ବିଶିଷ୍ଟ ପାଲା ଗାୟକଙ୍କ ପରଲୋକ

କଟକ ରାଜ୍ୟ
Spread the love

କଟକ ,୫/୧୨: କଟକ ସଦର ବ୍ଲକ୍ ଅନ୍ତର୍ଗତ ୪୨ମୌଜା ଅଞ୍ଚଳ ର ବେଶ୍ ପରିଚିତ ତଥା ଆମ ଗହଣରେ ଆଉ ନାହାନ୍ତି ବିଶିଷ୍ଟ ପାଲାଗାୟକ ତଥା ବ୍ରହ୍ମପୁର ପଂଚାୟତ ର ମୁରବି ଏବଂ ମିଷ୍ଟଭାଷୀ ସ୍ନେହି ତଥା ପରୋପକାରୀ ମାଧବ ଚନ୍ଦ୍ର ରଥ । ସେ କିଛିଦିନ ହେବ ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ପୀଡ଼ିତ ଥିବାବେଳେ ବୁଧବାର ସନ୍ଧ୍ୟା ୫ ଘଟିକା ସମୟରେ ସ୍ୱର୍ଗା ଆହରଣ କରିଥିଲେ। ତାଙ୍କ ଅନ୍ତିମ ସମୟରେ ପୁତ୍ର ମନୋଜ, ସରୋଜ, ମାନସ, ଙ୍କ ସହ ପୁତ୍ରବଧୂ ଏବଂ ଝିଅ ଜ୍ବାଇଁ, ନାତି ନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କ ଦେହାନ୍ତ ଖବର ପାଇ ବିଭିନ୍ନ ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *