ମହିୟସୀ ମହିଳା ମିନାକ୍ଷୀ ପାତ୍ର ଙ୍କ ଦ୍ୱିତୀୟ ବାର୍ଷିକ ଶ୍ରାଦ୍ଧୋତ୍ସବ

ଜଗତସିଂହପୁର ଜିଲା ଖବର ରାଜ୍ୟ
Spread the love

ଝଙ୍କଡ଼ : ୮/୧୦: ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ମଣ୍ଡଳର ମହିୟସୀ ମହିଳା ତଥା ଧର୍ମ ପ୍ରାଣ l , ଆଦର୍ଶ ଗୃହିଣୀ ଓ କଟକ ନିୟୁଲାଇଫ ର ପରିଚାଳନା ନିର୍ଦ୍ଦେଶକ, ସମାଜସେବୀ କ୍ଷିତୀଶ ଚନ୍ଦ୍ର ପାତ୍ର ଙ୍କ ଧର୍ମପତ୍ନୀ ମିନାକ୍ଷୀ ପାତ୍ର ଙ୍କ ଦ୍ୱିତୀୟ ବାର୍ଷିକ ଶ୍ରାଦ୍ଧୋତ୍ସବ ଗତ ବୁଧବାର ଦିନ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ମହାମନ୍ତ୍ର ନାମ ସଙ୍କୀର୍ତ୍ତନ ପରେ ପରେ, ସ୍ମୃତି ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ପ୍ରଫେସର ଡଃ ମନୋରଞ୍ଜନ ପଟ୍ଟନାୟକ , ପୁର୍ବତନ ସରପଞ୍ଚ ଅକ୍ଷୟ କୁମାର ମିଶ୍ର, ସେବାନିବୃତ ରେଳବାଇ ଅଧିକାରୀ ହରେକୃଷ୍ର ବିଶ୍ବାଳ , ପ୍ରାକ୍ତନ ପ୍ରଧାନ ଶିକ୍ଷକ ନାରାୟଣ ପରିଡ଼ା , ତିର୍ତ୍ତୋଲ ସରପଞ୍ଚ ପ୍ରିୟମ୍ବଦା ମହାପାତ୍ର, ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ, ପଣ୍ତିତ ଜ୍ଞାନ ରଞ୍ଜନ ପଣ୍ଡା, ଶ୍ରୀପତି ଦାସ , ରମାକାନ୍ତ ସିଂହ, ପ୍ରଦୀପ ରଞ୍ଜନ ଦାସ, କିରଣବାଳl ସାହୁ , ଚୌଧୁରୀ ପ୍ରଦ୍ୟୁମ୍ନ କୁମାର ମିଶ୍ର, ସଞ୍ଜୟ ମିଶ୍ର, ଶୁଶାନ୍ତ କୁମାର ପରିଡ଼ା, ମନୋରଞ୍ଜନ ପଶାୟତ, ରଶ୍ମୀ ରଞ୍ଜନ ପଶାୟତ, ରଶ୍ମୀ ମୟୀ ପଶାୟତ, ଚିନ୍ମୟୀ ପାତ୍ର ଙ୍କ ସମେତ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି, ଜନପ୍ରତିନିଧି ମାନେ ଯୋଗଡେଇ ସ୍ବର୍ଗତ ମିନାକ୍ଷୀ ପାତ୍ର ଙ୍କ ସ୍ମୃତିଚାରନଣ୍ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଗିରିଜା ଶଙ୍କର ପାତ୍ର ଓ କ୍ଷମା ପାତ୍ର ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ଵାଗତ କରିଥିବା ବେଳେ, ସ୍ଵପ୍ନସରିତ ପରିଡ଼ା, ମାଳବିକା ପରିଡ଼ା, ଚିନ୍ମୟୀ ପାତ୍ର, ଲୟା, ଲକ୍ଷା, ଓମ୍, ଲଗ୍ନା, ଟିମି , ଅଂଶୁ , ରିତିଭା ଓ ଗୁରୁଦେବ ପ୍ରମୁଖ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା ଚନ୍ଦ୍ର ପାତ୍ର ଙ୍କ ଧର୍ମପତ୍ନୀ ମିନାକ୍ଷୀ ପାତ୍ର ଙ୍କ ଦ୍ୱିତୀୟ ବାର୍ଷିକ ଶ୍ରାଦ୍ଧୋତ୍ସବ ଗତ ବୁଧବାର ଦିନ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ମହାମନ୍ତ୍ର ନାମ ସଙ୍କୀର୍ତ୍ତନ ପରେ ପରେ, ସ୍ମୃତି ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ପ୍ରଫେସର ଡଃ ମନୋରଞ୍ଜନ ପଟ୍ଟନାୟକ , ପୁର୍ବତନ ସରପଞ୍ଚ ଅକ୍ଷୟ କୁମାର ମିଶ୍ର, ସେବାନିବୃତ ରେଳବାଇ ଅଧିକାରୀ ହରେକୃଷ୍ର ବିଶ୍ବାଳ , ପ୍ରାକ୍ତନ ପ୍ରଧାନ ଶିକ୍ଷକ ନାରାୟଣ ପରିଡ଼ା , ତିର୍ତ୍ତୋଲ ସରପଞ୍ଚ ପ୍ରିୟମ୍ବଦା ମହାପାତ୍ର, ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ, ପଣ୍ତିତ ଜ୍ଞାନ ରଞ୍ଜନ ପଣ୍ଡା, ଶ୍ରୀପତି ଦାସ , ରମାକାନ୍ତ ସିଂହ, ପ୍ରଦୀପ ରଞ୍ଜନ ଦାସ, କିରଣବାଳl ସାହୁ , ଚୌଧୁରୀ ପ୍ରଦ୍ୟୁମ୍ନ କୁମାର ମିଶ୍ର, ସଞ୍ଜୟ ମିଶ୍ର, ଶୁଶାନ୍ତ କୁମାର ପରିଡ଼ା, ମନୋରଞ୍ଜନ ପଶାୟତ, ରଶ୍ମୀ ରଞ୍ଜନ ପଶାୟତ, ରଶ୍ମୀ ମୟୀ ପଶାୟତ, ଚିନ୍ମୟୀ ପାତ୍ର ଙ୍କ ସମେତ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି, ଜନପ୍ରତିନିଧି ମାନେ ଯୋଗଡେଇ ସ୍ବର୍ଗତ ମିନାକ୍ଷୀ ପାତ୍ର ଙ୍କ ସ୍ମୃତିଚାରନଣ୍ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଗିରିଜା ଶଙ୍କର ପାତ୍ର ଓ କ୍ଷମା ପାତ୍ର ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ଵାଗତ କରିଥିବା ବେଳେ, ସ୍ଵପ୍ନସରିତ ପରିଡ଼ା, ମାଳବିକା ପରିଡ଼ା, ଚିନ୍ମୟୀ ପାତ୍ର, ଲୟା, ଲକ୍ଷା, ଓମ୍, ଲଗ୍ନା, ଟିମି , ଅଂଶୁ , ରିତିଭା ଓ ଗୁରୁଦେବ ପ୍ରମୁଖ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *