‘ମୋଦୀଙ୍କ ବାପ ବି ଯିବ’, ପ୍ରଧାନମନ୍ତ୍ରୀଙ୍କୁ ନେଇ ଖଡ଼ଗେଙ୍କ ବିବାଦୀୟ ବୟାନ
ପାଟନା: ପାଟନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ସେ ବାପୁ ସଭାଗାରରେ କହିଛନ୍ତି ଯେ, ପଶ୍ଚିମବଙ୍ଗ, ବିହାର, ମହାରାଷ୍ଟ୍ର ଏବଂ ହରିୟାଣାର ସରକାର ହେଉଛି ଚୋରି ସରକାର। ଏହା ଭୋଟ୍ ଚୋରିର ସରକାର। ତାଙ୍କର ଏହି ବୟାନକୁ ନେଇ ବିବାଦ ଉପୁଜିଛି। ଏହି ସମୟରେ ସଭାସ୍ଥଳରୁ ଜଣେ ବ୍ୟକ୍ତି କହିଛନ୍ତି ଯେ, “ମୋଦୀ କେବେ ଯିବେ ନାହିଁ।” ଏହା ଉପରେ ଖଡ଼ଗେ ଗର୍ଜନ କରି ଜବାବ […]
ସଂପୂର୍ଣ୍ଣ ପଢନ୍ତୁ