2f3aaaa9 3fa3 4e07 9994 F4910054acb1

୪୨ମୌଜା ଥାନା ଅଧିକାରୀଙ୍କୁ ସାକ୍ଷାତ କରି ସ୍ୱାଗତ ସମ୍ବର୍ଦ୍ଧନା

ରାଜ୍ୟ
Spread the love

୪୨ମୌଜା : ୪୨ମୌଜା ଥାନା ସାରା ଓଡ଼ିଶା ରେ ୧ନମ୍ୱର୍ ସ୍ଥାନ ରେ ରହିବା ଆମ ପାଇଁ ଗର୍ବ ଓ ଗୌରବ ର ବିଷୟ  | ଏହି ଅବସରରେ ୪୨ମୌଜା ଥାନ ଅଧିକାରୀ ଶ୍ରୀଯୁକ୍ତ ଗୀରିଶ ଚନ୍ଦ୍ର ମହାରଣା ମହୋଦୟ ଙ୍କୁ  ସୌଜନ୍ୟ ମୂଳକ ସାକ୍ଷାତକାର ଅବସରରେ ୪୨ମୌଜା ର ସମସ୍ତ ଉଦୀୟମାନ ଯୁବଗୋଷ୍ଠୀ ଙ୍କ ଉପସ୍ଥିତି ରେ ୪୨ମୌଜା ମୂଖ୍ୟ ରାସ୍ତା ଗାଈଗୋରୁ ମାନଙ୍କ ଦ୍ଵାରା ଅବରୋଧ ହେବା ଦ୍ବାରା ଜଟିଳ ସମସ୍ୟା ସୃଷ୍ଟୀ ଏବଂ ବାରମ୍ୱାର ଦୁର୍ଘଟଣା ଘଟି ଧନ ଜୀବନ ହାନି ବିଷୟରେ ଲିଖିତ ଭାବେ ଜଣାଇବା ସହିତ ପୁଙ୍ଖାନୁ ପୁଙ୍ଖ ଆଲୋଚନା କରିଥିଲେ | ଥାନା ଅଧିକାରୀ ଏ ବାବଦରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି  ପ୍ରତିଶୃତି ଦେଇଥିଲେ | ଏଥିରେ ମୁଖ୍ୟ ବରିଷ୍ଠ ମୁରବି ହୃଦାନନ୍ଦ ପତୀ ଓ ୧୫ ରୁ  ଅଧିକ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ।

Leave a Reply

Your email address will not be published. Required fields are marked *