ରେଷ୍ଟୁରାଣ୍ଟରେ ‘ସର୍ଭିସ୍ ଚାର୍ଜ’ ଆଉ ବାଧ୍ୟତାମୂଳକ ନୁହେଁ; ୨୭ଟି ରେଷ୍ଟୁରାଣ୍ଟକୁ ୫୦,୦୦୦ ଟଙ୍କା ଜରିମାନା
ନୂଆଦିଲ୍ଲୀ/ଭୁବନେଶ୍ୱର: ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଉଥିବା ଗ୍ରାହକଙ୍କ ପାଇଁ ଏକ ବଡ଼ ସୁଖବର ଆସିଛି। ଏବେ ଭାରତର କୌଣସି ବି ରେଷ୍ଟୁରାଣ୍ଟ ଗ୍ରାହକଙ୍କୁ ଜବରଦସ୍ତି ‘ସର୍ଭିସ୍ ଚାର୍ଜ’ ମାଗି ପାରିବେ ନାହିଁ। ଏହା ସମ୍ପୂର୍ଣ୍ଣ ରୂପେ ବେଆଇନ ବୋଲି କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (CCPA) ସ୍ପଷ୍ଟ କରିଛନ୍ତି। ଏହି ନିୟମକୁ ଉଲ୍ଲଂଘନ କରି ଗ୍ରାହକଙ୍କଠାରୁ ଜବରଦସ୍ତି ସର୍ଭିସ୍ ଚାର୍ଜ ନେଉଥିବା ୨୭ଟି ରେଷ୍ଟୁରାଣ୍ଟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। CCPA ଏହି ରେଷ୍ଟୁରାଣ୍ଟଗୁଡ଼ିକ ଉପରେ ୫୦,୦୦୦ ଟଙ୍କା ଲେଖାଏଁ […]
ସଂପୂର୍ଣ୍ଣ ପଢନ୍ତୁ