NALSAR ଛାତ୍ରଙ୍କ ମାମଲାରେ ବିସିଆଇ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ; ଛାତ୍ରଙ୍କ କ୍ୟାରିୟରରେ ବାଧା ଦେବା ଅନୁଚିତ

ନୂଆଦିଲ୍ଲୀ: ହାଇଦ୍ରାବାଦର ନାଲସାର ୟୁନିଭର୍ସିଟିର ଆଇନ ଛାତ୍ରମାନଙ୍କୁ ବିରୋଧରେ ବାର କାଉନସିଲ ଅଫ୍ ଇଣ୍ଡିଆ(ବିସିଆଇ)ର କାର୍ଯ୍ୟାନୁଷ୍ଠାନ ନେଇ ଶୁକ୍ରବାର ଅଶନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଛାତ୍ରଙ୍କ କ୍ୟାରିୟରେ ବାଧା ଦେବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଯଦିଓ ମାମଲା କୋର୍ଟରେ ପହଞ୍ଚିବା ପୂର୍ବରୁ ବିସିଆଇ ନିଜର ପୂର୍ବ ଆଦେଶ ପ୍ରତ୍ୟାହାର କରିସାରିଥିଲା, ତଥାପି ଛାତ୍ରମାନଙ୍କ କ୍ୟାରିୟରରେ ବାଧା ସୃଷ୍ଟି କରିବା ଉଦ୍ୟମକୁ ନେଇ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଶ୍ୱବିଦ୍ୟାଳୟର ଦିକ୍ଷାନ୍ତ ସମାରୋହରେ ସିଜେଆଇଙ୍କୁ ମୁଖ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ଦେଶ ବିଭାଜନର କଳା ଅଧ୍ୟାୟକୁ କଲେ ସ୍ମରଣ

ଭୁବନେଶ୍ୱର: ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଆଜି ଲୋକସେବାରେ ଆୟୋଜିତ ହୋଇଛି ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶ ବିଭାଜନର କଳା ଅଧ୍ୟାୟ, ଅମାନୁଷିକ ଯନ୍ତ୍ରଣା ଏବଂ ଏହାର ଭୟାବହ ବାସ୍ତବତାକୁ ସ୍ମରଣ କରିଛନ୍ତି । ବିଭାଜନ ବିଭୀଷିକା ସ୍ମୃତି ଦିବସ କେବଳ ଅତୀତର ଦୁଃଖଦ ଅଧ୍ୟାୟକୁ ସ୍ମରଣ କରିବାର ଦିନ ନୁହେଁ, ବରଂ ଆଜିର ଦିନରେ ଆମକୁ ଏହାକୁ ଦେଶର ଏକତା ଓ […]

ସଂପୂର୍ଣ୍ଣ ପଢନ୍ତୁ

ଆର୍‌ଆଇଡିଏଫ୍‌ ପ୍ରଥମ ବୈଠକ, ଅଧିକ ପ୍ରକଳ୍ପ ମଞ୍ଜୁରପାଇଁ ନାବାର୍ଡକୁ ପରାମର୍ଶ

ଭୁବନେଶ୍ୱର: ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି (ଆରଆଇଡିଏଫ୍ ) ସମ୍ପର୍କିତ ଉଚ୍ଚ କ୍ଷମତାସମ୍ପନ୍ନ କମିଟିର ପ୍ରଥମ ବୈଠକ ଆଜି(ଶୁକ୍ରବାର) ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଚଳିତ ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟ ପାଇଁ ଆରଆଇଡିଏଫ୍ ଅଧୀନରେ ଅଧିକ ସଂଖ୍ୟକ ପ୍ରକଳ୍ପ ମଞ୍ଜୁର କରିବାକୁ ନାବାର୍ଡକୁ ଅନୁରୋଧ କରାଯାଇଛି । ଆରଆଇଡିଏଫ୍ କାର୍ଯ୍ୟକାରୀ କରୁଥିବା […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶାର ଅନ୍ତରୀଣ ଡିଜିପି ହେଲେ ବିନୟତୋଷ ମିଶ୍ର

ଭୁବନେଶ୍ବର: ବରିଷ୍ଠ ପୁଲିସ ଅଧିକାରୀ ବିନୟତୋଷ ମିଶ୍ରଙ୍କୁ ନୂଆ ନିଯିକ୍ତି ମିଳିଛି। ୧୯୯୩ ବ୍ୟାଚ୍‌ର ଆଇପିଏସ୍‌ ଶ୍ରୀ ମିଶ୍ରଙ୍କୁ ଅନ୍ତରୀଣ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ହେବେ। ଶ୍ରୀ ମିଶ୍ର ଏବେ କ୍ରାଇମବ୍ରାଞ୍ଚ ଡିଜି ଅଛନ୍ତି। ସୂଚନାଯୋଗ୍ୟ, ବିନୟ‌ତୋଷ ମିଶ୍ର ହେଉଛନ୍ତି ଜଣେ ଦକ୍ଷ ପୁଲିସ ଅଧିକାରୀ। ସେ ରାଜ୍ୟଙ୍କ ଗୁରୁତ୍ବପୂର୍ଣ୍ଣ ପଦବିରେ ଅବସ୍ଥାପିତ ହୋଇ ନିଜର ଦକ୍ଷତା ଦେଖାଇଛନ୍ତି। ଅତୀତରେ ରାଜ୍ୟ ସରକାର ଶ୍ରୀ ମିଶ୍ରଙ୍କୁ ଅଗ୍ନିଶମ ସେବା, ହୋମଗାର୍ଡ ଏବଂ ସିଭିଲ ଡିଫେନ୍ସର ଡିଜି ଭାବେ […]

