ଗ୍ରୀଷ୍ମଋତୁକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ଗ୍ରୀଷ୍ମ-ପ୍ରବାହ ପ୍ରସ୍ତୁତି ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଭୁବନେଶ୍ବର: ଆସନ୍ତା ଗ୍ରୀଷ୍ମଋତୁକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ଗ୍ରୀଷ୍ମ-ପ୍ରବାହ ପ୍ରସ୍ତୁତି ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିl ବୈଠକରେ ରାଜ୍ୟରେ ସମ୍ଭାବ୍ୟ ହିଟ୍ ୱେଭ୍ ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ଏବଂ ପୂର୍ବ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ […]

ସଂପୂର୍ଣ୍ଣ ପଢନ୍ତୁ

ଡାଲମା ହାଣ୍ଡିରେ ସାପ ! ୪୦ ଅସୁସ୍ଥ

ପଟ୍ଟାମୁଣ୍ଡାଇ : ଡାଲମା ହାଣ୍ଡିରୁ ବାହାରିଲା ସାପ। ବିଷାକ୍ତ ଖାଦ୍ୟ ଖାଇ ୪୦ ଅସୁସ୍ଥ । ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମ୍ୟୁନିସପାଲିଟିର ୧୦ ୱାର୍ଡରେ । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ପଟ୍ଟାମୁଣ୍ଡାଇ ମ୍ୟୁନିସପାଲିଟିର ୧୦ୱାର୍ଡରେ ଭାଗବତ ସପ୍ତାହ ଅଵସରରେ ପ୍ରସାଦ ରନ୍ଧା ଯାଇଥିଲା । ୪୦୦ ଲୋକଙ୍କ ପ୍ରସାଦ ସେବନ ପାଇଁ ଖାଦ୍ୟ ରନ୍ଧା ହୋଇଥିଲା ।  ପ୍ରସାଦ ସେବନ ସମୟରେ ଡାଲମା ହାଣ୍ଡିରେ […]

ସଂପୂର୍ଣ୍ଣ ପଢନ୍ତୁ

ଟ୍ରମା ଆଇସିୟୁରେ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍‌ର ଯାଞ୍ଚ, ସ୍ଥିତି ଅନୁଧ୍ୟାନ କରୁଛନ୍ତି ଉନ୍ନୟନ କମିଶନର

କଟକ ୧୯।୩: କଟକ SCB ଟ୍ରମା ଆଇସିୟୁ ଅଗ୍ନିକାଣ୍ଡ ଘଟଣାର କାରଣ ଖୋଜିଲେ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ । କିନ୍ତୁ କ୍ୟାମେରା ଆଗରେ ଧାଡ଼ିଏ କହିଲେନାହିଁ ଟିମ୍ ସଦସ୍ୟ । ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂଙ୍କ ନେତୃତ୍ୱରେ ଏହି ଟିମ୍ ଆଜି ଏସସିବି ମେଡିକାଲ ପରିସରରେ ପହଞ୍ଚିଥିଲେ । ପ୍ରଥମେ ଟ୍ରମା ଆଇସିୟୁ ବୁଲି ଦେଖିବା ପରେ ଅନ୍ୟ ବିଭାଗ ଗୁଡିକର ନିରୀକ୍ଷଣ କରିଛି ଟିମ୍ । ହେଲେ କ୍ୟାମେରା ଆଗରେ ଧାଡ଼ିଏ ବି […]

ସଂପୂର୍ଣ୍ଣ ପଢନ୍ତୁ

ପଖାଳ ଏବେ ବିଶ୍ୱ ଦରବାରରେ ପହଞ୍ଚିଛି

ଓଡ଼ିଆ ଜାତିର ଅସ୍ମିତା, ପରମ୍ପରା ଏବଂ ଜୀବନଶୈଳୀ ସହିତ ଯେଉଁ ଖାଦ୍ୟଟି ଅତି ନିବିଡ଼ ଭାବେ ଜଡ଼ିତ, ତାହା ହେଉଛି ‘ପଖାଳ’ । ପଖାଳ କେବଳ ଏକ ଖାଦ୍ୟ ନୁହେଁ, ବରଂ ଏହା ଓଡ଼ିଆ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ପ୍ରତିଟି ଓଡ଼ିଆର ଆବେଗ । ଗରିବର ପର୍ଣ୍ଣକୁଟୀରଠାରୁ ଆରମ୍ଭ କରି ଧନୀର ପ୍ରାସାଦ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବଡ଼ଦେଉଳ ପର୍ଯ୍ୟନ୍ତ, ପଖାଳର ଆଦର ସବୁଠି ସମାନ । ଏହି ଆର୍ଟିକିଲରେ ଆମେ ପଖାଳର ଇତିହାସ, […]

