ପିଏମ-କିଷାନ ଯୋଜନାରେ ଓଡିଶାର ୩୪ ଲକ୍ଷରୁ ଉର୍ଦ୍ଧ୍ୱ କୃଷକ ପାଇଲେ ୬୮୪ କୋଟି

ଭୁବନେଶ୍ୱର: ଚାଷୀ ହେଉଛନ୍ତି ଆମ ସମାଜର ମେରୁଦଣ୍ଡ ଏବଂ ଆମ ଅର୍ଥନୀତିର ପ୍ରକୃତ ସାରଥି। ‘ଜୟ କିଷାନ’ର ନାରାକୁ ସାର୍ଥକ କରିବା ପାଇଁ କେନ୍ଦ୍ର ସରକାର ଓ ଆମ ସରକାର ସଦାସର୍ବଦା ଚେଷ୍ଟିତ। ଚାଷୀମାନଙ୍କର ଉନ୍ନତି ବିନା ଦେଶ କିମ୍ବା ରାଜ୍ୟର ବିକାଶ ଅସମ୍ଭବ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୨ ତମ ପିଏମ୍ କିଷାନ ଉତ୍ସବ ଦିବସରେ କୃଷକ ସମ୍ମାନ ନିଧି ପ୍ରଦାନ କାର୍ଯ୍ୟକ୍ରମ ଅବସରରେ ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ […]

ସଂପୂର୍ଣ୍ଣ ପଢନ୍ତୁ

ସିଆଇଆଇ ଓଡିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଭାବେ ଅନିଲ କୁମାର ସିଂହଙ୍କ ନିଯୁକ୍ତି

ଭୁବନେଶ୍ୱର: ଜେଏସଡବ୍ଲୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍‌ର ଅଧ୍ୟକ୍ଷ ଶ୍ରୀ ଅନିଲ କୁମାର ସିଂହ ସରକାରୀଭାବେ କନଫେଡରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (CII) ଓଡିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଜ୍ୟର ଔଦ୍ୟୋଗିକ ପରିଦୃଶ୍ୟକୁ ଆହୁରି ବିବିଧମୟ କରିବା ପାଇଁ ଚେଷ୍ଟା ଚାଲିଥିବା ଏହି ସମୟରେ ତାଙ୍କର ନିଯୁକ୍ତି ଗୁରୁତ୍ୱପୂର୍ଣ୍ଣ ବୋଲି ମନ୍ତବ୍ୟ କରାଯାଉଛି। ଏହି ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇନ, ମୁଖ୍ୟ ସଚିବ ଶ୍ରୀମତୀ ଅନୁ […]

ସଂପୂର୍ଣ୍ଣ ପଢନ୍ତୁ

ହଳଦିଆରେ ଜଗନ୍ନାଥ କଥାମୃତ ମହୋତ୍ସବ ଉଦଯାପିତ

ଝଙ୍କଡ଼ :   ବାଣୀକ୍ଷେତ୍ର ଜଗତସିଂହପୁରଜିଲ୍ଲା, ତିର୍ତ୍ତୋଲବ୍ଲକ, ବୋଧେଇ ପଞ୍ଚାୟତ ଅଧିନ, ହଳଦିଆ ଗ୍ରାମରେ ଗତ ଦଶ ତାରିଖରୁ ଆରମ୍ଭ ହୋଇଥିବା, ତ୍ରିଦିଦିବସିୟ ଜଗନ୍ନାଥ କଥାମୃତ ମହୋତ୍ସବ ଗତ ଗୁରୁବାରଦିନ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଉଦଯାପିତ ହୋଇଯାଇଛି l ଶ୍ରୀ ଜଗନ୍ନାଥ ସଂସ୍କୃତିର ରାଷ୍ଟ୍ରୀୟ ପ୍ରଚାରକ ବ୍ରହ୍ମଚାରୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ମାର୍ଗଦର୍ଶନ ଓ ଶ୍ରୀଗୁରୁ ସେବକ ଗୋପାଳ ଚନ୍ଦ୍ର ଖଟୁଆ ଓ ମାହାଳି ପରିବାର ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଆୟୋଜିତ ଏହି ପଞ୍ଚମବାର୍ଷିକ କାର୍ଯ୍ୟକ୍ରମ […]

