ବନ୍ଧୁକ ମୁନରେ ଲୁଟ୍, ୩ ନାବାଳକ ସମେତ ୫ ଗିରଫ
ଚଣ୍ଡିଖୋଲ : ବନ୍ଧୁକ ଦେଖାଇ ମାଡ଼ ମାରି ଦୁଇ ଜଣ ଯୁବକଙ୍କ ଠାରୁ ଦୁଇଟି ମୂଲ୍ୟବାନ କ୍ୟାମେରା ଓ ଦୁଇଟି ମୋବାଇଲ୍ ଲୁଟି ଫେରାର୍ ହୋଇଯାଇଥିବା ଘଟଣାରେ ବାଲିଚନ୍ଦ୍ରପୁର ପୁଲିସ ୩ ନାବାଳକଙ୍କ ସମେତ ୫ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ଲୁଟ ହୋଇଥିବା ଦୁଇଟି କ୍ୟାମେରା, ଦୁଇଟି ବାଇକ୍, ଚାରିଟି ମୋବାଇଲ ଓ ଗୋଟିଏ ବନ୍ଧୁକକୁ ଜବତ କରାଯାଇଥିବା ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଯାଜପୁରରୋଡ଼ ଏସ୍ଡିପିଓ ଶରତ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। […]
ସଂପୂର୍ଣ୍ଣ ପଢନ୍ତୁ