ବିରିତୋଳ ରେ ଶିଶୁଦିବସ ପାଳିତ

ଝଙ୍କଡ଼, ୧୪/୧୧: ତିର୍ତ୍ତୋଲ ବ୍ଲକ ବିରିତୋଳ ସ୍ଥିତ ଡାଇନାମିକ କୋଚିଙ୍ଗ ସେଣ୍ଟର ରେ, ଗତ ଶୁକ୍ରବାର ଦିନ ପୂର୍ବାହ୍ନରେ ଅବସରପ୍ରାପ୍ତ ଶିକ୍ଷାଧିକାରୀ ମନୋଜ କୁମାର ବେହେରା ଙ୍କ ପ୍ରତକ୍ଷ ତତ୍ୱାବଧାନ ରେ ଶିଶୁଦିବସ ଉତ୍ସବ ପାଳିତ ହୋଇ ଯାଇଅଛି l ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ରେ ପ୍ରାକ୍ତନ ପ୍ରଧାନଶିକ୍ଷକ ନରୋତ୍ତମ ଭୂୟାଁ, ମୁଖ୍ୟଅତିଥି ଭାବେ ଓ ପ୍ରଶାନ୍ତ ଦାଶ, ପ୍ରସନ୍ନ କୁମାର ବ୍ରହ୍ମ, ପ୍ରଶାନ୍ତ କୁମାର ବେହେରା, ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ, ଶିଶୁଦିବସ ର […]

ସଂପୂର୍ଣ୍ଣ ପଢନ୍ତୁ

ଦିବ୍ୟାଙ୍ଗ ଶିଶୁଙ୍କ ସର୍ଭେ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ବର, ୧୪/୧୧: ରାଜ୍ୟର ସମସ୍ତ ଜିଲାରେ ଥିବା ୦-୬ ବର୍ଷ ବର୍ଗର ଦିବ୍ୟାଙ୍ଗ ଶିଶୁଙ୍କ ସର୍ଭେ କରାଯିବ। ଭିନ୍ନକ୍ଷମ ଅଧିକାର, ଅଧିନିୟମ ୨୦୧୬ ଅନୁସାରେ ଅକ୍ଷମତାର ସମସ୍ତ ୨୧ଟି ବର୍ଗକୁ ସର୍ଭେରେ ଗୁରୁତ୍ବ ଦିଆଯିବ। ଏହି ସର୍ଭେ ୩୦ ଦିନ ବା ଏକମାସ ମଧ୍ୟରେ ସମାପ୍ତ ହେବ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ (ଏସ୍‌ଏସ୍‌ଇପିଡି) ବିଭାଗ ପକ୍ଷରୁ ଏଥିପାଇଁ ପ୍ରତି ଜିଲାକୁ ୧ ଲକ୍ଷ ଟଙ୍କା ମିଳିବ।ଦିବ୍ୟାଙ୍ଗ ଶିଶୁଙ୍କ ସର୍ଭେ ନେଇ ଏସ୍‌ଏସ୍‌ଇପିଡି ବିଭାଗ ପକ୍ଷରୁ […]

