ସଅଁରା ହାଇସ୍କୁଲ 1976 ମସିହା ବ୍ୟାଚ ର ବନ୍ଧୁମିଳନ
ଝଙ୍କଡ଼, ୮/୧୨: ତିର୍ତ୍ତୋଲ ଅଞ୍ଚଳର ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ସଅଁରା ଉଚ୍ଚବିଦ୍ୟାଳୟ ର 1976 ମସିହା ବ୍ୟାଚ ର ବନ୍ଧୁତ୍ୱର ଅର୍ଦ୍ଧଶତାବ୍ଦୀ ଉତ୍ସବ, ଧୂଆଁପାରି ଗ୍ରାମର ପ୍ରସିଦ୍ଧ ଶୈବପୀଠ ବାବା ମାଳତୀଲିଙ୍ଗ ଙ୍କ ନିକଟରେ ଅନୁଷ୍ଠିତ ହୋଇଯାଇଛି l ଗତ ରବିବାର ଦିନ ଆୟୋଜିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ପ୍ରାକ୍ତନ ଛାତ୍ର ତଥା ଏହି ପଞ୍ଚାୟତ ର ପୂର୍ବତନ ସରପଞ୍ଚ ବିଭୁତି ଦାସ ଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିବା ବେଳେ, ସଭାର ପ୍ରାରମ୍ଭରେ ଦିବଂଗତ ଶିକ୍ଷକ […]
ସଂପୂର୍ଣ୍ଣ ପଢନ୍ତୁ