ବାଘଛାଲ ଡିଲ୍ ବେଳେ ୩ଜଣ କୁ ମାଡିବସିଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ଵର, ୩/୧୧ : ସ୍ପେଶାଲ କ୍ରାଇମ୍ ୟୁନିଟ୍ ପଞ୍ଝାରେ ବାଘ ଛାଲ ବେପାରୀ। ଆଜି ରାଜଧାନୀ ଭୁବନେଶ୍ଵରରୁ ବାଘ ଛାଲ ସହ ୩ ବେପାରୀଙ୍କୁ ସ୍ପେଶାଲ କ୍ରାଇମବ୍ରାଞ୍ଚ ୟୁନିଟ୍ ଗିରଫ କରିଛି। ଜୟଦେବ ବିହାର ଅଞ୍ଚଳରେ ୩୦ ଲକ୍ଷ ଟଙ୍କାରେ ବାଘ ଛାଲ ଡିଲ୍ ବେଳେ କ୍ରାଇମବ୍ରାଞ୍ଚ ମାଡିବସିଛି। ଏହି ବେପାରୀ ମାନେ ବାଘ ଛାଲ କର୍ଣ୍ଣାଟକରୁ ଆଣି ଭୁବନେଶ୍ଵରରେ ଡିଲ କରୁଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଡୁମଡୁମା ଅଞ୍ଚଳର ରୋହିତ୍‌ ମହାପାତ୍ର (୨୬), ଗଞ୍ଜାମ […]

ସଂପୂର୍ଣ୍ଣ ପଢନ୍ତୁ

ନୂଆପଡାରେ ନବୀନ

ନୂଆପଡ଼ା, ୩/୧୧: ଏ ସକରାର କେବଳ ମିଛି ପ୍ରଚାରରେ ହିରୋ, କିନ୍ତୁ କାମରେ ଜିରୋ। ନୂଆପଡ଼ାରେ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଆୟୋଜିତ ପ୍ରଚାର ସମାବେଶରେ ଯୋଗଦେଇ ରାଜ୍ୟ ସରକାରଙ୍କୁ ଏଭଳି କଟାକ୍ଷ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। କୋମନା ବ୍ଲକର ତାରାବୋଡ଼, ଧାନମଣ୍ଡି ପଡିଆରେ ଆୟୋଜିତ ବିରାଟ ନିର୍ବାଚନୀ ସଭାରେ ଯୋଗଦେଇଥିବା ହଜାର ହଜାର ଲୋକଙ୍କୁ ଉଦବୋଧନ ଦେଇ ନୂଆପଡା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଶଙ୍ଖ ଚି଼ହ୍ନରେ ଭୋଟ ଦେବା […]

ସଂପୂର୍ଣ୍ଣ ପଢନ୍ତୁ

ମା’ ତାରିଣୀଙ୍କ ୧୩ ତମ ବାର୍ଷିକ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ମାହାଙ୍ଗା, ୨/୧୧ : ମୂଳବସନ୍ତ ପଞ୍ଚାୟତ ହଂସଦିଆ ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ମାଆ ତାରିଣୀଙ୍କ ତ୍ରୟୋଦଶ ତମ ବାର୍ଷିକ ଉତ୍ସବ ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l କୁହୁଣ୍ଡା ଓ ହଂସଦିଆ ଗ୍ରାମର ସୀମାନ୍ତରେ ଅବସ୍ଥିତ ଏହି ମନ୍ଦିର ହେଉଛି ଶ୍ରଦ୍ଧାଳୁ ମାନଙ୍କ ଆସ୍ଥା ଓ ବିଶ୍ୱାସର ପୁଣ୍ୟ ପୀଠ l ଏଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଯଜ୍ଞ, ଦାନ, ଭଜନ କୀର୍ତ୍ତନ ଏବଂ ହରିହାଟରେ ପ୍ରସାଦ ସେବନ […]

ସଂପୂର୍ଣ୍ଣ ପଢନ୍ତୁ

ଦଧିବାମନପୂର୍ ବଜାର କମିଟି ର ନୂତନ ପଦବୀ ଚୟନ

କଟକ ସଦର, ୨/୧୧: ୪୨ ମୌଜା ଦଧିବାମନପୂର୍ ବଜାର କମିଟି ର ସଭାପତି ମଧୁ ସେନାପତି ଙ୍କ ସଭାପତିତ୍ବ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ସେଇ ବୈଠକ ରେ ଦାଧିବାମନପୂର୍ ବଜାର ର କାର୍ଯ୍ୟକାରୀ ସଭାପତି ତପନ ମହାପାତ୍ର କୋଷାଧ୍ୟକ୍ଷ ହରେକୃଷ୍ଣ ମହାପାତ୍ର ଓ ବିପିନି ଶରଣ ସାହୁ ଦଧିବାମନପୂର୍ ର ଅଧିକାରୀ କୃଷ୍ଣ ଚନ୍ଦ୍ର ଦାଶ ଙ୍କ ସହ ସମସ୍ତ ବେବସାଇ ଉପସ୍ଥିତ ଥିଲେ । ସମସ୍ତ ଙ୍କ ସମହମତି କ୍ରମେ ସୌମ୍ୟ ରଞ୍ଜନ […]