ସଂପୂର୍ଣ୍ଣ ପଢନ୍ତୁ

ଡିସେମ୍ବର ୨୨ରୁ +୨ ଇଣ୍ଟରନାଲ ଆସେସ୍‌ମେଣ୍ଟ

ଭୁବନେଶ୍ବର, ୧୪/୧୧: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତଦୁଇ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ଇଣ୍ଟରନାଲ ଆସେସ୍‌ମେଣ୍ଟ/ପ୍ରୋଜେକ୍ଟ ପରୀକ୍ଷା ଆସନ୍ତା ଡିସେମ୍ବର ୨୨ରୁ ୩୧ ମଧ୍ୟରେ ଅନୁଷ୍ଠିତ ହେବ। ସମସ୍ତ ପଞ୍ଜିକୃତ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଏହା ବାଧ୍ୟତାମୂଳକ। କେବଳ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟସ୍ତରରେ ଇଣ୍ଟରନାଲ ଆସେସ୍‌ମେଣ୍ଟ/ପ୍ରୋଜେକ୍ଟ ପରୀକ୍ଷା କରାଯିବ। ଜଣେ ରେଗୁଲାର ପ୍ରାର୍ଥୀଙ୍କୁ ସମସ୍ତ ଇଣ୍ଟରନାଲ ଏବଂ ପ୍ରୋଜେକ୍ଟ କମ୍ପୋନେଣ୍ଟରେ ଉତ୍ତୀର୍ଣ୍ଣ ହେବାକୁ ୨୦ରୁ ଅତିକମ୍‌ରେ ୬ ମାର୍କ […]

ସଂପୂର୍ଣ୍ଣ ପଢନ୍ତୁ

ଶିମିଳିପାଳରେ ତାପମାତ୍ରା ୫ ଡିଗ୍ରୀ

ଶିମିଳିପାଳ, ୧୪/୧୧:ମୟୂରଭଞ୍ଜ ଜିଲାରେ ତଳମୁହାଁ ପାରଦ। ଲଗାତାର ତିନି ଦିନ ହେଲାଣି ଶିମିଳିପାଳ ଜାତୀୟ ଉଦ୍ୟାନରେ ତାପମାତ୍ରା ୬ ଡିଗ୍ରୀ ସେଲସିୟସ ଥିବା ରେକର୍ଡ କରାଯାଇଥିଲା। ବନ ବିଭାଗର ସୂଚନା ଅନୁଯାୟୀ, ଆଜି ଶିମିଳପାଳରେ ତାପମାତ୍ରା ୫ ଡିଗ୍ରୀକୁ ଖସିଛି। ଫଳରେ ଶିମିଳିପାଳ ଏବଂ ପାଦ ଦେଶରେ ଥିବା ଗାଁଗୁଡ଼ିକରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି।ଶିମିଳିପାଳ ଜାତୀୟ ଉଦ୍ୟାନ ଉପର ବାରାକାମୁଡ଼ା ଅଞ୍ଚଳରେ ଆଜି ତାପମାତ୍ରା ୫ ଡିଗ୍ରୀ ଥିବାବେଳେ ଚହଲାରେ ୮ ଡିଗ୍ରୀ ରହିଛି। ଓଡିଶାରେ […]

ସଂପୂର୍ଣ୍ଣ ପଢନ୍ତୁ

ବିଦ୍ୟୁତବିଭାଗର ପ୍ରାକ୍ତନ କିରାଣୀ ସନ୍ତୋଷ ସିଂହଙ୍କ ପରଲୋକ

ଝଙ୍କଡ଼, ୧୪/୧୧ ବାଣିକ୍ଷେତ୍ର ଝଙ୍କଡ଼ ପ୍ରଗଣା ର ତିର୍ତ୍ତୋଲ ବ୍ଲକ, ମୁଳିସିଂହ ଗ୍ରାମ ନିବାସୀ ତଥା ଜଗତସିଂହପୁର ବିଦ୍ୟୁତ ବିଭାଗ ର ଅବସରପ୍ରାପ୍ତ ମୁଖ୍ୟକିରାଣୀ ସନ୍ତୋଷ ସିଂହ ( 78) ଙ୍କର, କଟକ ସ୍ଥିତ ଏକ ଘରୋଇ ଡାକ୍ତରଖାନା ରେ ଗତ ଗୁରୁବାର ରାତି ଆଠଟା ବେଳେ ହୁଦଘାତ ରେ ପରଲୋକ ହୋଇଯାଇଛି l ସେ ଜଣେ ସଚୋଟ ନିଷ୍ଠାପର, କର୍ତ୍ତବ୍ୟରତ ବିଦ୍ୟୁତ କର୍ମଚାରୀ ଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି […]

