ସିରିଜ ଦୁର୍ଘଟଣା ଘଟାଇବା ପରେ ରାସ୍ତା ମଝିରେ ମହିଳାଙ୍କ ହାଇଡ୍ରାମା

ଅପରାଧ ଜିଲା ଖବର ଭୁବନେଶ୍ୱର ରାଜ୍ୟ
Spread the love

ଭୂବନେଶ୍ଵର, ୨୭/୧୦: ତ୍ସିରଜ ଦୁର୍ଘଟଣା ଘଟାଇଲେ। ଗୋଟିକ ପରେ ଗୋଟିଏ ୪ ଗାଡ଼ିକୁ ଧକ୍କା ଦେଲେ। ଶେଷରେ ନିଜ କାରକୁ ଡିଭାଇଡରରେ ପିଟିଲେ। ଏତିକିରେ ମନ ଶାନ୍ତି ନ ହେବାରୁ ମଝି ରାସ୍ତାରେ ହଙ୍ଗାମା କଲେ। ଭୁବନେଶ୍ଵର ପଳାଶୁଣୀ ଛକ ନିକଟରେ ଏଭଳି ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମହିଳାଙ୍କ ହାଇଡ୍ରାମାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଚର୍ଚ୍ଚାର ବିଷୟ ପାଲଟିଛି।ରାସ୍ତାରେ କାର ଦୁର୍ଘଟଣା କରିବା ପରେ ମହିଳା ଜଣକ ନିଜ ରୋବାବ୍ ଦେଖାଇଥିଲେ। ଧକ୍କା ଦେଇଥିବା ଲୋକଙ୍କୁ କ୍ଷମା ମାଗିବା ପରିବର୍ତ୍ତେ ଦୁର୍ବ୍ୟବହାର କରିଥିଲେ

Leave a Reply

Your email address will not be published. Required fields are marked *