6

୪୮ ଘଣ୍ଟାରେ ନିପାତ ହୋଇଛନ୍ତି ୬ ଆତଙ୍କୀ; ସେନା

ଦେଶବିଦେଶ
Spread the love

ଜାମ୍ମୁ-କାଶ୍ମୀରରେ ବିଗତ ୪୮ ଘଣ୍ଟା ମଧ୍ୟରେ ୬ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ଭାରତୀୟ ସେନା ୨ଟି ଆତଙ୍କବାଦୀ ବିରୋଧୀ ଅଭିଯାନକୁ ସଫଳତାର ସହ ଶେଷ କରିବା ସହିତ ୬ ଆତଙ୍କୀଙ୍କୁ ନିପାତ କରିଥିବା ସେନା ପକ୍ଷରୁ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

କାଶ୍ମୀର ଆଇଜିପି ଭି.କେ. ବିର୍ଦ୍ଦି କହିଛନ୍ତି, ଗତ ୪୮ ଘଣ୍ଟା ମଧ୍ୟରେ ଆମେ ୨ଟି ଆତଙ୍କବାଦୀ ନିରୋଧୀ ଅଭିଯାନ ଶେଷ କରିଛୁ। ଏହା ଅତ୍ୟନ୍ତ ସଫଳ ହୋଇଛି। କେରାନ ଏବଂ ତ୍ରାଲ ଅଞ୍ଚଳରେ ଏହି ଅପରେସନ କରାଯାଇଥିଲା। ଆଗାମୀ ଦିଗରେ ଆମେ ଆତଙ୍କବାଦ ଇକୋସିଷ୍ଟମକୁ ମୂଳୋତ୍ପାଟନ କରିବା ଦିଗରେ ପ୍ରତିବଦ୍ଧ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *