ବୟାଳିଶ ମୌଜା : ଆସନ୍ତା ରବିବାର ଅଗଷ୍ଟ ୩ ତାରିଖ ସଂଧ୍ୟା ୫,୩୦ମିନିଟ ସମୟରେ ୟୂନିୟନ ଫର୍ କଟକ ସଦର ଡେଭଲପମେଣ୍ଟ ର ସଭାପତି ମନୋଜ ନାୟକ କଂ ଉପସ୍ଥିତ ରେ ଏକ ଚା’ଖଟି ଓ ଅଞ୍ଚଳ ର ବିଭିନ୍ନ ସମସ୍ୟା ଉପରେ କିଛି ଆଲୋଚନା କରାଯିବ ବୋଲି ସ୍ଥିର ହୋଇଛି କୂଳ ସରିଚୁଆଁ ହାଇସ୍କୁଲ ଛକ ଠାରେ ଆୟୋଜିତ ହେବ ।
ଏହି ଚା’ଖଟିରେ ଆଲୋଚନା ରେ ୪୨ ମୌଜା ସମସ୍ତେ ଯୋଗ ଦେଇ ଆଲୋଚନା ରେ ଭାଗ ନେବା ପାଇଁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି। ଆପଣ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ରେ ସହଯୋଗ କରିବା ହେବେ ।
