ଗୋବିନ୍ଦପୁରର ପୂର୍ବତନ ସରପଞ୍ଚ ରମେଶ ଚନ୍ଦ୍ର କୁଅଁରଙ୍କ ପରଲୋକ : ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ବହୁ ବିଶିଷ୍ଟ ବ୍ୟକ୍ତି
ଝଙ୍କଡ଼, ତା. ୨୭.୧୦.୨୦୨୬: ତିର୍ତ୍ତୋଲ ବ୍ଲକ ଗୋବିନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ, କନକପୁରର ପୂର୍ବତନ ରାଜସ୍ୱ ନିରୀକ୍ଷକ ତଥା କଟକର ପ୍ରାକ୍ତନ ଭୂ-ଅର୍ଜନ ଅଧିକାରୀ (ଲ୍ୟାଣ୍ଡ ଅଫିସର) ରମେଶ ଚନ୍ଦ୍ର କୁଅଁର (୭୫)ଙ୍କର ଏକ ଘରୋଇ ଚିକିତ୍ସାଳୟରେ ପରଲୋକ ଘଟିଛି। ତାଙ୍କ ମରଶରୀର ସ୍ୱର୍ଗରଥ ଯୋଗେ ଜନ୍ମମାଟିରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ଶହ ଶହ ଲୋକ ଉପସ୍ଥିତ ରହି ତାଙ୍କର ଶେଷଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଗୋବିନ୍ଦପୁର ପଞ୍ଚାୟତ ସରପଞ୍ଚଙ୍କ […]
ସଂପୂର୍ଣ୍ଣ ପଢନ୍ତୁ