କେନ୍ଦ୍ରାପଡ଼ାର ଝିଅ ସହିତ ସାରଳାପୀଠର ପୁଅ ନିର୍ବନ୍ଧରେ, ନାଚିଲେ ନିମନ୍ତ୍ରିତ ଅତିଥି
ଝଙ୍କଡ଼ : ମହାରାଷ୍ଟ୍ର ମୁମ୍ବାଇ ଇଣ୍ଡିଆନ ଏୟାରପୋର୍ଟ ରେ କାର୍ଯ୍ୟରତ, କେନ୍ଦ୍ରାପଡ଼ା ନିବାସୀ ମଳୟ କୁମାର ଜେନା ଙ୍କ ଝିଅ ସୁଶ୍ରୀ ଇତିସ୍ମିତା ଜେନାଙ୍କ ସହିତ, ଝଙ୍କଡ଼ ସାରଳାପୀଠ ଭଟଗାଁ ର ସମାଜସେଵୀ ସୁଧାକର ବରାଳ ଙ୍କ ପୁଅ ବିଶ୍ୱାସ ବରାଳ ଙ୍କର ବିବାହପୂର୍ବରୁ ନିର୍ବନ୍ଧ ବନ୍ଧନ ରେ ଛନ୍ଦି ହୋଇଯାଇଛନ୍ତି ନବଦମ୍ପତି l ଜଇପୁର ଛକସ୍ଥିତ ଆରୀୟାନ ଭିଜନ ରେ ଆୟୋଜିତ ଏହି ଉପଲକ୍ଷେ ରିଙ୍ଗ ସେଲିବ୍ରେସନ ରେ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ନିମନ୍ତ୍ରିତ […]
ସଂପୂର୍ଣ୍ଣ ପଢନ୍ତୁ