ସଂପୂର୍ଣ୍ଣ ପଢନ୍ତୁ

ନିଆରାଢଙ୍ଗ ରେ ଜନ୍ମଦିନ ପାଳିଲେ ସାରସ୍ୱତସାଧକ ହିମାଂଶୁ ଆଚାର୍ଯ୍ୟ

ଝଙ୍କଡ଼, ୧୩/୧୧: ବାଣୀକ୍ଷେତ୍ର ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲ ବ୍ଲକ, ମୁଳିସିଂହ ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକସ୍କୁଲ ପରିସରରେ ଗତ ଗୁରୁବାର ଦିନ ଅପରାହ୍ନ ରେ, ଜଗତସିଂହପୁର ସାରସ୍ୱତ ପରିଷଦର ସଭାପତି, ବିଶିଷ୍ଟ ସ୍ତମ୍ଭକାର, ବାଗ୍ମୀ, ତଥା ସେବା ନିବୃତ ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ତାଙ୍କର ଛଅଷଠୀ ତମ ଜନ୍ମଦିନ ନିଆରା ଢଙ୍ଗ ରେ ପାଳନ କରିଥିବାର ଦେଖିବାକୁ ମିଳିଥିଲା l ଏହି ଉପଲକ୍ଷେ ଆୟୋଜିତ ସଭା ରେ ବିଦ୍ୟାଳୟ ର ଅଧ୍ୟକ୍ଷା ଜ୍ୟୋଇର୍ମୟୀ ମହାରଣା ସଭାପତିତ୍ବ […]

ସଂପୂର୍ଣ୍ଣ ପଢନ୍ତୁ

ସବୁ କାଶ୍ମୀରବାସୀ ଆତଙ୍କବାଦୀ ନୁହଁନ୍ତି: ଓମାର ଅବଦୁଲ୍ଲା

ନୂଆଦିଲ୍ଲୀ, ୧୩/୧୧: ଜାମ୍ମ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଦିଲ୍ଲୀ ଲାଲକିଲ୍ଲା ନିକଟରେ ବିସ୍ଫୋରଣକୁ ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ଜାମ୍ମୁ କାଶ୍ମୀର ଲୋକେ ସବୁବେଳେ ଶାନ୍ତି ଓ ଭାଇଚାରା ସିଦ୍ଧାନ୍ତରେ ବିଶ୍ବାସ ରଖନ୍ତି। ଅବଦୁଲ୍ଲା ଏହି ଆକ୍ରମଣକୁ ନିନ୍ଦା କରି କହିଛନ୍ତି ଯେ କିଛି ଲୋକ ଏହି ଅଞ୍ଚଳର ଶାନ୍ତି ନଷ୍ଟ କରିଛନ୍ତି, କିନ୍ତୁ ସବୁ କାଶ୍ମୀରଙ୍କୁ ଆତଙ୍କବାଦ ସହ ଯୋଡି ଦେଖିବା ଅନୁଚିତ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ […]

