ଦୋହଲିଗଲା ଷ୍ଟକ୍‌ ବଜାର: ସେନ୍‌ସେକ୍ସ ୧୦୪୮ ପଏଣ୍ଟ୍‌ ଖସିଲା, ଆମେରିକାରୁ ପାକିସ୍ତାନ ପର୍ଯ୍ୟନ୍ତ ପ୍ରଭାବ

ମୁମ୍ବାଇ: ଇରାନ ଉପରେ ଆମେରିକା-ଇସ୍ରାଏଲ୍‌ର ଆକ୍ରମଣ ପ୍ରଭାବରେ ସୋମବାର ସମଗ୍ର ଏସିଆର ଷ୍ଟକ୍‌ ବଜାର ଦୋହଲିଯାଇଛି। ଭାରତଠାରୁ ଆରମ୍ଭ କରି ପାକିସ୍ତାନ ପର୍ଯ୍ୟନ୍ତ ଚାରିଆଡ଼େ ଯୁଦ୍ଧର ତାତି ଅନୁଭୂତ ହୋଇଛି। ନିବେଶକମାନେ ସେୟାର ବିକ୍ରି କରିବାରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୧୦୪୮ ପଏଣ୍ଟ୍‌ ହ୍ରାସ ପାଇ ୮୦,୨୩୯ ପଏଣ୍ଟ୍‌ରେ ବନ୍ଦ ହୋଇଛି। ସେହିପରି, ନ୍ୟାସନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ୩୧୩ ପଏଣ୍ଟ୍‌ ହ୍ରାସ ପାଇ ୨୪,୮୬୬ ପଏଣ୍ଟ୍‌ରେ ବନ୍ଦ ହୋଇଛି।ଭୂରାଜନୈତିକ ଉତ୍ତେଜନା ଓ ଯୁଦ୍ଧ ଭଳି […]

ସଂପୂର୍ଣ୍ଣ ପଢନ୍ତୁ

ଶତାୟୁ ହାରାମଣି ବେହେରା଼ଙ୍କ ଏକାଦଶାହରେ ସ୍ମୃତି ଶ୍ରଦ୍ଧାଞ୍ଜଳି

ଝଙ୍କଡ଼  :  ବାଣୀକ୍ଷେତ୍ର ଝଙ୍କଡ଼ର ଅଧୀଶ୍ୱର ବାବା ଝଙ୍କେଶ୍ୱର ମହାଦେବ ଙ୍କ ମନ୍ଦିର ନିକଟସ୍ଥ ଝଙ୍କେଶ୍ୱର ଗ୍ରାମରେ ଗତ ସୋମବାର ସନ୍ଧ୍ୟାରେ ଏକ ସ୍ମୃତିଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ସେ ଜଣେ ସରଳ, ନିଷ୍ଠାପର, ପରୋପକାରୀ, ଧର୍ମପ୍ରାଣା ମହିଳା ଥିବାରୁ ତାଙ୍କର ଏହି ପୁଣ୍ୟତିଥିରେ ପ୍ରାକ୍ତନ ଅଧ୍ୟାପକ ଶାନ୍ତନୁ କୁମାର ଦାସ ଙ୍କ ସଭାପତିତ୍ୱରେ ଓ ମା ସାରଳା ଙ୍କ ସମର୍ପିତଭକ୍ତ ବିଳାସ ଚନ୍ଦ୍ର ବେହେରାଙ୍କ  ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ଆୟୋଜିତ ସ୍ମୃତିଚାରଣ ସଭାରେ, ଡଃ […]

ସଂପୂର୍ଣ୍ଣ ପଢନ୍ତୁ

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ସତ୍ୟ ହେଲା, ମାର୍ଚ୍ଚ-ଏପ୍ରିଲରେ ଲାଗିଗଲା ମହାଯୁଦ୍ଧ

ନୂଆଦିଲ୍ଲୀ: ଇସ୍ରାଏଲ ଓ ଆମେରିକା ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ସରକାରୀ ବାସଭବନକୁ ଟାର୍ଗେଟ କରି ଏକ ମିଳିତ ଗୁପ୍ତ ଅଭିଯାନ କରି ତାଙ୍କୁ ହତ୍ୟା କରିଛନ୍ତି। ଏହି ସମୟରେ, ପ୍ରସିଦ୍ଧ ବୁଲଗେରିଆନ୍ ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ ଦ୍ୱାରା ୨୦୨୬ ବର୍ଷ ପାଇଁ କରାଯାଇଥିବା ଏକ ଭବିଷ୍ୟବାଣୀ ପୁଣିଥରେ ଚର୍ଚ୍ଚାକୁ ଆସିଛି। ସେ ଆକଳନ କରିଥିଲେ ଯେ, ୨୦୨୬ ମସିହାରେ ପୂର୍ବ ଅଞ୍ଚଳରେ ଏକ ବଡ଼ ଯୁଦ୍ଧ ହୋଇପାରେ, ଯାହା ଧୀରେ ଧୀରେ ସମଗ୍ର […]