ସଂପୂର୍ଣ୍ଣ ପଢନ୍ତୁ

ଜେଏସଡବ୍ଲୁ ଉତ୍କଳ ଷ୍ଟିଲ୍ ପକ୍ଷରୁ ୨୨ ଜଣ ସ୍ଥାନୀୟ ଯୁବକଙ୍କୁ ମିଳିଲା ନିଯୁକ୍ତି

ପାରାଦୀପ,୧୨/୦୩ :ଜେଏସଡବ୍ଲୁ ଉତ୍କଳ ଷ୍ଟିଲ୍ ଲିମିଟେଡ ପକ୍ଷରୁ ୨୨ ଜଣ ସ୍ଥାନୀୟ ଯୁବକ ଙ୍କୁ ମିଳିଲା ନିଯୁକ୍ତି।ସ୍ଥାନୀୟ ପ୍ରତିଭାକୁ ପ୍ରୋତ୍ସାହିତ କରିବା ପ୍ରତି ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ ଏହାର ପ୍ରତିବଦ୍ଧତା ଅନୁଯାୟୀ ସ୍ଥାନୀୟ ବାସିନ୍ଦାଙ୍କୁ ସହଯୋଗୀ ବର୍ଗରେ ସାମିଲ କରିବା ପାଇଁ ଏକ ପ୍ରୟାସ ଆରମ୍ଭ କରିଛି। ଜେଏସଡବ୍ଲୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍ ର ସଭାପତି ଅନିଲ କୁମାର ସିଂହ ବିଭିନ୍ନ ସହାୟକ କାର୍ଯ୍ୟକଳାପ ମାଧ୍ୟମରେ ପାରାଦୀପ ସମ୍ପ୍ରଦାୟକୁ ଜଡିତ କରିବାରେ ଏକ ପ୍ରେରଣାଦାୟକ ଶକ୍ତି ହୋଇଛନ୍ତି। […]

ସଂପୂର୍ଣ୍ଣ ପଢନ୍ତୁ

ମାଆ ପିତାମ୍ବରୀଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ

ମାହାଙ୍ଗା  : ମାହାଙ୍ଗା ବ୍ଲକ କୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ମଲ୍ଲିକପୁର ଗ୍ରାମର ଆରାଧ୍ୟା ମାଆ ପିତାମ୍ବରୀଙ୍କ ଵୀଜେସ୍ଥଳୀ ତିନିଦିନ ବ୍ୟାପୀ ଆୟୋଜିତ ମାଆଙ୍କ ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି l ମାଆ ପିତାମ୍ବରୀଙ୍କୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରତ୍ୟେକ୍ଷ ଦେବତା ଭାବେ କାହିଁ କେଉଁ ଅନାଦି କାଳରୁ ପୂଜାକରି ଆସୁଛନ୍ତି l କଳସ ଶୋଭାଯାତ୍ରା, ଗୋ ପୂଜା, ସୂର୍ଯ୍ୟ ପୂଜା, ଅଗ୍ନି ପୂଜା, ଯାଗ ଯଜ୍ଞ, ନୂତନ ବିଗ୍ରହ ସ୍ଥାପନ ଓ ପ୍ରଭୁଙ୍କ ଘଟ ପ୍ରତିଷ୍ଠା ଭଳି ବିଭିନ୍ନ […]

ସଂପୂର୍ଣ୍ଣ ପଢନ୍ତୁ

ଭିଜିଲାନ୍ସ ଜାଲରେ କଣ୍ଟାପଡ଼ା ତହସିଲଦାର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ

କଟକ: କଟକ ଜିଲ୍ଲା କଣ୍ଟାପଡ଼ା ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବିରୋଧରେ ଏହି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନା ଅନୁଯାୟୀ, ଗତକାଲି ତହସିଲଦାରଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ ଉପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଖୋଳତାଡ଼ ସମୟରେ ତାଙ୍କର ବିପୁଳ ପରିମାଣର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଛି। ତଦନ୍ତରୁ ଜଣାପଡିଛି ଯେ, ରାଜଧାନୀ ଭୁବନେଶ୍ବରରେ ତହସିଲଦାରଙ୍କର ୨ଟି ବହୁତଳ ବିଶିଷ୍ଟ […]

ସଂପୂର୍ଣ୍ଣ ପଢନ୍ତୁ

ଜେଏସଡବ୍ଲୁର ସମର୍ଥ କେନ୍ଦ୍ରରେ ମହିଳା ଦିବସ ପାଳନ :  ମାଆମାନଙ୍କୁ ସମ୍ମାନ

ପାରାଦୀପ :  ପାରାଦୀପ ଅନ୍ତର୍ଗତ ନୁଆଗାଁରେ ଅବସ୍ଥିତ ଜେଏସଡବ୍ଲୁ ଫାଉଣ୍ଡେସନର ସମର୍ଥ ଯୁବ ବିକାଶ କେନ୍ଦ୍ରରେ ମହିଳା ଦିବସ ଉତ୍ସାହ ଓ ଉଦ୍ଦୀପନା ର ସହିତ ପାଳିତ ହୋଇଯାଛି।ଏହି ଅବସରରେ ଉକ୍ତ କେନ୍ଦ୍ରର ଛାତ୍ରଛାତ୍ରୀଙ୍କ ମାଆମାନଙ୍କୁ ସମ୍ମାନ ଜଣାଇ ଏକ ଅର୍ଥପୂର୍ଣ୍ଣ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ମାଆମାନଙ୍କର ଶକ୍ତି, ସମର୍ପଣ ଓ ତ୍ୟାଗକୁ ସ୍ୱୀକାର କରାଯାଇଥିଲା। ଯେଉଁମାନେ ନିଜ ସନ୍ତାନଙ୍କ ଭବିଷ୍ୟତ ଗଢ଼ିବାରେ ମୁଖ୍ୟ ଭୂମିକା ନିଭାଇ ଥାଆନ୍ତି। ଉକ୍ତ ଉତ୍ସବ […]

