ହରହରି ମହାବୀରଙ୍କ ଦ୍ୱାଦଶବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ
ଝଙ୍କଡ଼ : ତିର୍ତ୍ତୋଲବ୍ଲକ, ଗରାମ ପଞ୍ଚାୟତ ଅଧିନ, ପୁଣ୍ୟତୋୟା ହଂସୁଆନଦୀ ର ତଟଦେଶରେ, ବଡ଼ିଜଙ୍ଗା ଗ୍ରାମରେ ବିରାଜିତ ଶ୍ରୀ ଶ୍ରୀ ହରହରି ମହାବୀର ଙ୍କ ପୀଠସ୍ଥଳିରେ ଦ୍ୱାଦଶବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଗତ ଶନିବାରଦିନ ବିଳମ୍ବିତ ରାତ୍ରୀରେ, ବିପୁଳଜନସମାଗମ ମଧ୍ୟରେ ଉଦଯାପିତ ହୋଇଯାଇଛି | ଗତ ମାର୍ଚ୍ଚ 25 ତାରିଖରୁ ଆରମ୍ଭ ହୋଇଥିବା ଏହି ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ନିତ୍ୟପୂଜକ ବେଣୁଧର ଶତପଥୀ, ଯଜ୍ଞର ପ୍ରଧାନ ଆଚାର୍ଯ୍ୟ ପଣ୍ଡିତ ସୌମ୍ୟ ପ୍ରସାଦ ତ୍ରିପାଠୀ ଓ ସହଯୋଗୀ ଆଚାର୍ଯ୍ୟ […]
ସଂପୂର୍ଣ୍ଣ ପଢନ୍ତୁ