ଧର୍ମପ୍ରାଣ ଭୀମସେନ ବେହାରୀଙ୍କ ବିୟୋଗରେ ଶୋକ

ରାଜ୍ୟ
Spread the love

ମାହାଙ୍ଗା  :  କୁହୁଣ୍ଡା ପଞ୍ଚାୟତ ବନଗୁରୀଆ ଗ୍ରାମର ଭୀମସେନ ବେହାରୀଙ୍କ ୭୬ ବର୍ଷ ବୟସରେ ପରଲୋକ ଘଟିଛି l  ସେ ଜଣେ ପରୋପକାରୀ, ମିଷ୍ଟଭାଷୀ, ଆଧ୍ୟାତ୍ମିକବାଦୀ ବ୍ୟକ୍ତି ଭାବେ ସବୁଠି ପରିଚିତ ଥିଲେ l ପୁରୀ ସ୍ବର୍ଗ ଦ୍ୱାରରେ ତାଙ୍କର ଅନ୍ତିମ ସତ୍କାର କରାଯାଇଥିଲା l ପୁତ୍ର ମନୋରଞ୍ଜନ ବେହାରୀ ମୁଖାଗ୍ନି ଦେଇଥିଲେ l

ତା’ଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳିଯାଇଛି l ସର୍ବଶ୍ରୀ ବଟ କୃଷ୍ଣ ବେହାରୀ, ଅଖିଳେଶ ମହାନ୍ତି,ଅର୍ଜ୍ଜୁନି ବେହାରୀ,ନିରଞ୍ଜନ ବେହାରୀ, କ୍ଷୀରୋଦ ବେହାରୀ, ମଞ୍ଜୁଲତା ସାହୁ, ଅଞ୍ଜିଲତା ସାହୁ, ଗଣେଶ ବେହାରୀ, କାର୍ତ୍ତିକ ବେହାରୀ, କବିତା ସାହୁ,ବେବିନା ବେହାରୀ, କଳ୍ପନା ସାହୁ, ରାମଚନ୍ଦ୍ର ସାହୁ, ନିତ୍ୟାନନ୍ଦ ସାହୁ, ନିରଞ୍ଜନ ସାହୁ, ରବୀନ୍ଦ୍ର ସାହୁ, ମାଗୁଣି ବେହାରୀ, ଗୌରାଙ୍ଗ ବେହାରୀ, ଗୋକୁଳାନନ୍ଦ ପୃଷ୍ଟି, ଅଭିରାମ ବେହାରୀ, ଅଭିମନ୍ୟୁ ସାହୁ, ଶରତ ସାହୁ, ନିରଞ୍ଜନ ସାହୁ, ଅନନ୍ତ କିଶୋର ସାହୁ, ଲକ୍ଷ୍ମଣ ସାହୁ, ଗୋବିନ୍ଦ ସାହୁ ପ୍ରମୁଖ ବାନାବଟ ସଂକୀର୍ତ୍ତନ ମଣ୍ଡଳୀର ସଦସ୍ୟ ମାନେ ଏକ ବିରାଟ ଶୋଭାଯାତ୍ରାରେ ଭୀମସେନଙ୍କ ପାର୍ଥିବ ଶରୀରକୁ ନଗର ପରିକ୍ରମା କରାଇଥିଲେ l ଶବାଧାରରେ ବହୁ ବ୍ୟକ୍ତି ସାମିଲ ହୋଇଥିଲେ l

Leave a Reply

Your email address will not be published. Required fields are marked *