ସଂପୂର୍ଣ୍ଣ ପଢନ୍ତୁ

ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠରେ ବାଣୀପର୍ବ ର ବାଣୀକ୍ଷେତ୍ର ସାହିତ୍ୟ ଉତ୍ସବ ଓ ଲୋଗୋ ଉନ୍ମୋଚନ

ଝଙ୍କଡ଼,୨/୧୧: ସାରଳା ସାହିତ୍ୟ, ସଂସ୍କୃତି ଓ ମହତ୍ତ୍ୱ କୁ ଜାତୀୟ ତଥା ଅନ୍ତର୍ଜାତୀୟ କ୍ଷେତ୍ରରେ ସୁପ୍ରତିଷ୍ଠିତ କରିବା ପାଇଁ ବାଣୀପର୍ବ ର ଆବାହକ ଦେବେନ୍ଦ୍ର ନାଥ ରାଉତ ଙ୍କ ଆହ୍ୱାନ କ୍ରମେ ଗତ ରବିବାର ଦିନ ପୂର୍ବାହ୍ନ ରେ, ଝଙ୍କଡ଼ ସାରଳାପୀଠ କନକପୁର ସ୍ଥିତ ଅତିଥିଭବନରେ, ବାଣୀପର୍ବ, ବାଣୀକ୍ଷେତ୍ର ସାହିତ୍ୟ ଉତ୍ସବ, ଲୋକାର୍ପଣ ପର୍ବ ଓ ଲୋଗୋ ଉନ୍ମୋଚନ, ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ପ୍ରାତଃ ସମୟରେ ମା ସାରଳା ଠାକୁରାଣୀ ଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

ଧର୍ମପ୍ରାଣା ମହିଳାଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି

ମାହାଙ୍ଗା,୨/୧୧: କହୁଣ୍ଡା ପଞ୍ଚାୟତ ଗୁଡ଼ିଆଡିହ ଗ୍ରାମର ଧର୍ମପ୍ରାଣ ମହିଳା ସର ଖୁଣ୍ଟିଆଙ୍କ ଏକାଦଶାହ ତିଥିରେ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସ୍ବର୍ଗୀୟା ସର ଖୁଣ୍ଟିଆଙ୍କ ଅମର ଅମୃତ ଆତ୍ମାର ସଦଗତି ପାଇଁ ବ୍ରାହ୍ମଣ ଓ ବୈଷ୍ଣବ ମାନଙ୍କୁ ତାଙ୍କ ପରିବାର ପକ୍ଷରୁ ଆମନ୍ତ୍ରଣ ପୂର୍ବକ ଆଶୀର୍ବାଦ ଭିକ୍ଷା କରାଯାଇଥିଲା l ପ୍ରେମାନନ୍ଦ ଖୁଣ୍ଟିଆଙ୍କ ସହଧର୍ମିଣୀ ଦିବଂଗତ ସର ଖୁଣ୍ଟିଆଙ୍କ ସ୍ମୁତିରେ ବହୁ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଏହି ସ୍ମୁତି ଉତ୍ସବରେ ସାମାଜିକକର୍ମୀ […]

ସଂପୂର୍ଣ୍ଣ ପଢନ୍ତୁ

ପଞ୍ଚକ ବ୍ରତ: ୫ ପରିବର୍ତ୍ତେ ଏଥର ୪ଦିନ, ଦ୍ବାଦଶୀରେ ହେବନି ବାଙ୍କଚୂଡ଼ା ବେଶ

ପୁରୀ, ୨/୧୧ : କାର୍ତ୍ତିକ ମାସର ମହାପଞ୍ଚୁକ ବ୍ରତ ଆଜିଠୁ ଆରମ୍ଭ ହୋଇଛି। ଏଥର ପାଞ୍ଚ ଦିନ ପରିବର୍ତ୍ତେ ୪ଦିନ ପଞ୍ଚୁକ ବ୍ରତ ପାଳନ ହେବ। ତିଥି କ୍ଷୟ ଯୋଗୁଁ ଦ୍ବାଦଶୀରେ ବାଙ୍କଚୂଡ଼ା ବେଶ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ। ପଞ୍ଚକର ପ୍ରଥମ ଦିନ ତଥା ବଡଏକାଦଶୀ ତିଥିରେ ଶ୍ରୀଜିଉଙ୍କ ଠିଆକିଆ ବେଶ ବା ଲଷ୍ମୀନାରାୟଣ ବେଶରେ ସଜିତ କରାଯାଇଛି । ଏଥିସହ ଆଜି ଶ୍ରୀମନ୍ଦିରରେ ହରି ଉତ୍ଥାପନ ଏକାଦଶୀ ମଧ୍ୟ ପାଳିତ ହେଉଛି । ଆଷାଢ […]