ସଂପୂର୍ଣ୍ଣ ପଢନ୍ତୁ
Naveen

ଖଣି ସଂଶୋଧନ ବିଲ୍‌, ଚିଠି ଲେଖି ବିରୋଧ କଲେ ନବୀନ

ଭୁବନେଶ୍ବର: ସଂସଦରେ ଗୃହୀତ ଖଣି ଓ ଖଣିଜ (ବିକାଶ ଓ ନିୟାମକ) ସଂଶୋଧନ ବିଲ୍‌, ୨୦୨୬କୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଉଦ୍‌ବେଗ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି। ଲେଖିଥିବା ଚିଠିରେ ସେ ଦର୍ଶାଇଛନ୍ତି, ଏହି ବିଲ୍‌ ଓଡ଼ିଶାର ବିତ୍ତୀୟ ସ୍ବାଧୀନତା ଓ ଏହାର ପ୍ରାକୃତିକ ସମ୍ବଳ ଉପରେ ଥିବା ସାମ୍ବିଧାନିକ ଅଧିକାର ପ୍ରତି ଏକ ବଡ଼ ବିପଦ। ଏହି ବିଲ୍‌ ପ୍ରଭାବରେ ଓଡ଼ିଶାର ବ୍ୟାପକ ରାଜସ୍ବ […]

ସଂପୂର୍ଣ୍ଣ ପଢନ୍ତୁ

ସଂକଟରେ “ପଲ୍ଲୀକବି”ଉପାଧି :  ଜନ୍ମମାଟି କୁସୁପୁରରେ ତୀବ୍ର ପ୍ରତିବାଦ

ମାହାଙ୍ଗା  : ସାହିତ୍ୟରେ ହୀନମନ୍ୟତା ଓ ଚଞ୍ଚକତା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ l  ସରଳ ତରଳ ସାବଲୀଳ ଭାବରେ ପଲ୍ଲୀ ଜୀବନର ନିଚ୍ଛକ ଚିତ୍ରକୁ କବିତାରେ ରୂପଦେଇ ଓଡ଼ିଶାର ଘରେ ଘରେ ପରିଚିତ ହୋଇପାରିଥିବା ଯଶସ୍ବୀ ସାରସ୍ୱତ ସାଧକ ପଲ୍ଲୀକବି ନନ୍ଦକିଶୋର ବଳଙ୍କ ଉପାଧି ଆଜି ସଂକଟରେ l  କୃଷ୍ଣ ପ୍ରସାଦ ବେହେରାଙ୍କୁ ପଲ୍ଲୀକବି ଭାବେ ଚିତ୍ରିତ କରି ଏକ ପୁସ୍ତକ ରଚନା ହୋଇଛି l ଯେଉଁ ପୁସ୍ତକର ଲେଖକ ଡକ୍ଟର ମନ୍ମଥ କୁମାର ପ୍ରଧାନ ଏବଂ […]

ସଂପୂର୍ଣ୍ଣ ପଢନ୍ତୁ

୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହରିଲୁଟ୍‌: ତିର୍ତ୍ତୋଲ ବ୍ଲକ୍‌ର ଦୁଇ ଜଣ ପୂର୍ବତନ ସରକାରୀ କର୍ମଚାରୀଙ୍କୁ ଗିରଫ କଲା ଓଡ଼ିଶା ଭିଜିଲାନ୍ସ

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍‌ କାର୍ଯ୍ୟାଳୟରେ ଘଟିଥିବା ଏକ ବଡ଼ ଧରଣର ଆର୍ଥିକ ଜାଲିଆତି କାରବାରର ପର୍ଦ୍ଦାଫାଶ କରିଛି ଓଡ଼ିଶା ଭିଜିଲାନ୍ସ। ୩ କୋଟି ୨ ଲକ୍ଷ ୯୫ ହଜାର ଟଙ୍କାର ସରକାରୀ ପାଣ୍ଠି ହରିଲୁଟ୍‌ ଅଭିଯୋଗରେ ଭିଜିଲାନ୍ସ ଦୁଇ ଜଣ ପୂର୍ବତନ ସରକାରୀ କର୍ମଚାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ତିର୍ତ୍ତୋଲ ବ୍ଲକ୍‌ର ପୂର୍ବତନ ଏସ୍‌ଆର୍‌ଏ (ବର୍ତ୍ତମାନ ନାଉଗାଁ ତହସିଲର ଏସ୍‌ଆର୍‌ଏ) ଭଞ୍ଜକିଶୋର ବେହେରା ଏବଂ ତିର୍ତ୍ତୋଲ ବ୍ଲକ୍‌ର ପୂର୍ବତନ ପିଇଓ (ଅବସରପ୍ରାପ୍ତ) ପ୍ରଦୀପ୍ତ […]

