଉଦାର ହୃଦୟର ବ୍ୟକ୍ତି ରବିନ୍ଦ୍ର ନାଥ ପତି(୮୫) ଇହଲୀନ ଲୀଳା ସମ୍ବରଣ କରିଛନ୍ତି । ସେ ଜଣେ ପରୋପକାରୀ, ସମାଜସେବୀ ଭାବେ ୪୨ ମୌଜା କାହିଁକି କଟକ ସଦର ଅଞ୍ଚଳର ଜଣେ ଜଣାଶୁଣା ବ୍ୟକ୍ତି ଥିଲେ । ତାଙ୍କର ଏକମାତ୍ର ପୁତ୍ର ସନ୍ତୋଷ କୁମାର ପତି ୪୨ ମୌଜା ବିକାଶ ପରିଷଦର ସଂପାଦକ ଭାବେ କାର୍ଯ୍ୟ କରିବା ସହିତ ବହୁ ଅନୁଷ୍ଠାନ ସହିତ […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 08 03 102718

ଭିଜିଲାନ୍ସ ଜାଲରେ ବୌଦ୍ଧ ଏମଭିଆଇ ଗୋଲାପ; ୬ ସ୍ଥାନରେ ଚଢାଉ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ବୌଦ୍ଧ ଜିଲ୍ଲା ଏମଭିଆଇ । ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦାଙ୍କ ଘରେ ଚାଲିଛି ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ରେଡ୍ ଜାରି ରହିଛି । ବାରିପଦା, ବୌଦ୍ଧ ଓ ଭୁବନେଶ୍ବର ସମେତ ଏକକାଳୀନ ୬ଟି ସ୍ଥାନରେ ରେଡ ଚାଲିଥିବା ସୂଚନା ମିଳିଛି । ସୂଚନାମୁତାବକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ MVI ଗୋଲାପ ଚନ୍ଦ୍ର ହାଁସଦାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି […]

ସଂପୂର୍ଣ୍ଣ ପଢନ୍ତୁ
Dee74e1f A993 424a B8ad F408bfd5aedc

ସଂଗ୍ରାମୀ ଭାଗିରଥୀ ମହାପାତ୍ରଙ୍କ ୫୦ ତମ ଶ୍ରାଦ୍ଧୋତ୍ସବ ପାଳିତ

ଜଗତସିଂହପୁର/ଝଙ୍କଡ଼:  ତିର୍ତ୍ତୋଲ ବ୍ଲକ, ମୁଳିସିଂହ, ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ପରିସରରେ ବିଶିଷ୍ଟ ସ୍ଵାଧୀନତାସଂଗ୍ରାମୀ ସ୍ବର୍ଗତ ଭାଗିରଥୀ ମହାପାତ୍ର ଙ୍କ ୫୦ ତମ ଶ୍ରାଦ୍ଧ ବାର୍ଷିକୀ,ଜଗତସିଂହପୁର ସାରସ୍ଵତ ପରିଷଦ ଆନୁକୁଲ୍ୟରେ ପାଳିତ ହୋଇ ଯାଇଛି। ପାରିଷଦର ସଭାପତି ସ୍ତମ୍ଭକାର ହିମାଂଶୁ ଆଚାର୍ଯ୍ୟ ଅଧ୍ୟକ୍ଷତା କରି କହିଲେ ଯେ, ସ୍ବର୍ଗତ ଭାଗିରଥି ମହାପାତ୍ର ଆଜି ନାହାନ୍ତି ସତ ମାତ୍ର ତାଙ୍କର ଜୀବନାଦର୍ଶ ଏ ଜାତି ପାଇଁ ଓ ବିଶେଷ କଥା ଯୁବପୀଢ଼ି ପାଇଁ ପ୍ରେରଣା ର […]

ସଂପୂର୍ଣ୍ଣ ପଢନ୍ତୁ
B90670a5 4041 4057 Bcf9 52e9ea8318d0

ଅନ୍ତଃରାଜ୍ୟ ପରିବହନ ନିୟମ ଉଲ୍ଲଂଘନ: କଟକରେ ଧରାପଡ଼ିଲେ, ଫାଇନ୍ ଗଣିଲେ ଟ୍ରାନ୍ସପୋର୍ଟ କମ୍ପାନୀ

