ବାଲିଯାତ୍ରା ୟୁନେସ୍କୋ ଐତିହ୍ୟ ମାନ୍ୟତା ପ୍ରସ୍ତାବକ ସମ୍ମାନୀତ

କଟକ : ଐତିହାସିକ କଟକ ବାଲିଯାତ୍ରାକୁ ଜାତିସଂଘ ୟୁନେସ୍କୋ ଦ୍ୱାରା ଐତିହ୍ୟ ତାଲିକାରେ ସ୍ଥାନିତ କରିବାକୁ ଦାବି କରିଥିବା ମନୋଜ କୁମାର ସାହୁଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ମାନୀତ କରାଯାଇଛି । ଆଠଗଡର ଶ୍ରୀକୃଷ୍ଣ ଗୁରୁକୁଳର କୂଳସଚିବ ତଥା ‘ବିଶ୍ବ ଓଡିଶା’ର ପ୍ରତିଷ୍ଠାତା ମନୋଜ କୁମାର ସାହୁ କଟକ ଜିଲ୍ଲା ପ୍ରଶାସନ ମାଧ୍ୟମରେ ଯେଉଁ ଦାବି କରିଥିଲେ। କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା  ଓ ଲୋକ ସମ୍ପର୍କ ବିଭାଗ ଓ ଜିଲ୍ଲା ସଂସ୍କୃତି ପରିଷଦର […]

ସଂପୂର୍ଣ୍ଣ ପଢନ୍ତୁ

କେନ୍ଦ୍ର ସରକାରଙ୍କ ଓଡ଼ିଶା ବିରୋଧୀ ନୀତିକୁ ବରଦାସ୍ତ କରାଯିବ ନାହିଁ- ମିଳିତ ବିରୋଧୀ ଦଳ

ଭୁବନେଶ୍ୱର: ପାଲାସା-ଇଚ୍ଛାପୁରମ୍ ରେଳ ବିଭାଗକୁ ପୂର୍ବତଟ ରେଳପଥ ଜୋନ୍‌ରୁ ଦକ୍ଷିଣ ଉପକୂଳ ରେଳପଥକୁ ସ୍ଥାନାନ୍ତରଣ ପ୍ରତିବାଦରେ ରାଜ୍ୟର ୧୦ଟି ବିରୋଧୀ ଦଳର ମିଳିତ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଓଡ଼ିଶାର ସ୍ୱାର୍ଥବିରୋଧୀ, ଅନ୍ୟାୟ ଓ ଅଗ୍ରହଣୀୟ ବୋଲି କଟୁ ଭାବେ ନିନ୍ଦା କରାଯାଇଛି। ଡବଲ୍‌ ଇଞ୍ଜିନ୍‌ ସରକାର ଓଡ଼ିଶାର ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଛି ବୋଲି ମିଳିତ ବିରୋଧୀ ଦଳ ପକ୍ଷରୁ ଅଭି‌ଯୋଗ କରାଯାଇଛି। ୨୦୧୯ ମସିହାରେ କେନ୍ଦ୍ର ସରକାର […]

ସଂପୂର୍ଣ୍ଣ ପଢନ୍ତୁ

ପାଟିରେ ପଶିଗଲା ଜୀବନ୍ତ ମାଛ, ଚାଲିଗଲା ଯୁବକଙ୍କ ଜୀବନ

ବାରିପଦା : ବନ୍ଧରେ ମାଛ ଧରିବା ବେଳେ ଏକ ଜୀବନ୍ତ କୋଇ ମାଛକୁ ପାଟିରେ କାମୁଡ଼ି ମାରିବାକୁ ଚେଷ୍ଟା କରୁଥିଲେ ଜଣେ ଯୁବକ। ହେଲେ ମାଛଟି ତାଙ୍କ ପାଟି ଭିତରକୁ ଗଳି ଯାଇଥିଲା ଓ ଶ୍ୱାସନଳୀରେ ଅଟକି ଯାଇଥିଲା। ଫଳରେ କିଛି ସମୟ ମଧ୍ୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଦିଘି ଗାଁରେ। ମୃତ ଯୁବକଙ୍କ ନାଁ ଅବିନାଶ ବିଜୁଳି। ମାଛଟି ତାଙ୍କ ଶ୍ୱାସନଳୀରେ ଅଟକି ଯିବା ପରେ ତାଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ଅବକାରୀ ବିଭାଗ ନୂଆ ଗାଇଡଲାଇନ