ସଂପୂର୍ଣ୍ଣ ପଢନ୍ତୁ

ଫରିଦାବାଦର ଅଲ-ଫତାହ ବିଶ୍ବବିଦ୍ୟାଳୟ ସଦସ୍ୟତା ରଦ୍ଦ

ନୂଆଦିଲ୍ଲୀ, ୧୩/୧୧: ଦିଲ୍ଲୀରେ ସୋମବାର ସନ୍ଧ୍ୟାରେ ଲାଲକିଲ୍ଲା ନିକଟରେ ବିସ୍ଫୋରଣ ଘଟଣାରେ ଏ ପର୍ଯ୍ୟନ୍ତ ୧୩ ଜଣ ପ୍ରାଣ ହରାଇସାରିଲେଣି। ଏହି ମାମଲାରେ ଫରିଦାବାଦର ଅଲ-ଫତାହ ବିଶ୍ବବିଦ୍ୟାଳୟ ନାଁ ସାମ୍ନାକୁ ଆସିଛି। ଏହି ଖବର ପରେ ବିଶ୍ବବିଦ୍ୟାଳୟର ସଦସ୍ୟତା ରଦ୍ଦ କରାଯାଇଛି। ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭର୍ସିଟିଜ୍ ଅଲ୍-ଫତାହ ବିଶ୍ବବିଦ୍ୟାଳୟର ସଦସ୍ୟତା ତୁରନ୍ତ ରଦ୍ଦ କରାଯାଇଛି। ଏଆଇୟୁ ବୟାନ ଜାରି କରି କହିଛି ଯେ ଫରିଦାବାଦର ଅଲ-ଫତାହ ବିଶ୍ବବିଦ୍ୟାଳୟର ସ୍ଥିତି ଠିକ୍ ନାହିଁ। ଏଭଳି କ୍ଷେତ୍ରରେ ଅଲ-ଫତାହ […]

ସଂପୂର୍ଣ୍ଣ ପଢନ୍ତୁ

କଟକ ବାଲିଯାତ୍ରାରେ ଠେଲାପେଲା ଯୋଗୁ ୨ ଅଚେତ

କଟକ, ୧୩/୧୧: କଟକ ବାଲିଯାତ୍ରାରେ ଠେଲାପେଲା ଯୋଗୁ ୨ ଜଣ ଅଚେତ ହୋଇପଡ଼ିଛନ୍ତି। ଗୁରୁବାର ସନ୍ଧ୍ୟାରେ ପ୍ରବଳ ଭିଡ଼ ଯୋଗୁ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି। ସନ୍ଧ୍ୟାରେ ବଲିଉଡ୍ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ରହିଥିଲା। ଏଥିପାଇଁ ପ୍ରବଳ ଭିଡ଼ ହୋଇଥିଲା। ଭିଡ଼ ଅସମ୍ଭାଳ ହେବାରୁ ଠେଲାପେଲା ହୋଇଥିଲା। ଯାହାଫଳରେ ୨ ଜଣ ବ୍ୟକ୍ତି ଅଣନିଃଶ୍ଵାସୀ ହୋଇ ଚେତା ହରାଇଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା। ଖବରପାଇ ସ୍ଥିତି ନିୟନ୍ତ୍ରଣ […]

ସଂପୂର୍ଣ୍ଣ ପଢନ୍ତୁ

୨୦ରୁ ଖରିଫ ଧାନ କିଣିବେ ସରକାର

ବରଗଡ, ୧୩/୧୧ : ଆସନ୍ତା ୨୦ ତାରିଖରୁ ବରଗଡ ଜିଲ୍ଲାରୁ ଖରିଫ୍ ଧାନ କିଣା ଆରମ୍ଭ ହେବ। ଧାନ ସଂରକ୍ଷଣ ପାଇଁ ମଣ୍ଡିରେ ଅତ୍ୟାଧୁନିକ ବ୍ୟବସ୍ଥା ହୋଇଛି। ଦୁଇ ବର୍ଷ ମଧ୍ୟରେ ୧୦୦ଟି ମଡେଲ ମଣ୍ଡି ପାଇଁ ନିଷ୍ପତି ହୋଇଛି। ପ୍ରଥମ ପର୍ଯ୍ୟାୟରେ ୩୮ଟି ମଡେଲ ମଣ୍ଡି ସ୍ଥାପନ ପାଇଁ ଟେଣ୍ଡର ହୋଇ କାର୍ଯ୍ୟ ଆରମ୍ଭ ହୋଇଛି। ଚଳିତ ଆର୍ଥିକ ବର୍ଷରେ ୮୦ ସମବାୟ ସମିତିରେ ୨୦୦ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଗୋଦାମ ଗୃହ ନିର୍ମାଣ […]

ସଂପୂର୍ଣ୍ଣ ପଢନ୍ତୁ