କୋଟିଆରେ ଆନ୍ଧ୍ରର ଦାଦାଗିରି: ବ୍ଲକ୍ ପ୍ରଶାସନର ଫଳକ ଭାଙ୍ଗିଲେ
ପଟାଙ୍ଗି, ୯/୧୨: ବିତାଡ଼ିତ ଓ ଅପଦସ୍ଥ ହେବାର ଜବାବ ଦେଇଛି ଆନ୍ଧ୍ର। ଆଜି କୋଟିଆର ବିବାଦୀୟ ଭୂଖଣ୍ଡରେ ଏଜେଣ୍ଟଙ୍କ ଜରିଆରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରିଛି। ବାରମ୍ବାର ଏଜେଣ୍ଟ ନାଲିଆଖି ଦେଖାଉଥିଲେ ସୁଦ୍ଧା ପୁଲିସ ଓ ପ୍ରଶାସନ ନିରବ ରହୁଛି। ଯାହାଫଳରେ ଏଜେଣ୍ଟଙ୍କ ସାହସ ବଢ଼ି ଯାଇଛି। ଓଡ଼ିଶା ସରକାରଙ୍କ ବିରୋଧରେ ଖୋଲାଖୋଲି ବୟାନ ଦେବା ଆରମ୍ଭ କରିଛନ୍ତି। ଓଡ଼ିଶା ସରକାରଙ୍କ କଡ଼ା ଆଭିମୁଖ୍ୟ ପରେ ଆନ୍ଧ୍ରର ଅନୁପ୍ରବେଶ ଯଥେଷ୍ଟ କମିଛି। କିନ୍ତୁ କୋଟିଆ ମୋହ […]
ସଂପୂର୍ଣ୍ଣ ପଢନ୍ତୁ