ଭୁବନେଶ୍ଵର:ଅବକାରୀ ବିଭାଗ ନୂଆ  ଗାଇଡଲାଇନ ଆଣିଛି ଏଣିକି ଟେଟ୍ରା ପ୍ୟାକରେ ମଦ ମିଳିବ। ଟେଟ୍ରା ପ୍ୟାକରେ ରହିବ ୬ଟି ସୁରକ୍ଷା ଲେୟର। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ନୂଆ ଗାଇଡଲାଇନ ଅନୁସାରେ, ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ। ହେଲେ ରାଜ୍ୟର ଅନ୍ୟାନ୍ୟ ବେଳାଭୂମିରେ ଓଟିଡିସିକୁ  କୁ ବିକ୍ରି ପାଇଁ ଅନୁମତି ଦିଆଯାଇଛି। ବିଭିନ୍ନ ଇକୋ ରିଟ୍ରିଟରେ ମଧ୍ୟ ମଦ କୁଡ଼ିଆ ଖୋଲାଯାଇ ମଦ ବିକ୍ରି ହେବ […]

ସଂପୂର୍ଣ୍ଣ ପଢନ୍ତୁ

ସୁଦର୍ଶନ ବଟ ମହାପୁରୁଷଙ୍କ ପୀଠରେ ୬୮ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ

ଝଙ୍କଡ଼ :  ଭକ୍ତର ଡାକ ଶୁଣି ମନବାଞ୍ଚା ପୂରଣ କରୁଥିବା ଠାକୁର ସୁଦର୍ଶନ ବଟ ମହାପୁରୁଷ, ମାନସିକଧାରୀ ମାନେ ସେମାନଙ୍କ ମାନସିକ ପୂରଣ ହେବା ପରେ ଗଞ୍ଜେଇ ଧୂପ ସହିତ ଖିରି ଖେଚୁଡ଼ି ଭୋଗ ଲାଗି କରିଥାନ୍ତି ପୀଠରେ | ତିର୍ତ୍ତୋଲ ବ୍ଲକ ଆମ୍ବେରୀ ପଞ୍ଚାୟତ ଅନ୍ତର୍ଗତ କେଶରଡ଼ା ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ସୁଦର୍ଶନ ବଟ ମହାପୁରୁଷ ଙ୍କ ପୀଠରେ ୬୮ ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଏକ ଭକ୍ତିମୟ ପରିବେଶ ରେ ଅନୁଷ୍ଠିତ ହୋଇଯାଇଅଛି […]

ସଂପୂର୍ଣ୍ଣ ପଢନ୍ତୁ

କୈବର୍ତ୍ତ ବସ୍ତିରେ ଚଇତି ପର୍ବ, କଲ୍ୟାଣପୁର ଉତ୍ସବ ମୁଖର

ମାହାଙ୍ଗା  : କୈବର୍ତ୍ତ ସମ୍ପ୍ରଦାୟ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଇତି ପର୍ବ ଆୟୋଜନ ହୋଇଥିବା ବେଳେ,ଚଳିତ ବର୍ଷ ମାହାଙ୍ଗା ବ୍ଲକ କୁହୁଣ୍ଡା ପଂଚାୟତ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମରେ ଏହି ଚଇତି ଉତ୍ସବ ବେଶ ଧୁମ ଧାମରେ ପାଳିତ ହେବା ଦେଖିବାକୁ ମିଳିଥିଲା | ଏହି ଚଇତି ଉତ୍ସବରେ ଶହଶହ ଶ୍ରଦ୍ଧାଳୁ ଯୋଗଦେଇଥିଲେ | ପଣ୍ଡିତ ବ୍ରଜରାଜ କର ଏବଂ ପୂଜକ ରାଜେନ୍ଦ୍ର ପ୍ରସାଦ ପଣ୍ଡା ବାସୁଳେଇ ପୀଠରେ ଯଜ୍ଞ ଓ ପୂଜାର୍ଚ୍ଚନା କାର୍ଯ୍ୟ ସମାପନ କରିଥିଲେ  | […]

ସଂପୂର୍ଣ୍ଣ ପଢନ୍ତୁ

ଝଙ୍କଡ଼ ସାରଳା ପୀଠରେ ଶାରଳା ମଣ୍ଡଳ କୈବର୍ତ୍ତ ମହାସଂଘ ତରଫରୁ ଚଇତି ମହୋତ୍ସବ ଓ ଘୋଡାନାଚ ମେଲଣ

ଝଙ୍କଡ଼ :  ବାଣୀକ୍ଷେତ୍ର ଜଗତସିଂହପୁରଜିଲ୍ଲା, ଶାରଳା ମଣ୍ଡଳ କୈବର୍ତ୍ତ ମହାସଂଘ ଆନୁକୂଲ୍ୟରେ ଗତ ତିନିତାରିଖ ଶୁକ୍ରବାର ଦିନ ଚୈତ୍ରମହୋତ୍ସବ 2026 ଓ ଘୋଡାନାଚ ମେଲଣ, ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି  |  ମହାସଂଘ ର ସଭାପତି ପ୍ରହ୍ଲାଦ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପ୍ରାତଃ ସମୟରେ ମାଆଙ୍କ ମାର୍ଜନା, ପୂଜାର୍ଚ୍ଚନା ପରେ, କନକପୁର ବସନ୍ତ ବଗିଚା ଠାରୁ ଏକ ବିଶାଳ ଶୋଭାଯାତ୍ରା ରେ ଢୋଲ ମହୁରୀ ଓ ହରିବୋଲ […]