ସଂପୂର୍ଣ୍ଣ ପଢନ୍ତୁ

ଶଙ୍କର-ମୁନ୍ନାଙ୍କୁ ମୁହାଁମୁହିଁ ଜେରା: ଶଙ୍କରର ପାର୍ସପୋର୍ଟ,ଫର୍ଚୁନର ଜବତ

କଟକ, ୨/୧୧: ଓଡିଶାରେ ପହଞ୍ଚିଛି ପୁଲିସ୍‌ ଏସ୍‌ଆଇ ସ୍କାମ୍‌ର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି। ବିମାନରେ ନୂଆଦିଲ୍ଲୀରୁ ଭୁବନେଶ୍ଵରକୁ ଆଣି ସିଧାସଳଖ କଟକ କ୍ରାଇମବ୍ରାଞ୍ଚ ହେଡ୍ ଅଫିସକୁ ନେଇଥିଲା। ସେଠାରେ ଶଙ୍କର ପୃଷ୍ଟି ଓ ମୁନ୍ନା ମହାନ୍ତିଙ୍କୁ ମୁହାଁମୁହିଁ ଜେରା କରାଯାଇଛି। କ୍ରାଇମବ୍ରାଞ୍ଚ ମୁନ୍ନାକୁ ୫ ଦିନିଆ ରିମାଣ୍ଡରେ ଆଣି ସାରିଛି। ସେପଟେ କ୍ରାଇମବ୍ରାଞ୍ଚ ଶଙ୍କର ପୃଷ୍ଟିର ଗିରଫଦାରୀ ନେଇ ପ୍ରେସ୍‌ ରିଲିଜ୍ ଦେଇଛି। ଶଙ୍କରଠାରୁ ଗୋଟିଏ ଫର୍ଚୁନର , ଦୁଇଟି ଆଇଫୋନ୍ ଏବଂ ପାସପୋର୍ଟ ଜବତ […]

ସଂପୂର୍ଣ୍ଣ ପଢନ୍ତୁ

ସାରଳା ପୀଠ – ଗୋରେଖ ମଠ ରାସ୍ତା ମରଣଯନ୍ତା ରେ ପରିଣତ: ଯାତ୍ରୀ ହନ୍ତସନ୍ତ

ଝଙ୍କଡ଼, ୨/୧୧: ପ୍ରସିଦ୍ଧ ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠ ରୁ ବିଭୁତିକ୍ଷେତ୍ର ଗୋରେଖ ମଠ ପର୍ଯ୍ୟନ୍ତ ଚାରି କିଲୋମିଟର ରାସ୍ତା ଦୀର୍ଘ ମାସ ମାସ ଧରି, ମରାମତି ଅଭାବରୁ ମରଣଯନ୍ତା ରେ ପରିଣତ ହୋଇଛି.l ଏହି ରାସ୍ତା ଦେଇ ସ୍ଥାନୀୟ ଅଞ୍ଚଳର ପ୍ରାୟ ଦଶ ବାରଟି ପଞ୍ଚାୟତ ର ଅଧିବାସୀ ମାନେ, ରେଳଯାତ୍ରା କରିବାପାଇଁ ଗୋରେଖନାଥ ରେଳଷ୍ଟେସନ କୁ ଯାତାୟାତ କରିଥିବା ବେଳେ, ପ୍ରତିଦିନ ଏହି ରାସ୍ତା ଦେଇ ଶହଶହ ଯାନବାହାନ ଯାତାୟାତ କରିଥାଏ l ମାତ୍ର […]

ସଂପୂର୍ଣ୍ଣ ପଢନ୍ତୁ

ଆଜି ସେମି କଣ୍ଡକ୍ଟର ଉତ୍ପାଦନ ୟୁନିଟ୍‌ର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ବର, ୧/୧୧: ପ୍ରଥମ ସେମି କଣ୍ଡକ୍ଟର ଉତ୍ପାଦନ ୟୁନିଟ୍‌ର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିରେ କେନ୍ଦ୍ର ସୂଚନା ପ୍ରସାରଣ, ଇଲେକ୍ଟ୍ରୋନିକ୍ସ, ଆଇଟି ଓ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଭିସି‌ରେ ଯୋଗ ଦେଇ କହିଛନ୍ତି, ଡବଲ ଇଂଜିନ ସରକାରରେ ଓଡିଶାରେ ବିକାଶ ହେଉଛି। ସରକାରଙ୍କ ସ୍ବପ୍ନ ଥିଲା ଉନ୍ନତ ମାନର ଶିଳ୍ପ ଓଡ଼ିଶାକୁ ଆସୁ, ଏବଂ ଏହା ସଫଳ ହେଉଛି। ଆଗାମୀ ବର୍ଷରେ ସେମି କଣ୍ଡକ୍ଟର କ୍ଷେତ୍ରରେ ବହୁ ମାତ୍ରାରେ ସୁଯୋଗ ରହିଛି। […]

ସଂପୂର୍ଣ୍ଣ ପଢନ୍ତୁ