ପୂର୍ବ ସରକାରଙ୍କ ‘ଅପରାଧୀ ପ୍ରେମ’ ଶେଷ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଅପରାଧୀଙ୍କ ପ୍ରତି ପୂର୍ବ ସରକାର ସମୟରେ ଥିବା କୋହଳ ମନୋଭାବ, ପ୍ରେମ ଓ ରାଜନୈତିକ ସୁରକ୍ଷାର ଅନ୍ତ ଘଟିସାରିଛି। ପୂର୍ବରୁ ପୁଲିସର ହାତକୁ ପିଠି ପଛରେ ବାନ୍ଧି ଦେଇ ଅପରାଧୀଙ୍କ ବିରୋଧରେ ଲଢ଼େଇ କରିବାକୁ କୁହାଯାଉଥିଲା। କିନ୍ତୁ ମୁଁ ତାଙ୍କୁ ଏହି ବନ୍ଧନରୁ ମୁକ୍ତ କରିଦେଇଛି। ଆଜି ପୁଲିସ ବିନା ରାଜନୈତିକ ଚାପରେ ଆଇନର ମର୍ଯ୍ୟାଦା ଭିତରେ ରହି କାର୍ଯ୍ୟ କରୁଛି। ଆଜି ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚଦାବି ଆଲୋଚନାର ଉତ୍ତର ରଖିଲା ବେଳେ ବିରୋଧୀ […]
ସଂପୂର୍ଣ୍ଣ ପଢନ୍ତୁ