କଟକ: “ସତ୍ୟର ଶେଷରେ ଜୟ ହୋଇଛି,” ଏହି ମନ୍ତବ୍ୟ ସହ ନିଖିଳ ଓଡ଼ିଶା ମିନି ଟ୍ରକ ମାଲିକ ମହାସଂଘ ନିଜର ସଫଳତାକୁ ବଖାଣିଛି। ଅନ୍ୟ ରାଜ୍ୟରେ ପଞ୍ଜୀକୃତ ଗାଡ଼ିକୁ ଓଡ଼ିଶା ଭିତରେ ବ୍ୟବସାୟିକ ପରିବହନ ପାଇଁ ବ୍ୟବହାର କରିବା ଏକ ଟ୍ରାନ୍ସପୋର୍ଟ କମ୍ପାନୀକୁ ମହଙ୍ଗା ପଡ଼ିଛି। ମହାସଂଘର ତ୍ୱରିତ ପଦକ୍ଷେପ ଯୋଗୁଁ କଟକ ଆରଟିଓ (ଆଞ୍ଚଳିକ ପରିବହନ ଅଧିକାରୀ) ଏହି ବେଆଇନ କାର୍ଯ୍ୟକୁ ଧରିବା ସହ ସମ୍ପୃକ୍ତ ଗାଡ଼ିଗୁଡ଼ିକ ଉପରେ ମୋଟା ଅଙ୍କର ଜରିମାନା ଲଗାଇଛନ୍ତି। ଘଟଣାଟି ଘଟିଥିଲା […]

ସଂପୂର୍ଣ୍ଣ ପଢନ୍ତୁ
48bdeb1b D0b9 4063 94ea 2a6288bb9314

ଅଗଷ୍ଟ ୩ରେ କୁଳସରିଚୁଆଁରେ ଆଲୋଚନା ପାଇଁ ବୈଠକ

ବୟାଳିଶ ମୌଜା : ଆସନ୍ତା ରବିବାର ଅଗଷ୍ଟ ୩ ତାରିଖ ସଂଧ୍ୟା ୫,୩୦ମିନିଟ ସମୟରେ ୟୂନିୟନ ଫର୍ କଟକ ସଦର ଡେଭଲପମେଣ୍ଟ ର ସଭାପତି ମନୋଜ ନାୟକ କଂ ଉପସ୍ଥିତ ରେ ଏକ ଚା’ଖଟି ଓ ଅଞ୍ଚଳ ର ବିଭିନ୍ନ ସମସ୍ୟା ଉପରେ କିଛି ଆଲୋଚନା କରାଯିବ ବୋଲି ସ୍ଥିର ହୋଇଛି  କୂଳ ସରିଚୁଆଁ ହାଇସ୍କୁଲ ଛକ ଠାରେ ଆୟୋଜିତ ହେବ । ଏହି ଚା’ଖଟିରେ ଆଲୋଚନା ରେ ୪୨ ମୌଜା ସମସ୍ତେ ଯୋଗ ଦେଇ ଆଲୋଚନା […]

ସଂପୂର୍ଣ୍ଣ ପଢନ୍ତୁ
2fd2a79e 5caf 4b03 91c4 D315c42a6fbe

ବିଧାୟିକା ସୋଫିଆ ଫିର୍ଦୋଷଙ୍କ ସହ ଇପିଏଫ ପେନସନର୍ସ ସଙ୍ଘର ଆଲୋଚନା

କଟକ : ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନର ଏକ ପ୍ରତିନିଧି ମଣ୍ଡଳୀ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋଷଙ୍କୁ ତାଙ୍କ ଅଫିସରେ ସାକ୍ଷାତ କରି ଇପିଏଫ ପେନସନ ଭୋଗୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଓଡିଶା ସମେତ ସାରା ଦେଶରେ ଥିବା 80 ଲକ୍ଷ ଇପିଏଫ ପେନସନ ଭୋଗୀଙ୍କ ପ୍ରତି କେନ୍ଦ୍ର ସରକାର ବିନା ମହଙ୍ଗାଭତାରେ ସେପ୍ଟେମ୍ବର 2014ରୁ ସର୍ବନିମ୍ନ ଏକ ହଜାର ଟଙ୍କା ମାସିକ ପେନସନ ଦେଇ ଆସୁଛନ୍ତି। ଏପରିକି 40 ଲକ୍ଷ ପେନସନ […]

ସଂପୂର୍ଣ୍ଣ ପଢନ୍ତୁ