ସଂପୂର୍ଣ୍ଣ ପଢନ୍ତୁ

ଅପ୍ରିଲ୍‌ ୧୩ ଓ ୧୪, ଦୁଇଦିନ ଧରି ପାଳନ ହେବ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ୭୮ତମ ପ୍ରତିଷ୍ଠା ଦିବସ ଚଳିତ ମାସ ଅପ୍ରିଲ୍‌ ୧୩ ଓ ୧୪ ଦୁଇ ଦିନ ଧରି ପାଳିତ ହେବ। ଆାଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ଏହି ଉତ୍ସବକୁ ଅପ୍ରିଲ ୧୩ ତାରିଖରେ ସ୍ୱତନ୍ତ୍ର ଭାବେ ଏବଂ ୧୪ ତାରିଖରେ ରାଜ୍ୟ ସରକାରଙ୍କ ‘ଓଡ଼ିଆ ପକ୍ଷ ‘ ସହ ମିଳିତ ସମନ୍ୱୟରେ ପାଳନ […]

ସଂପୂର୍ଣ୍ଣ ପଢନ୍ତୁ

ସମ୍ବଲପୁର OPHWC ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳ ଗିରଫ: ୪୦୦ ପ୍ରତିଶତରୁ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି ଠାବ ପରେ ଜେଲ୍‌ ହାଜତକୁ ପ୍ରେରଣ

ସମ୍ବଲପୁର : ଓଡ଼ିଶା ରାଜ୍ୟ ପୋଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ (OPHWC) ର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରାଯାଇଛି। ସମ୍ବଲପୁର ସ୍ପେଶାଲ ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଆସନ୍ତା ୧୫.୦୪.୨୦୨୬ ତାରିଖ ପର୍ଯ୍ୟନ୍ତ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ତଦନ୍ତ ସମୟରେ ତାଙ୍କ ପାଖରୁ ତାଙ୍କ ଜ୍ଞାତ ଆୟର ପ୍ରାୟ ୪୦୦ ପ୍ରତିଶତରୁ ଅଧିକ ସମ୍ପତ୍ତି ଠାବ ହୋଇଛି, ଯାହାର କୌଣସି ସନ୍ତୋଷଜନକ […]

ସଂପୂର୍ଣ୍ଣ ପଢନ୍ତୁ

ବାବା ଝଙ୍କେଶ୍ୱର ମହାଦେବ ଙ୍କ ପୀଠରେ ୪୧ତମ ବିଶ୍ଵଶାନ୍ତି ରୁଦ୍ରମହାଯଜ୍ଞ ଉଦଯାପିତ

ଝଙ୍କଡ଼ :  ବାଣୀକ୍ଷେତ୍ର ଝଙ୍କଡ଼ର ଅଧୀଶ୍ୱର ପ୍ରାଚୀନ ଶୈବପୀଠ ବିରିତୋଳ ପଞ୍ଚାୟତ ଅଧିନ, ଝଙ୍କେଶ୍ୱର ଗ୍ରାମର ବାବା ଝଙ୍କେଶ୍ୱର ମହାଦେବ ଙ୍କ ଏକଚାଳିଶ ତମ ବିଶ୍ଵଶାନ୍ତି ରୁଦ୍ରମହାଯଜ୍ଞ ଗତ ମାର୍ଚ୍ଚ 29 ତାରିଖ ରବିବାର ଠାରୁ ଆରମ୍ଭ ହୋଇ ଏପ୍ରିଲ ଦୁଇତାରିଖ ଗୁରୁବାର ଦିନ ବିଳମ୍ବିତ ରାତ୍ରୀରେ ଉଦଯାପିତ ହୋଇଯାଇଛି l ଏହି ଉପଲକ୍ଷେ ପୁଣ୍ୟତୋୟା ହଂସୁଆ ନଦୀରୁ ଏକ ବର୍ଣ୍ଣାଢ୍ୟ କଳସ ଶୋଭାଯାତ୍ରା, ବାବାଙ୍କ ଧାମରେ ପହଞ୍ଚିବା ପରେ, ଅଙ୍କୁରାରୋପଣ, ପାର୍ଶ୍ଵ ଦେବଦେବୀ ପୂଜା, ଅଗ୍ନିସ୍ଥାପନ, […]

ସଂପୂର୍ଣ୍ଣ ପଢନ୍ତୁ