ସଂପୂର୍ଣ୍ଣ ପଢନ୍ତୁ

ପାହାଡ଼ର ଉଚ୍ଚତାକୁ ଟପିଗଲା ତାଙ୍କ ସ୍ୱପ୍ନ – ପଟାଙ୍ଗୀରୁ ଜନସେବା: ଆଲିଶା ରାଣୀ ପାଙ୍ଗୀଙ୍କ ସଫଳତା ନୂଆ ପିଢ଼ି ପାଇଁ ପ୍ରେରଣାର ଉତ୍ସ

ଭୁବନେଶ୍ୱର : କୋରାପୁଟ ଜିଲ୍ଲା ପଟାଙ୍ଗୀର ସୁଉଚ୍ଚ ପାହାଡ଼ ଘେରାରେ ବଢ଼ିଥିବା ଜଣେ ଝିଅ ଦିନେ ଏକ ବଡ଼ ସ୍ୱପ୍ନ ଦେଖିଥିଲେ। ବଳରାମ ପାଙ୍ଗୀଙ୍କ ଝିଅ ଆଲିଶା ରାଣୀ ପାଙ୍ଗୀ ନିଜର ଦୃଢ଼ ଇଚ୍ଛାଶକ୍ତି ଏବଂ ପରିଶ୍ରମ ବଳରେ ସେହି ସ୍ୱପ୍ନକୁ ସାକାର କରିପାରିଛନ୍ତି। ଓଡ଼ିଶାର ଏକ ଆଦିବାସୀ ଅଞ୍ଚଳରୁ ବାହାରି ସେ ଆଜି ଓଡ଼ିଶା ସରକାରଙ୍କ ଅଧୀନରେ କନିଷ୍ଠ ଯନ୍ତ୍ରୀ (Junior Engineer) ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଆଲିଶାଙ୍କ ପାଇଁ […]

ସଂପୂର୍ଣ୍ଣ ପଢନ୍ତୁ

କଲମ୍ବିଆ ଭୂକମ୍ପ ମୃତ୍ୟୁସଂଖ୍ୟା ୨୬୫ରେ ପହଞ୍ଚିଲା

ବୋଗୋଟା: କଲମ୍ବିଆରେ ସୋମବାର ଘଟିଥିବା ୭.୪ ତୀବ୍ରତାର ଭୟଙ୍କର ଭୂକମ୍ପରେ ମୃତ୍ୟୁସଂଖ୍ୟା ୨୬୫ରେ ପହଞ୍ଚିଛି। ଦେଶର ଏହି ଶତାବ୍ଦୀର ସବୁଠାରୁ ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ପଶ୍ଚିମ କଲମ୍ବିଆର କଫି ଚାଷ ଅଞ୍ଚଳର ଅନେକ ସହର ଓ ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଅନୁସାରେ, ଅତି କମ୍‌ରେ ୩,୭୦୦ ପରିବାର ବାସହୀନ ହୋଇଛନ୍ତି। ମୃତକଙ୍କ ସମ୍ମାନରେ ସରକାର ୩ ଦିନିଆ ଶୋକ ଘୋଷଣା କରିଛନ୍ତି। ସରକାରୀ କାର୍ଯ୍ୟାଳୟ ଓ ବିଦେଶରେ ଥିବା କଲମ୍ବିଆର […]

ସଂପୂର୍ଣ୍ଣ ପଢନ୍ତୁ

କୋଲକାତା ହସ୍ପିଟାଲରେ ୩୦ ବର୍ଷୀୟା ନର୍ସଙ୍କ ମୃତଦେହ ଉଦ୍ଧାର

କୋଲକାତା : କୋଲକାତାର ନୀଳରତନ ସିରକାର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ନର୍ସଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଯାଇଛି । ହସ୍ପିଟାଲର ଏକ ଟଏଲେଟ୍‌ ଭିତରୁ ତାଙ୍କ ମୃତଦେହ ମିଳିଛି । କବାଟ ଭିତରୁ ବନ୍ଦ ଥିବାରୁ ପୁଲିସ କବାଟ ଭାଙ୍ଗି ନର୍ସ୍‌ଙ୍କ ମୃତଦେହ ବାହାରକୁ କାଢ଼ିଛି । ମୃତ ନର୍ସଙ୍କ ନାଁ ହେଉଛି ରୁପାଲି ବର୍ମନ । ତାଙ୍କ ବୟସ ୩୦ । ମିଳିଥିବା ସୂଚନାନୁଯାୟୀ ରୁପାଲି ଦୀର୍ଘ ସମୟ ଧରି ଟଏଲେଟ୍‌ରୁ ନବାହାରିବାରୁ ସହକର୍ମୀମାନେ […]

ସଂପୂର୍ଣ୍ଣ ପଢନ୍ତୁ