ସଂପୂର୍ଣ୍ଣ ପଢନ୍ତୁ

ଆମ ଗାଁ ସାହିତ୍ୟ ସଂସଦର ଷୋଡଶତମ ବାର୍ଷିକ ଉତ୍ସବ

ଝଙ୍କଡ଼ :  ଜଗତସିଂହପୁର ଜିଲ୍ଲା, ରଘୁନାଥପୁର ବ୍ଲକ, ପୁରୁଣା ବସନ୍ତ ପଞ୍ଚାୟତ ଅଧିନ ଦେଉଳସାହି ବାଲାନ୍ସ ସ୍ଥିତ, ଆମ୍ରକୁଞ୍ଜ ଏକ ପଲ୍ଲୀ ପରିବେଶ ମଧ୍ୟରେ ଜିଲ୍ଲାର ଅଗ୍ରଣୀ ସୃଜନ, ସଚେତନ ଓ ସଂଗ୍ରାମ ର ସାହିତ୍ୟ ଅନୁଷ୍ଠାନ, ଆମ ଗାଁ ସାହିତ୍ୟ ସଂସଦର ଷୋଡଶତମ ବାର୍ଷିକ ଉତ୍ସବ ଗତ ରବିବାରଦିନ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ସଂସଦ ର ସଭାପତି ତଥା ପାରାଦ୍ୱୀପବନ୍ଦର ପ୍ରଶାସନ ର ପ୍ରାକ୍ତନ ସଚିବ ପ୍ରଭାତ ନନ୍ଦ ଙ୍କ ସଭାପତିତ୍ବ […]

ସଂପୂର୍ଣ୍ଣ ପଢନ୍ତୁ

ଦାସଙ୍କ ସାହି, ବିଶ୍ଵଶାନ୍ତି ମହାଯଜ୍ଞ କମିଟି ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ

ଜଗତସିଂହପୁର  :  ଏରଡ଼ଙ୍ଗା, ଦାସଙ୍କସାହି ସ୍ଥିତ ଶ୍ରୀ ଶ୍ରୀ ରାଧାକାନ୍ତ ଜୀଉ ମନ୍ଦିର ପ୍ରାଙ୍ଗଣରେ ଗତ ରବିବାରଦିନ ପୂର୍ବାହ୍ନ ରେ, ଦୋଳମହୋତ୍ସବ ଉପଲକ୍ଷେ ଏକ ସମ୍ବର୍ଦ୍ଧନାଉତ୍ସବ ଅନୁଷ୍ଠିତ ହୋଇଯାଇଛି  |  ସତ୍ୟନାରାୟଣ ଦାସ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ଵଶାନ୍ତି ମହାଯଜ୍ଞ କମିଟି ର ସଭାପତି ଅମୁଲ୍ୟ କୁମାର ଦାସ, ସମ୍ପାଦକ ନିରଞ୍ଜନ ମହାନ୍ତି ଓ କୋଷାଧ୍ୟକ୍ଷ ନୃସିଂହ ଚରଣ ଦାସ ଙ୍କ ସମେତ ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ଓ କର୍ମକର୍ତ୍ତା ମାନଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ […]

ସଂପୂର୍ଣ୍ଣ ପଢନ୍ତୁ

ମହିଳାଙ୍କୁ ଜେଏସଡବ୍ଲ୍ୟୁ ସ୍ଵତନ୍ତ୍ର ପରିଚୟ ଦେଇଛି

ପାରାଦୀପ : ପାରାଦୀପ ରେ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲର ବିକାଶ ମୂଳକ ପଦକ୍ଷେପ ପ୍ରକଳ୍ପ ସ୍ଥାପନ ପୂର୍ବରୁ ବିଭିନ୍ନ ଯୋଜନାରେ ନୂତନ ମାନଦଣ୍ଡ ସ୍ଥାପନ କରିଛି। ମହିଳାଙ୍କୁ ଆତ୍ମ ନିର୍ଭରଶିଳତା ଠାରୁ ଆରମ୍ଭ କରି କୃଷି,ଶିକ୍ଷା,ସ୍ବାସ୍ଥ୍ୟ ଓ ଆଲୋକିକରଣ କ୍ଷେତ୍ରରେ ସାର୍ବଜନୀନ ସ୍ଥାନରେ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ କମ୍ପାନୀ ପହଞ୍ଚି ପାରିଛି। ସ୍ଥାନୀୟ ଅଞ୍ଚଳରେ ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ ର ପରିଚୟ ସ୍ଵତନ୍ତ୍ର। ମହିଳା ମାନଙ୍କୁ ଜେଏସଡବ୍ଲ୍ୟୁ ସ୍ଵତନ୍ତ୍ର ପରିଚୟ […]

ସଂପୂର୍ଣ୍ଣ ପଢନ୍ତୁ

ତିର୍ତ୍ତୋଲରେ ନବନିର୍ମାଣ କୃଷକ ସଂଗଠନର ବୈଠକ, ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କ ସମେତ ସଂଗଠନ ର କର୍ମକର୍ତ୍ତା ବିଭିନ୍ନ ଧାନ ମଣ୍ଡି ପରିଦର୍ଶନ

ଝଙ୍କଡ଼  :  ତିର୍ତ୍ତୋଲ ବ୍ଲକ ଅର୍ନ୍ତଗତ ନାଉସିରା ସ୍ଥିତ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ନବ ନିର୍ମାଣ କୃଷକ ସଂଗଠନ ର ବ୍ଲକ ସ୍ତରୀୟ ବୈଠକ ଅଧିର କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ସଂଗଠନ ର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ବିଭିନ୍ନ ଧାନ ମଣ୍ଡି ରେ ଚାଷୀଙ୍କ ଧାନ କିଣାରେ ଅବ୍ୟବସ୍ଥା ଓ ଅନିୟମିତତା ହେଉଥିବାରୁ ଉଦବେଗ ପ୍ରକାଶ କରିଥିଲେ l ଏଥିସହ ନବ ନିର୍ମାଣ କୃଷକ ସଂଗଠନ କୁ […]

ସଂପୂର୍ଣ୍ଣ ପଢନ୍ତୁ