ସଂପୂର୍ଣ୍ଣ ପଢନ୍ତୁ

ଇରାନର ସର୍ବୋଚ୍ଚ ସୁରକ୍ଷା ମୁଖ୍ୟ ଲାରିଜାନି ନିହତ

ନୂଆଦିଲ୍ଲୀ : ଇସ୍ରାଏଲ୍-ଇରାନ ଯୁଦ୍ଧ ୧୫ ଦିନରେ ପହଞ୍ଚିଲାଣି । ଏହାରି ଭିତରେ ଇରାନର ସୁରକ୍ଷା ମୁଖ୍ୟ ଅଲୀ ଲାରିଜାନିଙ୍କ ମୃତ୍ୟୁ ହୋଇଛି । ଖାମେନେଇଙ୍କ ପରେ ଇରାନର ଜଣେ ପ୍ରଭାବଶାଳୀ ନେତା ଅଲୀ ଲାରିଜାନିଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ତେହେରାନରେ ହୋଇଥିବା ଏୟାରଷ୍ଟ୍ରାଇକରେ ଅଲୀ ଲାରିଜାନିଙ୍କର ମୃତ୍ୟୁ ହୋଇଥିବା ପୂର୍ବରୁ ଇସ୍ରାଏଲ ଦାବି କରିଥିଲା । ଖାମେନେଇଙ୍କ ପରେ ଲାରିଜାନିଙ୍କ ମୃତ୍ୟୁ ଇରାନ ପାଇଁ ବଡ଼ ଝଟକା ଲାଗିଛି । ସୋମବାର […]

ସଂପୂର୍ଣ୍ଣ ପଢନ୍ତୁ

ଦିଲ୍ଲୀର ସାଧନଗରରେ ଭୟଙ୍କର ଅଗ୍ନିକାଣ୍ଡ : ୩ ଜଣ ଶିଶୁଙ୍କ ସମେତ ୭ ମୃତ

ନୂଆଦିଲ୍ଲୀ: ଦିଲ୍ଲୀର ପାଲମ ଅଞ୍ଚଳର ସାଧ ନଗରରେ ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ସାତ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ୩୦ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ତଳ ମହଲାରେ ଥିବା ଏକ କସମେଟିକ୍ସ ଦୋକାନରେ ନିଆଁ ଲାଗିବା ପରେ ନିଆଁ ଉପର ମହଲାକୁ ବ୍ୟାପି ଯାଇଥିଲା। ଏବଂ କୋଠାଟି ଧୂଆଁରେ ପୂର୍ଣ୍ଣ ହୋଇଯାଇଥିଲା। କିଛି ଲୋକ ପ୍ରାଣବିକଳରେ କୋଠାରୁ […]

ସଂପୂର୍ଣ୍ଣ ପଢନ୍ତୁ

ସ୍ବତନ୍ତ୍ର ସଚିବଙ୍କୁ ଅଗ୍ନିକାଣ୍ଡ ସୁରକ୍ଷା ଦାୟିତ୍ବ ଉନ୍ନୟନ, ଶିଳ୍ପ ପ୍ରକଳ୍ପ ଭଳି ଅଗ୍ନି ସୁରକ୍ଷାକୁ ଗୁରୁତ୍ବ ଦିଅ: ମୁଖ୍ୟ ସଚିବ

ଭୁବନେଶ୍ବର : ଏଣିକି ରାଜ୍ୟରେ ସରକାରୀ ମେଡିକାଲ କଲେଜ ଓ ଡାକ୍ତରଖାନାଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କଥା ସ୍ବାସ୍ଥ୍ୟ ବିଭାଗର ଜଣେ ସ୍ବତନ୍ତ୍ର ଶାସନ ସଚିବ ବୁଝିବେ। ସେହିପରି ଅଗ୍ନି ନିରାପତ୍ତାକୁ ଦୃଷ୍ଟିରେ ରଖି ସରକାରୀ କୋଠା ନିର୍ମାଣ ସମୟରେ ବିଲ୍ଡିଂ ପ୍ଲାନ ଅନୁମୋଦନ କରାଯିବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ମେଡିକାଲ କଲେଜ ଓ ଡାକ୍ତରଖାନାଗୁଡ଼ିକରେ ଅଗ୍ନିଶମ ପ୍ରସ୍ତୁତିକୁ ବ୍ୟାପକ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ନିର୍ଦେଶ ଦେଇଛନ୍ତି। କଟକସ୍ଥିତ ଏସସିବି […]