ସଂପୂର୍ଣ୍ଣ ପଢନ୍ତୁ

ଅନାସ୍ଥା ଭୋଟରେ ହାରିଲେ ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା

ରାୟଗଡ଼ା: ଅନାସ୍ଥା ଭୋଟରେ ହାରିଲେ ରାୟଗଡ଼ା ପୌରପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ଫଳାଫଳ ଘୋଷଣା କରିଥିଲେ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ରମେଶ କୁମାର ଜେନା। ନିର୍ବାଚନରେ ୨୪ଜଣଙ୍କ ମଧ୍ଯରେ ୨୧ଜଣ କାଉନସିଲର ଭୋଟ ଦେଇଥିଲେ। ତେବେ ୧୯ଜଣ କାଉନସିଲର ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଭୋଟ ଦେଇଥିଲେ। ଗତ ବର୍ଷ ନଭେମ୍ବର ୨୪ରେ ଅନାସ୍ଥାକୁ ନେଇ ଗଣତି ହୋଇଥିଲା। ତେବେ ଗଣତି ପରେ ଫଳାଫଳ ଘୋଷଣା ଉପରେ ରୋକ୍ ଲଗାଇଥିଲେ ହାଇକୋର୍ଟ। […]

ସଂପୂର୍ଣ୍ଣ ପଢନ୍ତୁ

ଅଯୋଧ୍ୟାରେ ଏଲ୍‌ପିଜି ଅଭାବରୁ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ରୋଷେଇ ବନ୍ଦ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ସାରା ଦେଶରେ ଏଲ୍‌ପିଜି ଯୋଗାଣ ଗୁରୁତର ପ୍ରଭାବିତ ହୋଇଛି। ଗ୍ୟାସ୍‌କୁ ନେଇ ଜରୁରୀ ପରିସ୍ଥିତି ଦେଖାଦେଇଛି। ଲୋକମାନେ ଗ୍ୟାସ୍‌ ପାଇବାକୁ ଏଜେନ୍ସିଗୁଡ଼ିକରେ ଲମ୍ବା ଲାଇନ୍‌ ଲଗାଉଛନ୍ତି। ଉତ୍ତରପ୍ରଦେଶରେ ବୁକିଂର ୪-୫ ଦିନ ପରେ ମଧ୍ୟ ଗ୍ୟାସ୍‌ ମିଳୁନି। ଗୋରଖପୁର-ସିଦ୍ଧାର୍ଥନଗରରେ ପୁଲିସ ଉପସ୍ଥିତିରେ ଲୋକମାନଙ୍କୁ ଗ୍ୟାସ୍‌ ସିଲିଣ୍ଡର ବଣ୍ଟାଯାଇଥିଲା। ‌ ଅଯୋଧ୍ୟାରେ ଏଲ୍‌ପିଜି ଅଭାବରୁ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ରୋଷେଇ ବନ୍ଦ କରିଦିଆଯାଇଛି। ଗତ ଆଠ ବର୍ଷ ଭିତରେ ରୋଷେଇ ବନ୍ଦ କରାଯିବାର […]

ସଂପୂର୍ଣ୍ଣ ପଢନ୍ତୁ

ପଦ୍ମ ଧରିଲେ ରବୀନ୍ଦ୍ର ଜେନା

ଭୁବନେଶ୍ବର: ଯାହା ପୂର୍ବାନୁମାନ କରାଯାଉଥିଲା, ତାହା ହିଁ ହୋଇଛି। ବିଜୁ ଜନତା ଦଳ (ବିଜେଡି)ରୁ ଇସ୍ତଫା ଦେବାର ଦିନକ ଭିତରେ ପୂର୍ବତନ ଲୋକସଭା ସାଂସଦ ରବୀନ୍ଦ୍ର ଜେନା ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି। ଉତ୍ତର ଓଡ଼ିଶାର ଅନ୍ୟତମ ଟାଣୁଆ ନେତା ବୁଧବାର ଅପରାହ୍‌ଣରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ରବୀନ୍ଦ୍ର ଜେନା ପଦ୍ମ ଶିବିରରେ ସାମିଲ ହୋଇଛନ୍ତି। ରବୀନ୍ଦ୍ର ଜେନା ବିଜେପିରେ ଯୋଗ ଦେବା […]

ସଂପୂର୍ଣ୍ଣ ପଢନ୍ତୁ