ଘଟଣାର ତଦନ୍ତ ପ୍ରକ୍ରିୟା ନିୟମ ଅନୁଯାୟୀ ଭି.କେ.ପାଣ୍ଡିଆନଙ୍କୁ ନୋଟିସ୍ କରାଯାଇଛି: ପୁଲିସ କମିସନର୍
ଭୁବନେଶ୍ବର: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଏବଂ ଅନ୍ୟମାନଙ୍କ ହତ୍ୟା ଘଟଣାରେ ଜଷ୍ଟିସ୍ ନାଇଡ଼ୁ କମିସନ ଦେଇଥିବା ତଦନ୍ତ ରିପୋର୍ଟ ଏବଂ ସମ୍ ହସ୍ପିଟାଲ୍ ଅଗ୍ନିକାଣ୍ଡ ଘଟଣାର ଆର୍ଡିସି ତଦନ୍ତ ରିପୋର୍ଟ ହଜିବା ମାମଲାରେ ପୂର୍ବତନ ୫ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ନୋଟିସ୍ ଜାରି ପ୍ରସଙ୍ଗରେ ପୁଲିସ କମିସନର୍ ଡକ୍ଟର୍ ସୁରେଶ ଦେବ ଦତ୍ତ ସିଂହ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଘଟଣାର ତଦନ୍ତପ୍ରକ୍ରିୟା ନିୟମ ଅନୁଯାୟୀ ଜାରି ରହିଛି ଏବଂ ଏହାକୁ ଗୁରୁତ୍ୱର ସହ ନିଆଯାଉଛି। ସିପିଙ୍କ […]
ସଂପୂର୍ଣ୍ଣ ପଢନ୍ତୁ