ସଂପୂର୍ଣ୍ଣ ପଢନ୍ତୁ
Naveen Patnaik

ଟ୍ରଷ୍ଟ ଗଠନ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ପଷ୍ଟୀକରଣ

ଭୁବନେଶ୍ଵର: ଶେଷରେ ସତ ମାନିଲେ ନବୀନ। ଟ୍ରଷ୍ଟ ଗଠନ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସ୍ପଷ୍ଟୀକରଣ ରଖିଛନ୍ତି। ସେ କହିଛନ୍ତି ବେକ ଅପରେସନ ପାଇଁ ମୁମ୍ବାଇ ପୂର୍ବରୁ ପ୍ରଥମେ ଦିଲ୍ଲୀ ଯାଇଥିଲି। ସେଠି ଅନେକ ବଡ଼ ବଡ଼ ଓକିଲ ଏବଂ ସିଏଙ୍କୁ ଭେଟି ମୁଁ ବିଜୁ ବାବୁଙ୍କ ନାଁରେ ଏକ ଟ୍ରଷ୍ଟ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲି। ମୋ ନିଜ ପାଣ୍ଠିରୁ ୧ ଲକ୍ଷ ଟଙ୍କାର ଛୋଟ ଅର୍ଥ ରାଶିରୁ ଟ୍ରଷ୍ଟ ଆରମ୍ଭ କରିଥିଲି। ବିଜେଡି କିମ୍ବା […]

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟସ୍ତରୀୟ ସିଙ୍ଗଲ୍‌ ୱିଣ୍ଡୋ ବୈଠକ: ନିର୍ମାଣ ହେବ ୪ ନୂଆ ତାରକା ‌ହୋଟେଲ୍‌, ସେଞ୍ଚୁରି, ପିଡିଲାଇଟ୍‌ ବସାଇବେ କାରଖାନା

ଭୁବନେଶ୍ବର: ରାଜ୍ୟରେ ଆଉ ଚାରିଟି ନୂଆ ତାରକା ହୋଟେଲ୍‌ ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି। କୋରାପୁଟରେ ଅଗ୍ରବଂଶୀ ପ୍ରାଇଭେଟ୍‌ ଲିମିଟେଡ୍‌ ୫୨ କୋଟି ଟଙ୍କା ନିବେଶରେ ଏକ ୪- ତାରକା ହୋ‌ଟେଲ୍‌ ଓ ବଲାଙ୍ଗୀରରେ ସଗୁନ୍‌ ରିଟ୍ରିଟ୍ ୫୪.୯୪ କୋଟି ଟଙ୍କା ନିବେଶରେ ଏକ ତିନି ତାରକା ହୋଟେଲ୍‌ ନିର୍ମାଣ କରିବେ। ଭୁବନେଶ୍ବରରେ ଆର୍ଯ୍ୟପ୍ରାଇଡ୍‌ ହୋଟେଲ୍‌ ଆଣ୍ଡ୍‌ କନ୍‌ଭେନ୍‌ସନ୍‌ ୧୫୦.୬୯ କୋଟି ଟଙ୍କା ଓ ଆରମ୍ୟ ପକ୍ଷରୁ ପୁରୀରେ ୬୦ କୋଟି ଟଙ୍କା ନିବେଶରେ ୪-ତାରକା ହୋଟେଲ୍‌ […]

ସଂପୂର୍ଣ୍ଣ ପଢନ୍ତୁ

କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୪ଜଣ ଅଧିକାରୀ ନିଲମ୍ୱିତ

ଭୁବନେଶ୍ୱର: କଟକଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଗତ ୧୬ ତାରିଖ ଦିନ ହୋଇଥିବା ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ଅନେକ ଜୀବନ ନଷ୍ଟ ହେବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। କାର୍ଯ୍ୟରେ ଅବହେଳା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ନିମ୍ନଲିଖିତ ଚାରି ଜଣ ଅଧିକାରୀଙ୍କୁ ନିଲମ୍ୱିତ କରାଯାଇଛି। ନିଲମ୍ବିତ ଅଧିକାରୀମାନେ ହେଲେ କଟକ ସର୍କଲର ଡେପୁଟି ଫାୟାର ଅଫିସର ପ୍ରକାଶ କୁମାର ଜେନା, କଟକ ସର୍କଲର ଆସିଷ୍ଟାଣ୍ଟ ଫାୟାର ଅଫିସର ସଞ୍ଜୀବ […]

ସଂପୂର୍ଣ୍ଣ ପଢନ୍ତୁ